ଅକ୍ଷୟ କୁମାରଙ୍କର ପ୍ରଥମ ହିରୋଇନ ଏବେ ହେଇ ଯାଇଛନ୍ତି ଏମିତି, ବହୁତ ବର୍ଷ ପରେ ଫଟୋ ଆସିଲା ସାମନାକୁ, ଦେଖନ୍ତୁ

ସମୟ ସହିତ ମଣିଷର ବ୍ୟବହାର, କାମ କରିବାର ଶୈଳୀ ଓ ସୁନ୍ଦରତା ସବୁ ବଦଳି ଯାଏ । ପୁଣି ମଣିଷ ପାଖରେ ଯେତେ ବି ଟଙ୍କା ଥାଉ କିନ୍ତୁ ଟଙ୍କା ସବୁ ଜିନିଷକୁ କିଣି ପାରିବ ନାହିଁ । ବଲୀଉଡର ଯଦି କଥା କହିବା ତେବେ ଯିଏ ପ୍ରଥମେ ଯେମିତି ଦେଖା ଯାଉ ଥିଲା । ସେମାନଙ୍କ ମଧ୍ୟରେ ବର୍ତ୍ତମାନ ସମୟରେ ବହୁତ ଚେଞ୍ଜେସ ଆସି ଯାଇଛି । ଏଠି ଆମେ କଥାବାର୍ତ୍ତା କରୁଛୁ ଅଭିନେତ୍ରୀ ଶାନ୍ତିପ୍ରିୟାଙ୍କ ବିଷୟରେ । ଯିଏକି ଅକ୍ଷୟ କୁମାରଙ୍କର କ୍ୟାରିୟରର ପ୍ରଥମ ଅଭିନେତ୍ରୀ ରହି ସାରିଛନ୍ତି ।

ଅକ୍ଷୟ କୁମାରଙ୍କର ପ୍ରଥମ ଅଭିନେତ୍ରୀ ବର୍ତ୍ତମାନ ହୋଇ ଯାଇଛନ୍ତି ଏମିତି

Image courtesy: Google

ଅକ୍ଷୟ କୁମାର ବଲୀଉଡରେ ଦୁଇ ଦଶକରୁ ଅଧିକ ସମୟ ବିତାଇ ସାରିଛନ୍ତି । କିନ୍ତୁ ଅକ୍ଷୟ କୁମାରଙ୍କର ପ୍ରଥମ ଫିଲ୍ମ ‘ସୌଗଂଧ’ରେ ତାଙ୍କର ପ୍ରଥମ ଅଭିନେତ୍ରୀ କିଏ ଥିଲେ ଜାଣିଛନ୍ତି ଆପଣମାନେ ? ତାଙ୍କର ନାମ ଶାନ୍ତିପ୍ରିୟା ଅଟେ । ଯିଏକି ବର୍ତ୍ତମାନ ଏକ ଅଲଗା ଜୀବନ ଜାପନ କରୁଛନ୍ତି । ଶାନ୍ତିପ୍ରିୟା ବି ଅକ୍ଷୟଙ୍କ ସହିତ ଫିଲ୍ମ’ ସୌଗଂଧ’ରୁ ବଲୀଉଡକୁ ଡେବ୍ୟୁ କରିଥିଲେ । ଏହା ପୂର୍ବରୁ ସେ ତାମିଲ ଓ ତେଲୁଗୁ ଫିଲ୍ମରେ କାମ କରୁଥିଲେ । ସେଠି ସେ ବହୁତ ପପୁଲାର ବି ରହି ସାରିଛନ୍ତି ।

Image courtesy: Google

ଡେବ୍ୟୁ ଫିଲ୍ମ ତ କିଛି ଖାସ ଚାଲିଲା ନାହିଁ କିନ୍ତୁ ଶାନ୍ତିପ୍ରିୟାକୁ ହିନ୍ଦୀ ଫିଲ୍ମରେ କାମ ମିଳିବା ବହୁତ ସହଜ ହୋଇଗଲା । କିନ୍ତୁ ତାଙ୍କର ହିନ୍ଦୀ ଫିଲ୍ମ ଭଲ ଚାଲୁ ନ ଥିଲା । ଏହା ମଧ୍ୟରେ ଶାନ୍ତିପ୍ରିୟା ଅଭିନେତା ସିଦ୍ଧାର୍ଥ ରାୟଙ୍କ ସହିତ ବିବାହ କରି ନେଇ ଥିଲେ । କିନ୍ତୁ ବିବାହର କିଛି ବର୍ଷ ପରେ ତାଙ୍କ ସ୍ଵାମୀଙ୍କର ମୁର୍ତ୍ୟୁ ହୋଇଗଲା । ବିବାହର ୫ ବର୍ଷ ପରେ ତାଙ୍କୁ ବିଧବାର ଜୀବନ ଜାପାନ କରିବାକୁ ପଡିଥିଲା ।

Image courtesy: Google

ଏହା ପରେ ଶାନ୍ତିପ୍ରିୟା ଫିଲ୍ମରୁ ବ୍ରେକ ନେଇ ଗଲେ ଓ ଲମ୍ବା ସମୟ ପରେ ହିନ୍ଦୀ ଟିଭି ସିରିୟଲରୁ ଫେରିଲେ । କିନ୍ତୁ କହିବାକୁ ଗଲେ ସେ ବର୍ତ୍ତମାନ ଅନସ୍କ୍ରୀନ ବହୁତ କମ ନଜର ଆସୁଛନ୍ତି । କିନ୍ତୁ ଅଫ ସ୍କ୍ରୀନ ସେ ପ୍ରାୟତଃ ଇଭେଣ୍ଟ୍ସ ଅଟୈଂଡ କରୁଥାନ୍ତି । ବର୍ତ୍ତମାନ ହିଁ ଶାନ୍ତିପ୍ରିୟା କହୁଥିଲେ କି ସେ ହିନ୍ଦୀ ଫିଲ୍ମରୁ କମବୈକ କରିବାକୁ ଚାହୁଁଛନ୍ତି । ପୂର୍ବ ଅପେକ୍ଷା ଶାନ୍ତିପ୍ରିୟାଙ୍କର ଲୁକ ବହୁତ ବଦଳି ଯାଇଛି । କିନ୍ତୁ ସେହି ସରଳତା ଓ ସ୍ମାଇଲ ଆଜି ବି ତାଙ୍କ ଚେହେରା ଉପରେ ଅଛି । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।