ଭାରତର ପ୍ରଥମ ନାଗରିକ କିଏ ଥିଲେ ?? 99 ପ୍ରତିଶତ ଲୋକଙ୍କୁ ଜଣାନଥିବ ଠିକ୍ ଉତ୍ତର

UPSC ପରୀକ୍ଷାର ଇଣ୍ଟରଭିୟୁ ବହୁତ ଜରୁରୀ ଅଟେ । କେତେ ଥର ଇଣ୍ଟରଭିୟୁ ରେ ପିଲାମାନଙ୍କ ର ଜବାବ ଏବଂ IQ କୁ ଚେକ କରିବା ପାଇଁ ଟେକନିକ ପ୍ରଶ୍ନ ବି ପଚାରି ଦେଉଛନ୍ତି ଯାହାକୁ ଶୁଣି ଇଣ୍ଟରଭିୟୁ ରେ ଆସିଥିବା ପିଲାମାନଙ୍କ ମୁଣ୍ଡ ଚକର କାଟେ । ଆସନ୍ତୁ ଜାଣିବା ଏମତି ପ୍ରଶ୍ନ ଏବଂ ତାହା ଉତ୍ତର ବିଷୟରେ…..

୧ – ଆପଣ ଗୋଟିଏ କଞ୍ଚା ଅଣ୍ଡାକୁ ଶକ୍ତ ଜାଗାରେ କେମିତି ଛାଡିଲେ ଏହା ଭାଙ୍ଗିବ ନାହିଁ ?

ଉତ୍ତର – ଶକ୍ତ ଜାଗାରେ ଅଣ୍ଡା ରଖିଲେ ଏହା ଭାଙ୍ଗିବ ନାହିଁ । ଆପଣ କେମିତି ବି ଅଣ୍ଡାକୁ ଛାଡି ପାରନ୍ତି ।

୨ – ଯଦି ମୁଁ ଆପଣଙ୍କ ଭଉଣୀ ଙ୍କୁ ନେଇ ପଳଉଛି ତେବେ ଆପଣ କଣ କରିବେ ?

ଉତ୍ତର – ଏହି ପ୍ରଶ୍ନ ର ଉତ୍ତର ଯଉ ପିଲାଟି ଦେଲା ତାକୁ ସିଲେକ୍ଟ କରଯାଇଥିଲା । ତାଙ୍କର ଉତ୍ତର ଥିଲା ଯେ ମୋ ଭଉଣୀ ପାଇଁ ଆପଣଙ୍କ ଠାରୁ ଭଲ କେହି ମିଳିବେନି ।

୩ – ଏକ ସିଧା ଲାଇନ ଟାଣି ଏହି ଇକ୍ଯେସନ କୁ ଠିକ ସାବିତ କରନ୍ତୁ 5+5+5+=550 ?

ଉତ୍ତର – ଏଥିରେ କୁହାଯାଇଛି କି ଆପଣଙ୍କୁ ସିଧା ଗାର ଟାଣି ବାକୁ ପଡିବ। ଆପଣ ତେରଛ ସିଧା ଗାର ବି ତ ଟାଣି ପାରିବେ। ଆପଣ ପ୍ରଥମେ + ଚିହ୍ନରେ ବଙ୍କା ଲାଇନ ଟାଣିବା ଦ୍ଵାରା ତାହା 4 ହୋଇ ଯିବ । ଯାହା ପରେ ଏହା 545+5=550 ।

୪ – ଆପଣ ତିନଟି ପାଖାପାଖି ଦିନ ର ନାମ କୁହନ୍ତୁ । କିନ୍ତୁ ସର୍ତ ଏହି କି ଏଥିରେ ବୁଧୁବାର, ଶୁକ୍ରବାର ଏବଂ ରବିବାର ଆସିବା ନହିଁ ।

ଉତ୍ତର – ୟସ୍ଟରଡେ, ଟୁଡେ ଏବଂ ଟୁମାରୋ

୫ – ଆପଣ ସକାଳୁ ଉଠିବେ ତ ଆପଣଙ୍କୁ ଜଣା ପଡିବ ଯେ ଆପଣ ଗର୍ଭବର୍ତୀ ଅଛନ୍ତି ତେବେ ଆପଣ କଣ କରିବେ ?

ଉତ୍ତର – ମୁଁ ବହୁତ ଖୁସି ହେବି ଏବଂ ପ୍ରଥମେ ନିଜ ସ୍ଵାମୀଙ୍କୁ କହିବି ।

୬ – ମୟୂର ଏକ ପକ୍ଷୀ ଅଟେ, କିନ୍ତୁ ସେ ଅଣ୍ଡା ଦିଏ ନାହିଁ , ତେବେ ତାହାର ପିଲା କେଉଁଠୁ ଆସେ ?

ଉତ୍ତର – ମୟୂର ନୁହେଁ ମୟୂରୀ ଅଣ୍ଡା ଦିଏ। ଏବଂ ଅଣ୍ଡାରୁ ତାଙ୍କର ଛୁଆ ହୁଏ ।

୭ – ଦୁଇ ଜୁଡବା ଛୁଆ ଆଦର୍ଶ ଏବଂ ଅନୁପମ ମଇ (may) ମାସରେ ଜନ୍ମ ହେଲେ। କିନ୍ତୁ ତାଙ୍କର ଜନ୍ମ ଦିନ ଜୁନ ମାସରେ କାହିଁକି ଆସୁଛି । ଏହା କେମିତି ସମ୍ଭବ ?

ଉତ୍ତର – କାରଣ ନା ମଇ ଏକ ସହର ର ନାମ ମଧ୍ୟ ଅଟେ ।

୮ – ସର୍ବ ପ୍ରଥମେ କିଏ ହୋଇଥିଲେ ଭାରତର ନାଗରିକ?

ଉତ୍ତର – ଭାରତର ପ୍ରଥମ ନାଗରିକ ଦେଶର ରାଷ୍ଟ୍ରପତି ଅଟନ୍ତି ଏବଂ ଭାରତର ପ୍ରଥମ ରାଷ୍ଟ୍ରପତି ଡ଼. ରାଜେନ୍ଦ୍ର ପ୍ରସାଦ ଥିଲେ । ସେଥିପାଇଁ ସେହିଁ ଭାରତର ପ୍ରଥମ ନାଗରିକ ଅଟନ୍ତି।

୯ – ଗୋଟେ ମଣିଷ ଆଠ ଦିନ ନ ଶୋଇ କେମିତି ରହି ପାରିବ ?

ଉତ୍ତର – କାରଣ ସେ ରାତିରେ ସୁଏ ।