ଭାଇରାଲ୍ ଭିଡିଓ: ବାଘ ସାମ୍ନାରୁ ଏମିତି ବଞ୍ଚିଗଲା ଏହି ବ୍ୟକ୍ତି, ଭିଡିଓ ହେଲା ଭାଇରାଲ୍, ଦେଖନ୍ତୁ

ଭଗବାନ ଯାହାକୁ ରକ୍ଷା କରନ୍ତି ତାକୁ କେହି ମାରିପାରିବେ ନାହିଁ ଏକହିଥିବା କଥା ଟି ମହାରାଷ୍ଟ୍ର ର ଏଇ ବ୍ୟକ୍ତି ଟି ଉପରେ ଠିକ୍ ପ୍ରମାଣିତ ହୋଇଛି । ଯିଏ ବାଘ ସାମ୍ନା ରୁ ବି ବଞ୍ଚିକି ଆସିଥିଲେ । ସିଏ ମହାରାଷ୍ଟ୍ର ର ଭଣ୍ଡାରା ଗାଁ ର ଗୋଟେ ଭାଗ୍ୟସାଳୀ ଲୋକ । ଏ ଲୋକ ଟି ବଞ୍ଚିବା ପାଇଁ ମାରିବା ର ଅଭିନୟ କରିଥିଲେ ।

ଲୋକ ଟିର ସୌଭାଗ୍ୟ ଥିଲା କି ତାର ଟ୍ରୀକ୍ କାମ କରିଗଲା ଓ ସେ ବାଘ ସାମ୍ନା ରୁ ବଞ୍ଚିକି ଆସିଗଲା ।

ଏ ଘଟଣା ର ଭିଡିଓ ଟି ସୋସିଆଲ ମିଡିଆରେ ବହୁତ୍ ଭାଇରାଲ୍ ହଉଚି । ସେ ଲୋକ ଟିର ସାହସ କୁ ସମସ୍ତେ ତାରୀଫ କରିଛନ୍ତି ।

ଭାରତୀୟ ବନ ସେବାର ଅଧିକାରୀ ପର୍ବିନ କାସବାନ୍ ଶନିବାର ଦିନ ଟୁଇଟର ରେ ଏ ଭିଡିଓ ଟି ସେୟାର କରିଛନ୍ତି । ଏ ଭିଡିଓ ଏବେ ଯାଏ 44.4 K ଭିଉଜ୍ ଓ ୨୫୮୧ ଲୋକ ଲାଇକ କରିଛନ୍ତି । ୭୭୬ ଲୋକ ReTweet ମଧ୍ୟ କରିଛନ୍ତି । ସେ ଭିଡିଓ ଟି ସେୟାର କରି ଲେଖିଛନ୍ତି ଯେ ଦେଖିବାକୁ ଚାହୁଛନ୍ତି ଯେ ବାଘ ସାମ୍ନା ରୁ କେମତି ଲୋକ ଟି ବଞ୍ଚି ଥିଲେ । ଭାଗ୍ୟ ର କଥା ଯେ ଶେଷ ବାଘ ଓ ଲୋକ ଟି ପାଇ ଭଲ ଥିଲା ।

ଭିଡିଓ ରେ ଦେଖିବେ ଯେ ମହାରାଷ୍ଟ୍ର ର ଏ ଲୋକ ଟି ବାଘ ର ପାଦ ତଳେ ପଡ଼ିଛି । ବାଘ ଟି ଲୋକ ଟି ର ମୁହଁ କୁ ଦେଖିଥିଲା । ସେ ସମୟ ରେ ଲୋକ ଟି ଖସିବାକୁ କି ରକ୍ଷା ପାଇଁ ଚିଲେଇ ନଥିଲେ । ସେ ବାଘ ଟି ସାମ୍ନାରେ ଅଧମରା ଅବସ୍ଥା ରେ ପଡ଼ିରହି ଥିଲା । କିଛି ସମୟ ପରେ ବାଘଟି ତାକୁ ଛାଡ଼ି ପଳେଇଲା ତାପରେ ସେ ଉଠିକି ଠିଆ ହେଇଗଲେ ।

ଏ ବ୍ୟକ୍ତି ଟି ନିଜ ବୁଦ୍ଧି ଖଟେଇ ମିଛ ରେ ମାରିବା ର ଅଭିନୟ କରିଥିଲେ । ବାଘ ଟି କିଛି ସମୟ ଯାଏ ବୁଲି ବୁଲି ତାକୁ ଛାଡ଼ି ପଳେଇଲା । ଲୋକ ଟିର ସାହସ କୁ ମାନିବାକୁ ପଡ଼ିବ । କାରଣ ତାର ସାହସ ଓ ଭଗବାନ୍ ଙ୍କ ଆଶୀର୍ବାଦ ପାଇଁ ଆଜି ସେ ବାଘ ସାମ୍ନା ରୁ ବଞ୍ଚିକି ଫେରି ପାରିଛନ୍ତି ।