IAS ଇନ୍ଟରଭ୍ୟୁ ରେ ଝିଅକୁ ପଚରାଗଲା – ତୁମ ଶରୀରର କେଉଁ ଅଙ୍ଗ ସବୁଠୁ ଅଧିକ ଗରମ ?? ଜବାବ ଶୁଣିଲେ ଚମକି ପଡିବେ ଆପଣ

ଚାକିରି ଦରକାର ଯଦି ଇଣ୍ଟରଭିୟୁ ଦେବାକୁ ପଡିବ । ଯଦି ଇଣ୍ଟରଭିୟୁ ଦବାର ଅଛି ତେବେ ମୁଣ୍ଡରେ ଟେନସନ ଏବଂ ଡର ନିଶ୍ଚିତ ରହିବ । କିନ୍ତୁ ଇଣ୍ଟରଭିୟୁ ସେହି ପାସ କରିପାରେ ଯିଏ ନିଜ ମୁଣ୍ଡକୁ କଣ୍ଟ୍ରୋଲ ରଖିପାରିବ ଏବଂ ନିଜ ଉପରେ ବିଶ୍ବାସ ଥିବ । ଆଜି କାଲି କମ୍ପିଟିସନ ର ସମୟ ଚାଲିଛି। ଏହି କମ୍ପିଟିସନ ଭିତରେ କାମ ମିଳିବା ବହୁତ କଠିନ ଅଟେ । IAS ପରୀକ୍ଷା ଏତେ କଠିନ ଅଟେ କି ଛାତ୍ର ଛାତ୍ରୀ ମାନେ ବହୁତ କଷ୍ଟ କରିବା ସତ୍ବେ ତାଙ୍କୁ ସଫଳତା ମିଳେ ନାହିଁ ।

Image courtesy: Google

ଯେଉଁ ବି ଛାତ୍ର ଛାତ୍ରୀ ମାନେ ଏହି ପରୀକ୍ଷା ଦେବା ବିଷୟରେ ଭାବନ୍ତି ତେବେ ତାଙ୍କୁ ଏହି ପରୀକ୍ଷା କୁ ପାସ କରିବା ପାଇଁ କଡା ପରିଶ୍ରମ କରିବାକୁ ପଡିବ । ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ବିଷୟରେ କହିବାକୁ ଯାଉଛୁ ଯାହା କି IAS ର ଇଣ୍ଟରଭିୟୁ ରେ ପଚାରାଯାଏ ।

IAS ଇଣ୍ଟରଭିୟୁ ରେ ପଚରା ଯାଉଥିବା ପ୍ରଶ୍ନ ବହୁତ କଷ୍ଟ ଅଟେ । ଇଣ୍ଟରଭିୟୁ ରେ ଗୋଟିଏ ଝିଅ କୁ ପଚରାଗଲା ଯେ କୁହନ୍ତୁ ଆପଣ ଙ୍କ ଶରୀରର କେଉଁ ଅଙ୍ଗ ଅଛି ଯାହାକି ସବୁଠାରୁ ଗରମ ଅଟେ ? ତାହେଲେ ଦେଖନ୍ତୁ ଝିଅ ଟି ଦେଲା ଏମିତି ଉତ୍ତର ଯାହାର ଉତ୍ତର ଆପଣ ବି ଜାଣି ନଥିବେ ।

Image courtesy: Google

ପ୍ରଶ୍ନ :

କୁହନ୍ତୁ ଏମିତି କଣ ଜିନିଷ ଅଛି ଯେ ଆପଣା ବିନା ସିଢି ରେ ଚଢି ପାରିବେ ଏବଂ ଓହ୍ଲାଇ ମଧ୍ୟ ଯିବେ ?

ଉତ୍ତର :

ମଦର ନିଶା ଏମିତି ଅଟେ କି ଯାହା କି ବିନା ସିଢିରେ ଚଢି ହବ ଏବଂ ଓହ୍ଲାଇ ହେବ ।

ପ୍ରଶ୍ନ :

ଯେତେବେଳେ ଇଣ୍ଟରଭିୟୁ ଚାଲିଥିଲା ସେତେବେଳେ ପଚରାଗଲା କି ଆପଣଙ୍କ ଶରୀରରେ ଏମିତି କଉ ଅଙ୍ଗ ଅଛି ଯାହା ସବୁଠାରୁ ଗରମ ହୋଇଥାଏ ?

ଉତ୍ତର :

ଝିଅର ଉତ୍ତର ଥିଲା କି ଯେଉଁଠାରେ ସବୁଠାରୁ ବେଶି ରକ୍ତ ସଂଚାର ହୋଇଥାଏ ସେହି ଜାଗାଟି ସବୁଠାରୁ ଗରମ ହୋଇଥାଏ ।

ପ୍ରଶ୍ନ :

ଯେତେବେଳେ ଝିଅକୁ କୁହାଗଲା ଏଇଟା ହେଉଛି ଶେଷ ପ୍ରଶ୍ନ ଓ ପଚରା ଗଲା ଯେ ପ୍ରଥମେ କୁକୁଡା ଆସିଲା କି ଅଣ୍ଡା ?

ଉତ୍ତର :

ଏହାର ଉତ୍ତରରେ ସେ କହିଲେ କି ପ୍ରଥମେ କୁକୁଡା ଆସିଥିଲା । ତେବେ ଇଣ୍ଟରଭିୟୁ ନେଉଥିବା ଜଣଙ୍କ ପଚାରିଲେ ଯେ ଆପଣଙ୍କୁ ଏମିତି କାହିଁକି ଲାଗୁଛି ? ଏହା ଉପରେ ଛାତ୍ରୀ କହିଥିଲେ କି ଆପଣ ପ୍ରଥମରୁ କହିଥିଲେ କି ଏହା ହେଉଛି ଆପଣଙ୍କ ଶେଷ ପ୍ରଶ୍ନ, ଏହା ପରେ ଆପଣ କୌଣସି ପ୍ରଶ୍ନ ପଚାରିବେ ନାହିଁ ? ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।