ଜାଣନ୍ତୁ କାହିଁକି ବୁଣାଯାଇଥାଏ ନବରାତ୍ରିରେ ଧାନ ! ବୁଣାଯାଇଥିବା ଧାନ ଯଦି ଏହି ରଙ୍ଗର ଅଙ୍କୁରିତ ହୁଏ ମିଳିଥାଏ ଶୁଭ ଫଳ

ହିନ୍ଦୁ ଧର୍ମରେ ନବରାତ୍ରିର ଉତ୍ସବକୁ ବହୁତ ମହତ୍ଵପୂର୍ଣ୍ଣ କୁହାଯାଏ । ନବରାତ୍ରିର ୯ଦିନ ପର୍ଯ୍ୟନ୍ତ ମା’ଙ୍କୁ ଅଲଗା ଅଲଗା ରୂପରେ ସମସ୍ତ ବିଧି ବିଧାନ ସହିତ ପୂଜା ଅର୍ଚନା କରାଯାଇଥାଏ । ଏହି ସମୟରେ ଲୋକମାନେ ବ୍ରତ ବି ରଖିଥାନ୍ତି । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ନବରାତ୍ରି ଦିନ ଧାନ କାହିଁକି ବୁଣା ଯାଇଥାଏ ? ଏହା ପଛରେ ବି ଏକ ବଡ କାରଣ ଅଛି । ଆଜି ଆମେ ଆପଣଙ୍କୁ ଏହି ପୋସ୍ଟ ମାଧ୍ୟମରେ ନବରାତ୍ରି ଦିନ କାହିଁକି ଧାନ ବୁଣା ଯାଇଥାଏ ଓ ଏହା ଦ୍ଵାରା ଭବିଷ୍ୟତର କଣ କଣ ସଂକେତ ମିଳିଥାଏ ତାହା ବିଷୟରେ ସୂଚନା ଦେବୁ ।

ନବରାତ୍ରି ଦିନ କାହିଁକି ଧାନ ବୁଣାଯାଏ ?

ଯଦି ଆମେ ଧର୍ମ ଗ୍ରନ୍ଥ ଅନୁସାରେ ଦେଖିବା ତେବେ ଏହି ସଂସାରରେ ସବୁଠୁ ପ୍ରଥମ ଫସଲ ଧାନ ଅଟେ । ଏହି କାରଣରୁ ଯେତେବେଳେ ବି କୌଣସି ଦେବୀ ଦେବତାଙ୍କର ପୂଜା ଅର୍ଚନା ହୋଇଥାଏ ତେବେ ତାଙ୍କୁ ଧାନ ଅର୍ପଣ କରାଯାଏ । ଏହା ଛଡା ଯଜ୍ଞ ଭଳି ଶୁଭ କାର୍ଯ୍ୟରେ ବି ଧାନ ଦିଆ ଯାଇଥାଏ । ଏମିତି କୁହାଯାଏ କି ନବରାତ୍ରିରେ ଯେଉଁ ଧାନ ବୁଣା ଯାଇଥାଏ ତାହା ଆମ ଭବିଷ୍ୟତ ସମ୍ବନ୍ଧିତ ବହୁତ ସଂକେତ ଦେଇଥାଏ ।

ବୁଣା ଯାଇଥିବା ଧାନ ଦେଇଥାଏ ଆମ ଭବିଷ୍ୟତର ସଂକେତ

·    ଯଦି ନବରାତ୍ରି ଦିନ ଧାନ ବୁଣା ଯାଇଥାଏ ତେବେ ତାହା ସାମାନ୍ୟ ରୂପରେ ୨ କିମ୍ବା ୩ ଦିନ ଭିତରେ ଅଙ୍କୁରିତ ହେବାକୁ ଲାଗିଥାଏ ପରନ୍ତୁ ଯଦି ତାହା ଏହି ସମୟ ଅବଧିରେ ଅଙ୍କୁରିତ ହୋଇନଥାଏ ତେବେ ତାହା ଆପଣଙ୍କ ଭବିଷ୍ୟତର ଭଲ ସଂକେତ ହୋଇ ନ ଥାଏ । ଏହାର ଅର୍ଥ ଆପଣ କଠିନ ପରିଶ୍ରମ କରିବା ସତ୍ତ୍ୱେ ବି ସଫଳ ହୋଇ ପାରିବେ ନାହିଁ ।

ଏହା ଅତିରିକ୍ତ ଯଦି ଅଙ୍କୁରିତ ହୋଇଥିବା ଧାନ ଗଛର ରଙ୍ଗ ଅଧା ହଳଦିଆ ଓ ଉପରୁ ଅଧା ସବୁଜ ହୋଇଥିବ ତେବେ ଏହାର ଅର୍ଥ ଆପଣଙ୍କର ଆସନ୍ତା ବର୍ଷର ଅଧା ସମୟ ଠିକଠାକ ରହିବ ।

·    ଯଦି ଆପଣ ନବରାତ୍ରିରେ ଧାନ ବୁଣୁଛନ୍ତି ଓ ଯଦି ସେହି ଧାନର ରଙ୍ଗ ତଳ ଆଡୁ ଅଧା ସବୁଜ ଓ ଉପର ଆଡୁ ଅଧା ହଳଦିଆ ହୋଇଥିବ ତେବେ ଏହାର ଅର୍ଥ ହୋଇଥାଏ କି ଆପଣଙ୍କର ବର୍ଷର ଆରମ୍ଭ ଭଲରେ କଟିବ, କିନ୍ତୁ ଏହା ପଶ୍ଚାତ ଆପଣଙ୍କୁ ଜୀବନରେ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଯଦି ବୁଣା ଯାଇଥିବା ଧାନ ଧଳା କିମ୍ବା ସବୁଜ ରଙ୍ଗର ହୋଇଥିବ ତେବେ ଏହା ଶୁଭ ଫଳଦାୟୀ ହୋଇଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।