ଗୋଟିଏ ଅଟୋ ବାଲା କିଣିଲା ୨ କୋଟି ଟଙ୍କାର ବଙ୍ଗଳା, ଇନକମ ଟ୍ୟାକ୍ସ ବାଲା ଓ ସମସ୍ତେ ଦେଖି ହେଇଗଲେ ଆଶ୍ଚର୍ଯ୍ୟ

ଆଜି ଆମେ ଆପଣଙ୍କୁ ଏକ ଏମିତି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣଙ୍କୁ ବିଶ୍ଵାସ ହେବ ନାହିଁ । କିନ୍ତୁ ଏହା ଏକ ସତ୍ୟ ଘଟଣା ଅଟେ । କହିବାକୁ ଗଲେ ଗୋଟିଏ ଅଟୋ ବାଲା ୨ କୋଟି ଟଙ୍କା ଦେଇ ଘର କିଣିଲା । ଏହା ପରେ ଅଟୋ ବାଲାକୁ ଇନକମ ଟ୍ୟାକ୍ସ ଡିପାର୍ଟମେଂଟ ନୋଟିସ ପଠାଇଲେ ଓ ଯେତେବେଳେ ଏମିତି ହେଲା ସେହି ସମୟରୁ ଅଟୋ ବାଲା ଜଣକ ବହୁତ ଟେନସନରେ ଅଛି ।

ଏହା ପରେ ଅଟୋ ବାଲା ଜଣକ କହିଲା କି ତାକୁ ଫସାଇ ଦିଆ ଯାଇଛି । ସେ ଏକ ଆମେରିକାର ମହିଳା ସହ ସାକ୍ଷାତ କରିଥିଲା । ଯାହା ପରେ ସେ ସେହି ଆମେରିକାନ ମହିଳାଙ୍କୁ ସାହାର୍ଯ୍ୟ କରିଲା ଓ ସେହି ମହିଳା ଜଣକ ଅଟୋ ବାଲାର ସାହାର୍ଯ୍ୟ ପାଇ ଏତେ ଖୁସି ହୋଇଗଲା କି ମହିଳା ଜଣକ ନିଜର ସବୁ ସମ୍ପତ୍ତି ତା ନାମରେ କରିଦେଲା ।

ଅଟୋ ବାଲା ଏହା ବି କହିଲା କି ଏହା ସବୁ ସେହି ଆମେରିକାନ ମହିଳା ଯୋଗୁ ହୋଇଛି । କିନ୍ତୁ କିଛି ପ୍ରପର୍ଟୀ ବିଲ୍ଡର ତାହାର ଏହି ସଫଳତା ଉପରେ ଈର୍ଷା କରୁଛନ୍ତି । ଯେଉଁ କାରଣରୁ ତାହା ବିରୁଦ୍ଧରେ ଏହିଭଳି ଷଡଯନ୍ତ୍ର କରୁଛନ୍ତି । ଯେତେବେଳେ କି କିଛି ଅନ୍ୟ ଲୋକମାନଙ୍କର କହିବା ଅଟେ କି ସେହି ରିକ୍ସା ବାଲାର କେତେକ ନେତାଙ୍କ ସହ ଲିଙ୍କ ଅଛି । ଯେଉଁ କାରଣରୁ ସେ ଅଚାନକ ଏତେ ଟଙ୍କାର ମାଲିକ ହୋଇଗଲା ।

ଏତେ ଟଙ୍କା ଦେଖି ସମସ୍ତେ ବହୁତ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ଓ ବୁଝି ପାରୁ ନାହାନ୍ତି କି ଏହା କେମିତି ହେଲା ? ଅନ୍ୟ ରିକ୍ସା ବାଲାମାନେ ବି କିଛି କହିବା ପାଇଁ ରାଜି ନୁହନ୍ତି । କିନ୍ତୁ ଯାହା ବି ହୋଇଛି ତାହା ନିଜ ମଧ୍ୟରେ ଏକ ଆଶ୍ଚର୍ଯ୍ୟକର ଘଟଣା ଅଟେ । କହିବାକୁ ଗଲେ ଏହିଭଳି କେସ ବହୁତ ସାମ୍ନାକୁ ଆସିଥାଏ । ଯେତେବେଳେ ଲୋକକୁ ଲଟେରୀ ଲାଗିଥାଏ ସେତେବେଳେ ସେମାନଙ୍କର ଜୀବନ ପୂରାପୂରି ବଦଳି ଯାଏ ।