ଲୋକମାନଙ୍କ ସ୍ଵଭାବ ଜଣାପଡିଥାଏ ନାମର ପ୍ରଥମ ଅକ୍ଷରରୁ, ଯଦି ଆପଣ କି ଆପଣଙ୍କ ପାଖ ଲୋକଙ୍କ ନାମ AGKMT ରୁ ଆରମ୍ଭ ତେବେ ନିଶ୍ଚୟ ଜାଣନ୍ତୁ

କୁହାଯାଏ କି କୌଣସି ବି ବ୍ୟକ୍ତିର ନାମ ତାହାର ଜୀବନରେ ବହୁତ ଗଭୀର ପ୍ରଭାବ ପକାଇ ଥାଏ । ଆପଣଙ୍କ ନାମର ପ୍ରଥମ ଅକ୍ଷର ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଜନ୍ମ ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ରମା ଯେଉଁ ରାଶିରେ ଉପସ୍ଥିତ ହୋଇଥାଏ ସେହି ରାଶି ଅନୁସାରେ ତାହାର ନାମର ପ୍ରଥମ ଅକ୍ଷର ନିର୍ଧାରିତ କରାଯାଇଥାଏ ।

ଆଜି ଆମେ ଆପଣଙ୍କୁ କିଛି ଅକ୍ଷର ବିଷୟରେ କହିବୁ ଯେଉଁଥିରେ ଆପଣଙ୍କୁ ଆପଣଙ୍କ ନାମର ପ୍ରଥମ ଅକ୍ଷୟର ବାଛିବାର ଅଛି ଓ ଏହି ଅକ୍ଷର ଆପଣଙ୍କ ବିଷୟରେ କିଛି ରହସ୍ୟ ଉଜାଗର କରିବ । ତେବେ ବାଛନ୍ତୁ ନିଜ ନାମର ପ୍ରଥମ ଅକ୍ଷର ଓ ନିଜ ଜୀବନ ସହ ଜଡିତ କିଛି ଖାସ କଥା ଜାଣନ୍ତୁ ।

A ନାମ ବାଲା ଲୋକମାନେ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ A ନାମ ବାଲା ଲୋକମାନେ ବହୁତ ହିଁ ପରିଶ୍ରମୀ, ସାହାସୀ ଓ ଧର୍ଯ୍ୟବାନ ହୋଇଥାନ୍ତି । ଏମାନଙ୍କୁ କଥା ବୁଲାଇ ବୁଲାଇ କହିବାର ବିଲକୁଲ ବି ପସନ୍ଦ ଲାଗେ ନାହିଁ । ସତ ଯେତେ କଷ୍ଟଦାୟକ ହେଲେ ବି ଏମାନଙ୍କୁ ପସନ୍ଦ ଅଟେ । ଏମାନେ ସତକୁ ସବୁବେଳେ ସ୍ଵୀକାର କରନ୍ତି । ପର୍ସନାଳ ଓ ପ୍ରୋଫେସନଲ ଲାଇଫକୁ ଏମାନେ କେବେ ବି ମିକ୍ସ କରନ୍ତି ନାହିଁ । ଦୁଇଟି ଜାଗାରେ ହିଁ ଏମାନେ ନିଜର ବିଚାରକୁ ବ୍ୟକ୍ତ କରନ୍ତି ।

କିନ୍ତୁ ଯଦି ଏମାନଙ୍କ ପ୍ରେମ ଜୀବନ ବିଷୟରେ କଥାବାର୍ତ୍ତା କରିବା ତେବେ ଏମାନେ ରୋମାନ୍ସ ମାମଲାରେ ଅଳ୍ପ ସଙ୍କୋଚ ହୋଇଥାନ୍ତି । ଏମାନେ ଏକ ଦମଦାର ପର୍ସନାଲିଟିର ମାଲିକ ହୋଇଥାନ୍ତି ।

G ନାମ ବାଲା ଲୋକମାନେ

G ନାମ ବାଲା ଲୋକମାନେ ବହୁତ ଶାନ୍ତ ହୋଇଥାନ୍ତି । କିନ୍ତୁ କୌଣସି ବି ଭୁଲ କଥା ଉପରେ ବହୁତ ଜଲ୍ଦି ଏମାନଙ୍କୁ ରାଗ ବି ଆସିଯାଏ । ଏମାନେ କୌଣସି ବ୍ୟକ୍ତିର କହିବା ଦ୍ଵାରା କାମ କରିବା ପସନ୍ଦ କରନ୍ତି ନାହିଁ । ଏମାନଙ୍କ ମନକୁ ଯାହା ଭଲ ଲାଗେ ଏମାନେ ତାହା ହିଁ କରନ୍ତି । ନିଜ କଥା ବିଷୟରେ ବି ଏମାନେ କାହା ସହିତ ଶେୟାର କରନ୍ତି ନାହିଁ । ପ୍ରେମ ମାମଲାରେ ଏମାନେ ଅଳ୍ପ ଲଜ୍ୟା କରନ୍ତି ।

K ନାମ ବାଲା ଲୋକମାନେ

K ନାମ ବାଲା ଲୋକମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ସବୁବେଳେ ହସୁ ଥାନ୍ତି । ଏମାନଙ୍କୁ ନିଜ ଭାଗ୍ୟ ଦ୍ଵାରା ଜୀବନରେ ସମସ୍ତ ଖୁସି ମିଳିଥାଏ ଯାହାଙ୍କ ପାଇଁ ଏମାନେ ହକଦାର ହୋଇଥାନ୍ତି । ଏମାନଙ୍କ ପର୍ସନାଲିଟିରେ ଆକର୍ଷଣ ଥାଏ । ଅନ୍ୟ ପଟେ ଅନ୍ୟ ଲୋକମାନଙ୍କ ସାହାର୍ଯ୍ୟ କରିବା ମାମଲାରେ ସବୁବେଳେ ଏମାନେ ଆଗରେ ରୁହନ୍ତି । ଏମାନଙ୍କ ଉପରେ ଆପଣ ବିଶ୍ଵାସ କରି ପାରିବେ ।

M ନାମ ବାଲା ଲୋକମାନେ

M ନାମ ବାଲା ଲୋକମାନେ ବହୁତ ଚାର୍ମିଙ୍ଗ ଓ ଦ୍ଵିତୀୟ ଲୋକମାନଙ୍କୁ ଆକର୍ଷକ କରୁଥିବା ବ୍ୟକ୍ତିତ୍ବ ଅଟନ୍ତି । ନିଜର ଅଲଗା ଦୁନିଆରେ ଅର୍ଥାତ ସ୍ଵପ୍ନରେ ରହିବାକୁ ଏମାନେ ପସନ୍ଦ କରନ୍ତି । ଏମାନଙ୍କୁ ନିଜ ଜୀବନରେ ବହୁତ ଅଧିକ ପାଇବାର ଇଚ୍ଛା ନ ଥାଏ । ଏମାନେ ସମସ୍ତଙ୍କ ସହିତ ଭଲରେ ରହିବା ଓ ନିଜ ଲୋକମାନଙ୍କ ସହ ଯୋଡି ହେବାକୁ ଅଧିକ ମହତ୍ଵ ଦେବା ଏମାନଙ୍କୁ ଭଲ ଲାଗେ । ପ୍ରେମ ମାମଲାରେ ଏମାନେ ଅଦର୍ଶବାଦି ଚିନ୍ତାଧାର ରଖନ୍ତି ।

T ନାମ ବାଲା ଲୋକମାନେ

T ନାମ ବାଲା ଲୋକମାନେ ନିଜର ପରିବାରକୁ ବହୁତ ଭଲ ପାଆନ୍ତି । ନିଜକୁ ଫିଟ ରଖିବା ଓ ନିଜର କେୟାର କରିବା ଏମାନଙ୍କୁ ପସନ୍ଦ ଆସେ । କିନ୍ତୁ ଖର୍ଚ ବି ଅଧିକ କରନ୍ତି । ଖର୍ଚ କରିବା ପୂର୍ବରୁ ଏମାନେ ଅଧିକ ଚିନ୍ତା ବି କରନ୍ତି ନାହିଁ । ସୁନ୍ଦର ଓ ଭିନ୍ନ ଜିନିଷ ପ୍ରତି ଏମାନେ ଅଧିକ ଆକର୍ଷିତ ହୋଇଥାନ୍ତି । ପ୍ରେମର କଥାବାର୍ତ୍ତ କରିବା ତ ଏହି ମାମଲାରେ ଏମାନେ ଅଳ୍ପ ସମ୍ବେଦନଶୀଳ ହୋଇଥାନ୍ତି ଓ ଯେଉଁ ସମ୍ପର୍କରେ ଥରେ ପଡି ଯାଆନ୍ତି ତାହାକୁ ସେମାନେ ଜୀବନ ସାରା ପାଳନ କରନ୍ତି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।