250 ଗରିବଙ୍କୁ ସବୁବେଳେ କରାନ୍ତି ଭୋଜନ, 63 ବର୍ଷ ବୟସରେବି ସମସ୍ତଙ୍କ ପାଇଁ ଉଦାହରଣ ସାଜିଲେ ବାଲାଚନ୍ଦ୍ରା, ଆସନ୍ତୁ ଜାଣିବା ତାଙ୍କ ବିଷୟରେ

ଏ ଦୁନିଆରେ ବହୁତ ଲୋକ ଅଛନ୍ତି ଯିଏ ଖାଇବାକୁ ଦି ମୁଠା ପାଆନ୍ତି ନାହିଁ । ଏମିତିକି ଭୋକ ଉପାସରେ ମଧ୍ୟ ଶୋଇବାକୁ ପଡ଼ିଥାଏ । ଏମିତି ଦାରିଦ୍ରତା ଜୀବନଯାପନ କରୁଥିବା ଲୋକ ଙ୍କୁ ଯଦି କେହି ସାହାଯ୍ୟ କରେ ସେମାନଙ୍କ ଠୁ ମହାନ ବ୍ୟକ୍ତି ଓ ଏହାଠୁ ମହାନ କାମ କଣ ହୋଇପାରେ। ଏମିତି ରେ ଦୁନିଆରେ କେବଳ ନିଜ ବିଷୟରେ ଭାବୁଥିବା ଲୋକ ମଧ୍ୟ ରହିଛନ୍ତି । ହେଲେ ଏମିତି ବି  କିଛି ଲୋକ ଅଛନ୍ତି ଯିଏ ସୁଖ ଦୁଃଖରେ ଅନ୍ୟକୁ ସହାୟତା କରିଥାନ୍ତି।

ତାମିଲନାଡୁ 63 ବର୍ଷ ର ବାଳାଚନ୍ଦ୍ରା ବେଳେ ବି ଯାହା କରିଥିଲେ ତାଜା ପ୍ରସଂଶନୀୟ ଥିଲା । ସେ ସବୁବେଳେ ଗରିବଙ୍କୁ ଭୋଜନ ଦେଉଥିଲେ। ତାମିଲନାଡୁ ର ତୁତୁକୁଡି ଜିଲ୍ଲାରେ ବହୁତ ସଂଖ୍ୟାରେ ଆଦିବାସୀ ରହୁଥିଲେ । ସେମାନଙ୍କ ମଧ୍ୟରେ ଅଧିକାଂଶ ଦାରିଦ୍ରତା ର ଜୀବନଯାପନ ମଧ୍ୟ କରୁଥିଲେ। ସେମାନଙ୍କ ପାଇଁ କେତେଥର ଖାଇବା ଯୋଗାଡ଼ କରିବା ମଧ୍ୟ କଷ୍ଟକର ହୋଇଥାଏ ।

ଏମିତିରେ ବାଳାଚନ୍ଦ୍ରା 250ଆଦିବାସୀ ଙ୍କୁ ସବୁବେଳେ ଭୋଜନ ଦେବା ର କାମ କରୁଛନ୍ତି। ସେ ସବୁବେଳେ ପାହାଡିଆ ବସ୍ତି କୁଟୁଫୁଲି, ପାନପଲ୍ଲୀ, କୋଣ୍ଡାନୁର ,ଥେକ୍କାଲୁର ଇତ୍ୟାଦି ସ୍ଥାନକୁ ସେ ଦିନ 11 ରୁ 12 ଟା ଭିତରେ ଭୋଜନ ପ୍ୟାକେଟ ନେଇ ପହଞ୍ଚି ଯାଆନ୍ତି । ସେ ସେମାନଙ୍କୁ ସ୍ଵାଦିଷ୍ଟ ଭୋଜନ ସହ ପ୍ରତିଦିନ ଅଲଗା ଅଲଗା ପୋଷକ ତତ୍ତ୍ଵ ଥିବା ଖାଦ୍ୟ ମଧ୍ୟ ଖାଇବାକୁ ଦିଅନ୍ତି।

ସେ ସବୁ ମାସ ତୃତୀୟ ରବିବାରକୁ ସେମାନଙ୍କ ପରିବାର ମଧ୍ୟରେ 5 କିଲ ଚାଉଳ ଓ ଡାଲି ଗୋଟେ କିଲେ ବିତରଣ କରିଥାନ୍ତି। ତାଙ୍କ ପରିବାର ମଧ୍ୟ ଏଥିରେ ଏକମତ ଅଛନ୍ତି। ତାଙ୍କ ପୁଅ ମଲ୍ଟିସ୍ପେଶାଲିଷ୍ଟ୍ ହସ୍ପିଟାଲରେ ପ୍ରବନ୍ଧ ନିର୍ଦେଶକ କାମ କରନ୍ତି ଏହି ଦୁଇ ଝିଅଙ୍କ ବିବାହ ହୋଇସାରିଛି। ଦୁହେଁ ବିଦେଶ ରେ ରୁହନ୍ତି । ବାଳାଚନ୍ଦ୍ରା ଯାହା ଗରିବଙ୍କ ପାଇଁ କରୁଛନ୍ତି ତାହା ଦ୍ଵାରା ଅନ୍ୟ ଲୋକଙ୍କୁ ମଧ୍ୟ ପ୍ରେରିତ କରୁଛନ୍ତି।