ମଙ୍ଗଳବାର ଦିନ ରାତିରେ ଶୋଇବା ପୂର୍ବରୁ ଜପ କରନ୍ତୁ ଏହି ମନ୍ତ୍ର, ହେବ ଚମତ୍କାର

ଆପଣ ଜାଣିଥିବେ କି ମଙ୍ଗଳବାର ଦିନ ଭଗବାନ ଶ୍ରୀରାମ ଙ୍କର ଭକ୍ତ ପ୍ରଭୁ ହନୁମାନଙ୍କ ଦିନ ହୋଇଥାଏ । ହିନ୍ଦୁ ଧର୍ମ ରେ ହନୁମାନ ଙ୍କ ଜନ୍ମଗ୍ରହଣ ହୋଇଥିବା ଦିନ ମଙ୍ଗଳବାର କୁ ସବୁଠୁ ପବିତ୍ରଦିନ ରୂପରେ ମାନାଯାଇଥାଏ । ମଙ୍ଗଳବାର ଦିନ ଯଦି ଆପଣ ଭଗବାନ ହନୁମାନଙ୍କୁ ପ୍ରାର୍ଥନା କରନ୍ତି ତାହେଲେ ଆପଣଙ୍କ ଦିନ ଭଲରେ କଟିଥାଏ । ଆପଣ ହନୁମାନଙ୍କୁ ପୂଜା କରିବାଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟା ଦୂର ହେବାସହ ଭଗବାନ ହନୁମାନ ଆପଣଙ୍କୁ ପ୍ରତିଟି କ୍ଷେତ୍ରରେ ସାହାର୍ଯ୍ୟ କରିଥାନ୍ତି ଓ ମଙ୍ଗଳ ବାର ଦିନ ଆପଣ ଏହି ମନ୍ତ୍ର ଜପ କରିବାଦ୍ୱାର ଆପଣଙ୍କୁ ଏହିସବୁ ଫାଇଦାମାନ ମିଳିଥାଏ ।

ଚାଲନ୍ତୁ ଜାଣିବା ଭଗବାନ ହନୁମାନଙ୍କର ସେହି ମନ୍ତ୍ର ବିଷୟରେ। ମନ୍ତ୍ରଟି ଜାଣିବା ପୂର୍ବରୁ କହିଦେଉଛୁ କି ଆପଣ ଏହିମନ୍ତ୍ରକୁ ନିଜ ଭିତରେ ରଖନ୍ତୁ । ଓ କାହାରି ଆଗରେ ଏହାର ପ୍ରକାଶ କରନ୍ତୁ ନାହିଁ । ନଚେତ ଏହିମନ୍ତ୍ରର ଫଳ ଆପଣଙ୍କୁ ପ୍ରାପ୍ତ ହେବନାହିଁ । ତ ଚାଲନ୍ତୁ ଜାଣିବା ସମ୍ପୁର୍ଣ ଏହିମନ୍ତ୍ର ବିଷୟରେ ।

ବନ୍ଧୁଗଣ ମନେରଖନ୍ତୁ କି ମଙ୍ଗଳବାର ରାତିରେ ଶୋଇବା ପୂର୍ବରୁ ଭଗବାନ ହନୁମାନଙ୍କର ପୂଜା କରନ୍ତୁ ଓ ତାଙ୍କୁ ବସ୍ତ୍ର ଅର୍ପଣ କରନ୍ତୁ । ଏହାପରେ ଆପଣ ତାଙ୍କୁ ଚମେଲିର ତେଲରେ ଦୀପ ଜଳାଇବାକୁ ପଡିବ । କିନ୍ତୁ ଆସନ୍ତୁ ଜାଣିବା ସେହି ମନ୍ତ୍ର ବିଷୟରେ ଯେଉଁ ମନ୍ତ୍ର ଜପ କରିବାଦ୍ୱାର ଭଗବାନ ହନୁମାନ ପ୍ରସନ୍ନ ହୋଇଥାନ୍ତି । ସେହି ମନ୍ତ୍ର ଟି ହେଉଛି ଓଁ ହନୁ ହନୁମତୟେ ନମଃ ।

ଏହି ମନ୍ତ୍ରଟିକୁ ଆପଣ ଦିନରେ ମାତ୍ର 5 ବାର କରିବାର ଅଛି ଓ ଏହାପରେ ଭଗବାନ ହନୁମାନଙ୍କୁ ବୁନ୍ଦିଆ ଚଢାଇ ପୂଜା କରିବାକୁ ହେବ । ଏପରି କରିବା ଦ୍ୱାରା ଆପଣଙ୍କ ଜୀବନରେ ଲାଗିରହିଥିବା ସମସ୍ତ ସମସ୍ୟା ଦୂର ହୋଇଯିବ । ଓ ଆପଣଙ୍କ ପରିବାର ହସଖୁସିରେ ସର୍ବଦା ରହିବ । ଆପଣ ପ୍ରତେକ ମଙ୍ଗଳବାର ଦିନ ଏହି ମନ୍ତ୍ର ଓ କିଛି ଏହିପରି ଭାବରେ କାର୍ଯ୍ୟପ୍ରଣାଳୀ କରିଦିଅନ୍ତୁ ଓ ଆପଣ ଦେଖିବେ ଯେ ପୂର୍ବ ଭଳି ସମସ୍ୟା ମାନ ଆଉ ଆପଣଙ୍କ ଜୀବନରେ ରହିବ ନାହିଁ ।

ଭଗବାନ ହନୁମାନଙ୍କର ମଙ୍ଗଳବାର ଦିନ ଏହିପରି ଭାବରେ ପୂଜା କରିବାପରେ ,ଶନିବାର ଦିନ ଆପଣ ଶନି ମନ୍ଦିରରେ ଏହିପରି ଭାବରେ ଶନିଦେବଙ୍କର ପୂଜା କରନ୍ତୁ । ଏହାସହ ଆପଣଙ୍କୁ ଶନିଦେବଙ୍କ କୃପା ମଧ୍ୟ ପ୍ରାପ୍ତ ହେବ । ଆପଣମାନେ ନିଶ୍ଚିତ ଜାଣିଥିବେ ଯେ ଯଦି ଆପଣ ହନୁମାନଙ୍କର ପୂଜା କରିଥାନ୍ତି ତ ତାହା ମାଧ୍ୟମରେ ଆପଣଙ୍କୁ ଭଗବାନ ଶନି ଦେବଙ୍କର କୃପା ପ୍ରାପ୍ତି ହୋଇପାରିବ । ତେଣୁ ଆପଣ ଏହିକଥାଟିକୁ ସର୍ବଦା ନିଜର ମନରେ ରଖନ୍ତୁ ।

ଆପଣ ଯଦି ଏହିପରି କରିଥାନ୍ତି ତାହେଲେ ଆପଣଙ୍କ ଜୀବନରେ ଶାନ୍ତି ଓ ସମୃଦ୍ଧି ଲାଭ ହେବ ଓ ଧନର କୌଣସି ଅଭାବ ଆପଣଙ୍କ ଜୀବନରେ ରହିବ ନାହିଁ । ତେଣୁକରି ପ୍ରତି ମଙ୍ଗଳବାର ଦିନ ଆପଣ ଏହିପରି କରିଦିଅନ୍ତୁ ଯାହାଫଳରେ ସର୍ବଦା ଭଗବାନ ହନୁମାନଙ୍କ କୃପା ଆପଣଙ୍କ ରହିବାସହ ଆପଣଙ୍କୁ ହନୁମାନ କେବେହେଲେ ଦେଖାଦେଇପାରନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।