ଜାଭେଦ ଜାଫ୍ରି ଙ୍କ ସୁନ୍ଦରୀ ଝିଅର ଫୋଟୋ ସବୁ ଦେଖିଲେ ହେଇଯିବେ ସ୍ତବ୍ଦ, ଯାହାଙ୍କ ଆଗରେ ହିରୋଇନ ମାନେ ମଧ୍ୟ ଫେଲ୍ ମାରିବେ

ପିଲାବେଳୁ ଆପଣମାନେ ସୋନି ଟିଭି ରେ ଡାନ୍ସ ସୋ ବୂଗୀ-ବୂଗୀ ନିଶ୍ଚିତ ଦେଖିଥିବେ । ଦେଶ ସାରା ଡାନ୍ସର ମାନେ ଏହି ସୋ କୁ ଯିବା ପାଇଁ ଚେଷ୍ଟା କରୁଥିଲେ । ଏହି ସୋ ର ଜଜ ନାବେଦ, ଜାୱେଦ ଜାଫରୀ ଏବଂ ରବି ବହଳ ଙ୍କୁ ଆପଣମାନେ ଜାଣିଥିବେ । ଏହା ପରେ ଲୋକମାନେ ଜାୱେଦ ଜାଫରୀ ର ଟିପ୍ସ କୁ ଫଲୋ କରି ଡାନ୍ସର ହେଉଛନ୍ତି । କିନ୍ତୁ ଆଜି ଆମେ ଜାୱେଦ ଜାଫରୀ ଙ୍କ ବିଷୟରେ କହୁନୁ, ତାଙ୍କ ଝିଅ ବିଷୟରେ କଥା ହେଉଛୁ । ଯିଏ କି ବର୍ତମାନ New York ରେ ରହୁଛିନ୍ତି କିନ୍ତୁ ସୋସିୟାଲ ମିଡିୟା ରେ ନିଜର ଫଟୋ ଛାଡି ବହୁତ ପୋପୁଲାର ହେଉଛନ୍ତି ।

ବଲୀଉଡ ର ଭଲ ଅଭିନେତା ଏବଂ ହାସ୍ୟକାର ଜାୱେଦ ଜାଫରୀ ଙ୍କର ସୁନ୍ଦର ଏବଂ ସ୍ଟାଇଲିଶ ଝିଅ ଅଲାୱିୟା ଜାଫରୀ ବର୍ତମାନ ବଡ କିମ୍ବା ଛୋଟ ପରଦାରେ ଦେଖା ଯାଉନାହାନ୍ତି କିନ୍ତୁ ସୋସିୟାଲ ମିଡିୟା ରେ ସୁପର ହିଟ ହୋଇଗଲେଣି । ଜାୱେଦ ଜାଫରୀ ଙ୍କର ଝିଅ ଅଲାୱିୟା ଜାଫରୀ ର ଇଂସ୍ଟାଗ୍ରାମ ର ଫଲୋୱର୍ସର ସଂଖ୍ୟା ୧ ଲକ୍ଷ ୧୭ ହଜାର ଫଲୋୱର ଅଛନ୍ତି । ଯାହାକି ଅଲାୱିୟା ର ଫୋଟୋ ପାଇଁ ଦୀୱାନ ଅଟନ୍ତି ।

ଅଲାୱିୟା ଧୀରୁ ଭାଇ ଅଂବାନୀ ସ୍କୁଲ ରେ ପଢାପଢି କରିଛନ୍ତି । ମୁଂବଈ ରେ ରହୁଥିଲେ କିନ୍ତୁ ଏବେ ସେ new York ରେ ରହୁଛନ୍ତି । ଜାୱେଦଙ୍କର ତିନୋଟି ପିଲା ଅଛନ୍ତି ଯେଉଁଥିରେ ଅଲାୱିୟା ସବୁଠାରୁ ବଡ ଅଟନ୍ତି ।


ଅଲାୱିୟା ଅଭିନେତ୍ରୀ ଶ୍ରୀଦେବୀଙ୍କର ବଡ ଝିଅ ଜାହ୍ନୱୀ କପୁରଙ୍କର ଘନିଷ୍ଠ ବନ୍ଧୁ ଅଟନ୍ତି । ପ୍ରଥମେ ଅଲାୱିୟା ଲାଇମଲାଇଟ ରୁ ଦୂରେଇ ରହୁଥିଲେ କିନ୍ତୁ ଜାହ୍ନୱୀଙ୍କ ସହିତ ସେ ଏବେ ବୋଲ୍ଡ ହୋଇଗଲେଣି । ଦୁଇ ଜଣ ସବୁବେଳେ ମିଶି ବୁଲା ବୁଲି କରନ୍ତି ।

ଅଲାୱିୟା ବଲୀଉଡ ରେ କେବେ ଏଣ୍ଟ୍ରି ନେବେ ଏହା ଜଣା ନାହିଁ , କିନ୍ତୁ ଅଲାୱିୟା ରଣବୀର ସିଂହ ଏବଂ ଯଷ୍ଟିନ ବେବର ଙ୍କର ଫ୍ୟାନ ଅଟନ୍ତି । ଏବେ କିଛି ଦିନ ହବ ସେ ଇଂସ୍ଟାଗ୍ରାମରେ ରଣବୀର ସିଂହ ସହ ଦେଖା ଯାଇଥିଲେ ।

ଅଲାୱିୟା ସବୁବେଳେ ଇଂସ୍ଟାଗ୍ରାମ ରେ ନିଜର ଫୋଟ ଛାଡି ସମସ୍ତଙ୍କର ଚର୍ଚାର ବିଷୟ ପାଲଟନ୍ତି ।

ଅଲାୱିୟା ୨୬ ବର୍ଷର ଅଟନ୍ତି ଏବଂ ନିଜ ଛୋଟ ଭାଇ ମିଜାନ ଏବଂ ଅବ୍ବାସ ଙ୍କୁ ବହୁତ ଭଲ ପାନ୍ତି ।