ଦୁନିଆର ସବୁଠାରୁ ସୁନ୍ଦର ମହିଳା କ୍ରିକେଟର, ସୁନ୍ଦରତା ଦେଖି ଆଶ୍ଚର୍ଯ୍ୟ ହେଇଯିବେ

ମହିଳା କ୍ରିକେଟରଙ୍କ ଜଗତରେ ବହୁତ ସୁନ୍ଦର ଖେଳାଳି ଅଛନ୍ତି । ହେଲେ ଆଜି ଆମେ ଆପଣଙ୍କୁ ଏପରି ଏକ ମହିଳା କ୍ରିକେଟରଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାର ସୁନ୍ଦରତା ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ରହିଯିବେ । ଏହି ମହିଳା ଜଣକ ନିଜ ଖେଳ ସହିତ ନିଜ ସୁନ୍ଦରତା ପାଇଁ ମଧ୍ୟ ଦୁନିଆରେ ବହୁତ ଫେମସ ଅଟନ୍ତି । ଏହି ମହିଳା ଜଣକ ହେଉଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ ଟିମର ଖେଳାଳି ଏଲିସ ପେରି । ତାଙ୍କୁ ତାଙ୍କ ଟିମର ବହୁତ ଭଲ ଅଲ ରାଉଣ୍ଡର ଖେଳାଳି ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

google

ସେ ଏକ ଅଲ ରାଉଣ୍ଡର ଖେଳାଳି ହେବା ସହିତ ବହୁତ ସୁନ୍ଦର ମଧ୍ୟ ଅଛନ୍ତି । ସେଥିପାଇଁ ସେ ସାରା ଦୁନିଆରେ ବହୁତ ଫେମସ ଅଟନ୍ତି । ସେ ତାଙ୍କ କ୍ରିକେଟ କ୍ୟାରିୟରରେ ୧୦୦ ରୁ ଅଧିକ ୱାନଡେ ଓ ଟି20 ମ୍ୟାଚ ଖେଳିସାରିଛନ୍ତି । ଏହା ସହିତ ସେ ୭ଟି ଟେଷ୍ଟ ମ୍ୟାଚ ମଧ୍ୟ ଖେଳିସାରିଛନ୍ତି । ମହିଳା କ୍ରିକେଟ ଜଗତରେ ତାଙ୍କ ନାମ ବହୁତ ଫେମସ ।

google

କ୍ରିକେଟ ପୂର୍ବରୁ ଏଲିସ ପେରି ଅଷ୍ଟ୍ରେଲିୟାର ଫୁଟବଲ ଟିମ ପାଇଁ ଖେଳିସାରିଛନ୍ତି । ସେ ୧୬ ବର୍ଷ ବୟସରେ ଅଷ୍ଟ୍ରେଲିଆର ଫୁଟବଲ ଟିମରେ ଡେବ୍ୟୁ କରିଥିଲେ । ଏଲିସ ପେରିଙ୍କ ଜନ୍ମ ୩ ନଭେମ୍ବର ୧୯୯୦ ମସିହାରେ ଅଷ୍ଟ୍ରେଲିଆରେ ହୋଇଥିଲା । ବର୍ତ୍ତମାନ ତାଙ୍କୁ ୨୯ ବର୍ଷ । ଅଷ୍ଟ୍ରେଲିଆର ଏହି ସୁନ୍ଦର ମହିଳା ଖେଳାଳି ସବୁବେଳେ ସୋସିଆଲ ମିଡିଆରେ ଭାଇରାଲ ହୁଅନ୍ତି ଓ ବହୁତ ଚର୍ଚାରେ ରୁହନ୍ତି । ଲୋକମାନେ ଏଲିସଙ୍କ ଖେଳ ସହିତ ସୁନ୍ଦରତାକୁ ମଧ୍ୟ ବହୁତ ପସନ୍ଦ କରନ୍ତି । ସୋସିଆଲ ମିଡିଆରେ ଲୋକମାନେ ଏଲିସଙ୍କର ବହୁତ ପ୍ରଶଂସା କରନ୍ତି ।