ନେପାଲକୁ ନେଇ ମୋଦୀଙ୍କ କଡା ଜବାବ

କହିବାକୁ ଗଲେ ଭାରତ ଓ ଚୀନ ମଧ୍ୟରେ ସୀମାକୁ ନେଇ ବିବାଦ ଚାଲିଛି । କିନ୍ତୁ ବର୍ତ୍ତମାନ ସମୟରେ ନେପାଲ ବି ଭାରତ ସହ ସୀମାକୁ ନେଇ ବିବାଦ ଆରମ୍ଭ କରି ଦେଇଛି । ଏହା ମଧ୍ୟରେ ନେପାଲ ସୀମାରୁ ଏକ ଖବର ସାମ୍ନାକୁ ଆସୁଛି । କହିବାକୁ ଗଲେ ଭାରତ ଓ ନେପାଲ ସୀମା ପାଖରେ ଥିବା ଭାରତର ଉତ୍ତରାଖଣ୍ଡ ରାଜ୍ୟର ପିଠୋରାଗଢ ଜିଲ୍ଲାରେ କିଛି ଲୋକମାନେ ସେହି ଅଞ୍ଚଳରେ ବୋମାମାଡ ଆରମ୍ଭ କରି ଦେଇଛନ୍ତି ।

କାରଣ ନେପାଳ ଧମକ ଦେବା ଆରମ୍ଭ କରି ଦେଇଛି କି ନେପାଳ ପିଠୋରାଗଢ ଜିଲ୍ଲାକୁ ନିଜ ଅଧୀନରେ ନେଇ ଆସିବ । ଏମିତିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଧମକର ଜବାବ ଦେଇ କହିଛନ୍ତି କି, ‘ନେପାଳ ଭାରତର ୫୦ କିଲୋମିଟର ଭିତରକୁ ପଶି ଜାଗା ନେବା ତ ଦୂରର କଥା, ନେପାଲ ୫୦ ହାତ ଚାହିଁଲେ ବି ୫୦ ବର୍ଷ ପର୍ଯ୍ୟନ୍ତ ନେଇ ପାରିବ ନାହିଁ ।‘

ଏକ ରିପୋର୍ଟ ଅନୁସାରେ ଏହି ଖବର ସାମ୍ନାକୁ ଆସୁଛି କି ନେପାଳ ଭାରତ ବିରୁଦ୍ଧରେ ନାରା ଲଗାଇ ଉତ୍ତରାଖଣ୍ଡ ରାଜ୍ୟର ପିଠୋରାଗଢ ଜିଲ୍ଲାର ଲୋକମାନଙ୍କୁ ଭୟଭୀତ କରୁଛି । ଭାରତ, ଚୀନ ଓ ନେପାଳ ସୀମାବର୍ତ୍ତି କେତେକ ଅଞ୍ଚଳ ଯେମିତି କି ଲିପୁଲେଖ, କଳାପାଣି, ଲୀପାଧୁରା ଅଞ୍ଚଳକୁ ନେପାଳ ତାର ନକ୍ସାରେ ନିଜର ବୋଲି କହିସାରିଛି । ଏହା ସହିତ ତାଙ୍କର ପାର୍ଲାମେଣ୍ଟରେ ବି ଏହି ବିଲ ପାସ ହୋଇସାରିଛି କି ଏହି ସବୁ ଅଞ୍ଚଳ ନେପାଳର ଅଟେ ଓ ଭାରତ ଏହି ସବୁ ଅଞ୍ଚଳକୁ ନେପାଳକୁ ଦେଇ ଦେଉ ।

ଏହା ସହିତ ନେପାଳ ରେଡିଓ ଷ୍ଟେସନରେ ନେପାଳ ସରକାର ଭାରତ ବିରୁଦ୍ଧରେ ନାରା ଲଗାଇଛି । ଯେଉଁଥିରେ ନେପାଳ ସରକାର କହିବା ଅଟେ କି ଭାରତ ଚୋର ଅଟେ । ଭାରତ ଆମ ଦେଶରୁ ଜାଗା ନେଇଛି । ଆମେ ନିଶ୍ଚିତ ଭାବରେ ସେହି ଜାଗାକୁ ନେଇ ଆସିବୁ ଓ ଏହି ସବୁ ନାରା ପ୍ରତ୍ୟକ ଏକ ଘଣ୍ଟାରେ ଗୀତ ଆକାରାରେ ଶୁଣିବାକୁ ମିଳୁଛି । ଏହାର ମୁଖ୍ୟ କାରଣ ଏହା ହେଉଛି କି ନେପାଳ ଲୋକମାନଙ୍କ ମଧ୍ୟରେ ଓ ନେପାଳ ଏବଂ ଭାରତ ସୀମାବର୍ତ୍ତି ଲୋକମାନଙ୍କ ମଧ୍ୟରେ ନେପାଳ ନିଜ ଦେଶ ପ୍ରତି ଏକ ଭାବନା ଜାଗୃତ କରିବାକୁ ଚେଷ୍ଟା କରୁଛି ।

ଏହା ସହିତ ସେ କହିବାକୁ ଚାହୁଁଛି କି ନେପାଳ ଦରକାର ପଡିଲେ ଭାରତର ଏହି ସବୁ ଅଞ୍ଚଳକୁ ନିଜ ଅଧୀନରେ ନେଇଯିବ । ଏତିକି ନୁହେଁ ନେପାଳ ଆହୁରି ଭାରତ ବିରୁଦ୍ଧ କାମ କରୁଛି । ଏକ ରିପୋର୍ଟ ଅନୁସାରେ ଭାରତ ମୁସଲମାନମାନଙ୍କ ପାଇଁ ଯେଉଁ ନୂତନ ନିୟମ ପରିବର୍ତ୍ତନ କରିଥିଲା ସେହିଭଳି ନେପାଳ ମଧ୍ୟ ଭାରତୀୟ ଦେଶବାସୀମାନଙ୍କ ପାଇଁ ଏକ ନିୟମ ପରିବର୍ତ୍ତନ କରିଛି ।

କହିବାକୁ ଗଲେ ଯଦି ଗୋଟିଏ ଭାରତୀୟ ପୁରୁଷ ନେପାଳର କୌଣସି ମହିଳା ସହ ବିବାହ କରୁଥିଲା ତେବେ ତାକୁ ସଙ୍ଗେ ସଙ୍ଗେ ନେପାଳର ନାଗରିକତା ମିଳି ଯାଉ ଥିଲା । କିନ୍ତୁ ନେପାଳର ନୂତନ ନିୟମ ଅନୁସାରେ ଭାରତୀୟଙ୍କୁ ନାଗରିକତା ହାସଲ କରିବା ପାଇଁ ୭ ବର୍ଷ ଅପେକ୍ଷା କରିବାକୁ ପଡିବ । ଏହି ନିୟମ ଉପରେ ନେପାଳର କହିବା ଅଟେ କି ଭାରତ ଅନ୍ୟ ଦେଶମାନଙ୍କ ସହିତ ଏହିଭଳି ନିୟମକୁ ଅବଲମ୍ବନ କରୁଛି ତେବେ ଆମେ ବି ଭାରତ ସହିତ ଏହିଭଳି ନିୟମ କରିଛୁ ।

କିନ୍ତୁ ଭାରତର ଏହି ନିୟମ ଅନ୍ୟ ଦେଶ ଗୁଡିକ ପାଇଁ ଅଟେ ନା ନେପାଳ ପାଇଁ । କହିବାକୁ ଗଲେ ଏହି ସବୁ ଷଡଯନ୍ତ୍ର ପଛରେ ଚୀନର ହାତ ଅଛି । ଏମିତିରେ ଚୀନ କଥାରେ ଆସି ନେପାଳ ଭାରତ ସହ ବିବାଦ କରୁଛି । କିନ୍ତୁ କହିବାକୁ ଗଲେ ନେପାଳ ଭାରତର କୌଣସି ପ୍ରକାରର କ୍ଷତି କରି ପାରିବ ନାହିଁ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।