କନ୍ୟା ନିଜର ବିବାହରେ ପୂର୍ବ – ବୟଫ୍ରେଣ୍ଡକୁ ଡାକିଲା ସ୍ପେଶାଲ ଗେସ୍ଟ କରି, ଜାଣନ୍ତୁ ତାପରେ କଣ ହେଲା

ଆଜି ଆମେ ଆପଣଙ୍କୁ ଏକ ଏମିତି ବିବାହ ବିଷୟରେ କହିବାକୁ ଯାଉଛୁ ଯେଉଁଠି କନ୍ୟା ନିଜ ବିବାହରେ ନିଜର ପୂର୍ବ ପ୍ରେମୀକୁ ବି ଡ଼ାକି ଥିଲା । କହିବାକୁ ଗଲେ ସାଧାରଣତଃ ଯେତେବେଳେ ପୁଅ କିମ୍ବା ଝିଅର ବ୍ରେକଅପ ହୋଇଥାଏ ତେବେ ସେମାନେ ପରସ୍ପର ସହିତ କଥାବାର୍ତ୍ତା କରିବା ବନ୍ଦ କରି ଦିଅନ୍ତି । ପୁଣି ବିବାହ କଥା ଆସିଲେ ବିବାହ ଠାରୁ ସେମାନଙ୍କୁ ବହୁତ ଦୂରରେ ରଖନ୍ତି ।

କୌଣସି ବି ଝିଅ ନିଜ ବିବାହରେ ପୂର୍ବ ବୟଫ୍ରେଣ୍ଡକୁ ଡାକିବାର ଭୁଲ କେବେ ବି କରି ନ ଥାଏ ।

ଏହା କରିବା ଦ୍ଵାରା ତା’ର ବିବାହରେ ବହୁତ ପ୍ରୋବ୍ଲେମ ହୋଇପାରେ । କିନ୍ତୁ ମେକଅପ ଆର୍ଟିସ୍ଟ ଧୃତି ଓ ତାର ପୂର୍ବ ପ୍ରେମୀ ସୁଶାନ୍ତ ସିଂହ ଅରୋଡ଼ାଙ୍କର ମାମଲା କିଛି ଅଲଗା ଥିଲା । ଧୃତି କିଛି ଦିନ ତଳେ ବିବାହ କରିଥିଲେ ଏଥିରେ ସେ ନିଜର ପୂର୍ବ ବୟଫ୍ରେଣ୍ଡକୁ ସ୍ପେଶାଲ ଗେସ୍ଟ ରୂପରେ ଆମନ୍ତ୍ରିତ ବି କରିଥିଲେ । ଏତିକି ନୁହେଁ ସୁଶାନ୍ତ ଯେତେବେଳେ ଧୃତିର ବିବାହରେ ଆସିଥିଲେ ତେବେ ତାଙ୍କର ଶେରୱାନୀ ଉପରେ ଏକ୍ସ – ବୟଫ୍ରେଣ୍ଡର ଟ୍ୟାଗ ବି ଲାଗିଥିଲା ।

ଆଶ୍ଚର୍ଯ୍ୟର କଥା ଏହା ଅଟେ କି ପୂର୍ବ ବୟଫ୍ରେଣ୍ଡକୁ ଡାକିବାରେ ବରକୁ କୌଣସି ଅସୁବିଧା ନ ଥିଲା । କହିବାକୁ ଗଲେ ଧୃତି ଓ ସୁଶାନ୍ତ ବ୍ରେକଅପ ପରେ ବି ପରସ୍ପର ସହିତ କଥାବାର୍ତ୍ତ କରିବା ଓ ଭଲ ବନ୍ଧୁ ହୋଇ ରହିବା ଜାରି ରଖିଥିଲେ । ବିବାହରେ ସୁଶାନ୍ତ ନିଜ ହାତରେ ଧୃତିକୁ ଡ୍ରିଂକ ବି ପିଆଇଲେ ।

ଧୃତି ନିଜର ବିବାହ ଡ୍ରେସରେ ବହୁତ ସୁନ୍ଦର ଲାଗୁଥିଲେ । ସେ ନିଜର ମେହେନ୍ଦି, ନିର୍ବନ୍ଧ ଓ ବିବାହ ପାଇଁ ଭିନ ଭିନ୍ନ ପ୍ରକାରର ଡ୍ରେସ ବାଛିଥିଲେ । କହିବାକୁ ଗଲେ ଏହି ପୁରା ବିବାହରେ ଧୃତିଙ୍କ ଏକ୍ସ ବୟଫ୍ରେଣ୍ଡ ସମସ୍ତଙ୍କର ଧ୍ୟାନ ନିଜ ଆଡକୁ ଆକର୍ଷିତ କରୁଥିଲେ । ଏହା ଏକ ଏମିତି ଜିନିଷ ଅଟେ ଯାହା ବହୁତ କମ ଦେଖିବାକୁ ମିଳିଥାଏ । ମାନେ ଏହିଭଳି ସାହସ ସମସ୍ତଙ୍କ ପାଖରେ ନ ଥାଏ । ଖୁସିର କଥା ଏହା ଅଟେ କି ଧୃତିଙ୍କ ବିବାହ ବିନା କୌଣସି ଅସୁବିଧାରେ ଶାନ୍ତିରେ ହୋଇଗଲା ।


ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।