ପାଞ୍ଚଟି ଯୁବତିଙ୍କ ସହିତ ଆପତ୍ତିଜନକ ଅବସ୍ଥାରେ ମିଳିଲେ ତିନି ଜଣ ଯୁବକ, ପୋଲିସ ବି ଲଜ୍ୟାରେ ମୁହଁ ତଳକୁ କରିଦେଲା

ବିହାରର ଔରଙ୍ଗାବାଦରେ ଅନୈତିକ କାର୍ଯ୍ୟର ଖୁଲାସା ହୋଇଛି । ସେଠାରେ ଥିବା ଜିଟି ରୋଡର ଓଭରବ୍ରିଜ ପାଖରେ ଥିବା ଏକ ହୋଟେଲରେ ପୋଲିସ ପହଞ୍ଚିଥିଲା । ସେହି ସମୟରେ ପୋଲିସ ଲଜ୍ୟାରେ ମୁହଁ ତଳକୁ କରି ଦେଇଥିଲେ । ଔରଙ୍ଗାବାଦ ଏସଡିପିଓ ଅନୁପ କୁମାର ନଗର ଥାନା ପୋଲିସ ସହିତ ଏହି ହୋଟେଲରେ ଛାପା ମାରି ପାଞ୍ଚଟି ଯୁବତୀ ଓ ଗୋଟିଏ ଯୁବକକୁ ଧରିଥିଲେ । ଧରା ପଡିଥିବା ଯୁବତୀ ମାନଙ୍କ ମଧ୍ୟରୁ ଗୋଟିଏ ଛାତ୍ରୀ ମଧ୍ୟ ଥିଲା ।

ଏହି ଛାତ୍ରୀ ଜଣକ ବିହାର ବୋର୍ଡର ଇଣ୍ଟରମିଡିଏଟ ପରୀକ୍ଷା ଦେଇ ହୋଟେଲରେ ପହଞ୍ଚିଥିଲା । ଛାପା ମାରିବା ସମୟରେ ଯୁବତୀ ମାନଙ୍କ ସହ ଥିବା ତିନୋଟି ଯୁବକ ମାନଙ୍କ ମଧ୍ୟରୁ ଦୁଇଜଣ ଯୁବକ ଫେରାର ହେବାରେ ସଫଳ ହୋଇଥିଲେ । ସେମାନଙ୍କ ସହିତ ହୋଟେଲ ସଞ୍ଚାଳକ ମଧ୍ୟ ଫେରାର ହୋଇଯାଇଥିଲା ।

ଯୁବତୀ କେଉଁଠାରୁ ଓ କେମିତି ପହଞ୍ଚିଛନ୍ତି, ଅନୁସନ୍ଧାନ ଚାଲିଛି । ଏସଡିପିଓଙ୍କ ମତରେ ଯୁବତୀମାନଙ୍କ ବିଷୟରେ ଅନୁସନ୍ଧାନ ଚାଲିଛି । ଧରା ପଡିଥିବା ଯୁବକ ଜଣକ ଔରଙ୍ଗାବାଦରେ ଥିବା ବାରୁଣ ଥାନା କ୍ଷେତ୍ରର ବାସିନ୍ଧା ଅଟେ । ଫେରାର ହୋଇଯାଇଥିବା ଦୁଇଜଣ ଯୁବକଙ୍କ ବିଷୟରେ ଅନୁସନ୍ଧାନ ଚାଲିଛି ।

ଖବର ଅନୁସାରେ ଜଣା ପଡିଛି କି ଔରଙ୍ଗାବାଦ ନଗରରେ ସ୍ଥିତ ଥାନା କ୍ଷେତ୍ରରେ ଥିବା ଜିଟି ରୋଡ ପାଖରେ ଏକ ହୋଟେଲ ଥିଲା ଓ ସେହି ହୋଟେଲରେ ଯୁବକ ଓ ଯୁବତୀମାନଙ୍କ ଏକତ୍ର ହେବାର ସୂଚନା ପୋଲିସକୁ ମିଳିଥିଲା । ଏହାପରେ ଏସଡିପିଓ ଅନୁପ କୁମାରଙ୍କ ନେତୃତ୍ଵରେ ହୋଟେଲରେ ଛାପା ମାରିବାର ଯୋଜନା ହୋଇଥିଲା । ପୁଣି ସେ ଥାନା ପୋଲିସ ସହିତ ହୋଟେଲ ରେ ପହଞ୍ଚିଥିଲେ ।

ଖବର ଅନୁସାରେ ଜଣା ପଡିଛି କି ହୋଟେଲର ତିନୋଟି ରୁମରେ ତିନୋଟି ଯୋଡି ଆପତ୍ତିଜନକ ଅବସ୍ଥାରେ ମିଳିଥିଲେ । ଯେଉଁମାନଙ୍କ ମଧ୍ୟରୁ ଗୋଟିଏ ଯୁବକ ଓ ପାଞ୍ଚଟି ଯୁବତୀଙ୍କୁ ଗିରଫ କରାଯାଇଥିଲା ଓ ଅନ୍ୟ ଦୁଇଜଣ ଯୁବକଙ୍କ ସହିତ ହୋଟେଲ ସଞ୍ଚାଳକ ଫେରାର ହୋଇଯାଇଥିଲା । ଯୁବତୀ ମାନଙ୍କ ମଧ୍ୟରେ ଜଣେ ଛାତ୍ରୀ ମଧ୍ୟ ଥିଲା । ପୋଲିସଙ୍କ ମତରେ ଯୁବତୀମାନଙ୍କୁ ଘରକୁ ପଠାଯିବାର ବନ୍ଦୋବସ୍ତ ହୋଇଛି, ହେଲେ ସେଥିପାଇଁ ସେମାନଙ୍କର ପରିବାର ଲୋକଙ୍କୁ ଥାନାକୁ ଡକା ଯାଇଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।