ଡିଭୋର୍ସ ନେବା ପରେ ବି ସୁପରହିଟ ଓ success ପାଇଛନ୍ତି bollywood ର ଏହି 4 ହିରୋଇନ

ବଲୀଉଡରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଏକୁଟିଆ ହିଁ ନିଜର ସନ୍ତାନଙ୍କ ଦେଖାଶୁଣା କରୁଛନ୍ତି । କିନ୍ତୁ ଏହା ସତ୍ବେ ବି ସେ ନିଜର ଦାୟିତ୍ଵକୁ ଭଲ ଭାବରେ ପାଳନ କରନ୍ତି । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ ବିବାହ ତ କରିଛନ୍ତି କିନ୍ତୁ ସେମାନଙ୍କ ବୈବାହିକ ଜୀବନ ସଫଳ ହୋଇ ପାରିଲା ନାହିଁ, ଶେଷରେ ସେମାନଙ୍କର ଡିଭର୍ସ ବି ହୋଇଗଲା । କିନ୍ତୁ ଆଜି ବି ସେହି ଅଭିନେତ୍ରୀମାନେ ବଲୀଉଡ ଇଣ୍ଡଷ୍ଟ୍ରିର ଲାଇମ ଲାଇଟରେ ଅଛନ୍ତି । ଏହା ଛଡା ଏମାନେ ବହୁତ ବୋଲ୍ଡ ଓ ହଟ ବି ଅଟନ୍ତି ।

ମାହି ଗିଲ

 

ଅଭିନେତ୍ରୀ ମାହି ଗିଲ ନିଜର ଛାଡପତ୍ର ପରେ ବଲୀଉଡ ଇଣ୍ଡଷ୍ଟ୍ରିରେ ଦମଦାର ଏଣ୍ଟ୍ରି ନେଲେ । ୧୭ ବର୍ଷ ବୟସରେ ବିବାହ କରିବା ପରେ ମାହି ଗିଲ ବଲୀଉଡରେ କାମ କରିବା ପାଇଁ ନିଷ୍ପତି ନେଲେ । କିନ୍ତୁ ଏଥିପାଇଁ ତାଙ୍କୁ ନିଜ ସ୍ଵାମୀ ଠାରୁ ଅଲଗା ହେବାକୁ ପଡିଲା । କିନ୍ତୁ ଦୁଇ ଜଣ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ଭଲ ବନ୍ଧୁ ରୂପରେ ମିଳାମିଶା କରୁଛନ୍ତି । ନିଜ ସ୍ଵାମୀଙ୍କ ଠାରୁ ଅଲଗା ହେବା ପରେ ମାହି ଗିଲ ବଲୀଉଡରେ ସଫଳତାର ସିଢି ଚଢିବାକୁ ଲାଗିଲେ । ମାହି ଗିଲଙ୍କୁ ଅସଲ ସଫଳତା ଫିଲ୍ମ Dev.D ଓ Saheb, Biwi Aur Gangsterରେ ମିଳିଲା ।

ମଲ୍ଲିକା ଶେରାବତ

ମଲ୍ଲିକା ଶେରାବତ ଏକ ମଡେଲ ରୂପରେ ବଲୀଉଡରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ କେତେକ ବିଜ୍ଞାପନରେ ବି କାମ କରିଲେ । କିନ୍ତୁ ତାଙ୍କୁ ଅସଲ ସଫଳତା ତାଙ୍କ ସ୍ଵାମୀଙ୍କ ଠାରୁ ଅଲଗା ହେବା ପରେ ହିଁ ମିଳିଲା । ମଲ୍ଲିକା ଶେରାବତ ବଲୀଉଡରେ ବହୁତ ହିଟ ଫିଲ୍ମରେ କାମ କରିଛନ୍ତି ।

ଅଦିତି ରାୱ ହୈଦରୀ

ବଲୀଉଡର ଅଭିନେତ୍ରୀ ଅଦିତି ରାୱ ହୈଦରୀ ବିବାହ କରିଛନ୍ତି ବୋଲି ବହୁତ କମ ଲୋକମାନେ ଜାଣିଛନ୍ତି । ସେ ଫିଲ୍ମରେ ଆସିବା ପୂର୍ବରୁ ହିଁ ବିବାହିତ ଥିଲେ । କହିବାକୁ ଗଲେ ସେ ୧୭ ବର୍ଷ ବୟସରେ ହିଁ ବିବାହ କରିଥିଲେ । କିନ୍ତୁ ଯେତେବେଳେ ଅଦିତି ରାୱ ହୈଦରୀ ୨୧ ବର୍ଷର ହେଲେ ତେବେ ସେ କିଛି ପର୍ସନାଳ କାରଣରୁ ନିଜ ସ୍ଵାମୀଙ୍କ ଠାରୁ ଅଲଗା ହୋଇଗଲେ । ଅଦିତି ରାୱ ହୈଦରୀ କେବଳ ହିନ୍ଦୀ ନୁହେଁ ସେ ତେଲୁଗୁ ଓ ତାମିଲ ଭାଷାରେ ବି ଫିଲ୍ମ କରିଛନ୍ତି ଓ ବର୍ତ୍ତମାନ ସମୟରେ ସେ ବଲୀଉଡର ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି ।

ଚିତ୍ରାଂଗଦା ସିଂହ

ବଲୀଉଡର ହଟ ଅଭିନେତ୍ରୀ ଚିତ୍ରାଂଗଦା ସିଂହ ବହୁତ ପ୍ରତିଭାଶାଳୀ ଓ ସୁନ୍ଦର ଅଟନ୍ତି । ଆପଣଙ୍କୁ କହିଦେଉଛୁ କି ଚିତ୍ରାଂଗଦା ସିଂହ୨୦୦୧ରେ ବିବାହ କରିଥିଲେ ଓ ଏହା ପରେ ସେ ଫିଲ୍ମରେ ବି କାମ କରୁଥିଲେ । କିନ୍ତୁ ୨୦୧୪ରେ ସେ ନିଜ ସ୍ଵାମୀଙ୍କ ଠାରୁ ଅଲଗା ହେବା ପରେ ହିଁ ବଲୀଉଡରେ ତାଙ୍କୁ ଅସଲ ସଫଳତା ମିଳିବା ଆରମ୍ଭ ହୋଇଗଲା । ଚିତ୍ରାଂଗଦା ସିଂହ ବର୍ତ୍ତମାନ ସମୟରେ ବଲୀଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।