ଘରେ କ୍ଷୀର ଦେବା ବାହାନାରେ ପସିଥିଲା କ୍ଷୀର ବାଲା, ଏମିତି ଖରାପ କାମ କରି ସେଠୁ ଫେରିଥିଲା ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ବର୍ତ୍ତମାନ ସମୟ ଏମିତି ହିଁ ହୋଇ ଯାଉଛି କି ଯେଉଁଠି କାହା ସହିତ କଣ ହୋଇଯିବ ଏହା ବିଷୟରେ କାହକୁ ବି କିଛି ଜଣା ନ ଥାଏ । କାରଣ ସବୁଦିନ ଏମିତି ଏମିତି ଖବର ଶୁଣିବାକୁ ମିଳିଯାଏ ଯାହା କେଉଁଠି ନା କେଉଁଠି ମଣିଷଙ୍କ ଉପରେ ବିଶ୍ଵାସ ହିଁ ଉଠିଯାଏ । ବର୍ତ୍ତମାନ ଏମିତି ହିଁ କିଛି ହୋଇଛି । ମାମଲା ୟୁପିର ପୂର୍ବାଞ୍ଚଳର ଅଟେ । ଯେଉଁଠି ଏକ ୧୫ ବର୍ଷର ଝିଅ ଲତା ରହୁଥିଲା । ପୁରା ଘଟଣା ଏଇ କିଛି ଦିନ ତଳର ଅଟେ । ଯେତେବେଳେ ଲତା ଘରେ ଏକୁଟିଆ ଥିଲା ଓ କ୍ଷୀର ବାଲା ବ୍ୟକ୍ତି ରାଜକୁମାର ଘରକୁ ଆସିଥିଲା ।

ସେ ଘର ଭିତରକୁ ପସିଗଲା ଓ ଦେଖିଲ କି ଝିଅଟି ଏକୁଟିଆ ଅଛି ତ ସେ ତାହା ସହିତ ଜବରଦସ୍ତ ସମ୍ବନ୍ଧ ରଖିଲା ଓ ଚାଲି ଗଲା । ଏହା ପରେ ଏହିଭଳି ମଉକା ପୁଣି ଥରେ ମିଳିଲା ତ ସେ ପୁଣି ଏହିଭଳି କରିଲା । ରାଜକୁମାର କାହାକୁ କିଛି ନ କହିବା ପାଇଁ ଲତାକୁ ଧମକ ବି ଦେଇଥିଲା ତେବେ ଲତା ବି ଡରି କରି କାହକୁ କିଛି କହୁ ନ ଥିଲା ।

ଏହା ପରେ ଏହି ଘଟଣାକୁ ସାତ ମାସ ହୋଇ ଯାଇଛି ଓ ଅଚାନକ ଲତା ଏକ ୭ ମାସର ପ୍ରୀମେଚ୍ଯୋର ଶିଶୁକୁ ଜନ୍ମ ଦେଇ ଦେଇଛି । ସେହି ସମୟରେ ସେ ସ୍କୁଲର ବଗିଚାରେ ଥିଲା । ଯେତେବେଳେ ଶିକ୍ଷକ ମାନଙ୍କୁ ଏହି କଥା ବିଷୟରେ ଜଣ ପଡିଲା ତେବେ ସେମାନେ ଲତାକୁ ମେଡିକାଲ ସୁବିଧା ଦେଲେ ଓ ପୁଲିସକୁ ବି ସୂଚନା ଦେଲେ । ଏହା ପରେ ଲତା ପୋଲିସକୁ ନିଜ ସହିତ ହୋଇଥିବା ପୁରା ଘଟଣାକୁ କହିଲା । ଏହା ପରେ ପୁଲିସ ସଙ୍ଗେ ସଙ୍ଗେ ରାଜକୁମାରକୁ ଧରିଲା ଓ ତାକୁ ଗିରଫତାର କରିନେଲା ।

ମାମଲା ବହୁତ ସଙ୍ଗିନ ଥିଲା ସେଥିପାଇଁ ଗ୍ରାମବାସୀମାନେ ବି ରାଗି ଯାଇଥିଲେ । ଏହି ସବୁ ମଧ୍ୟରେ ଯେଉଁ ଶିଶୁର ଜନ୍ମ ହୋଇଥିଲା ତାହର ଜୀବନ ଚାଲି ଯାଇଥିଲା । କହିବାକୁ ଗଲେ ଏକ ରିପୋର୍ଟ ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଝିଅ ଅଛନ୍ତି ଯେଉଁମାନେ ଏହିଭଳି ଘଟଣାର ଶିକାର ହୋଇଛନ୍ତି । ଏ ବିଷୟରେ ଘରେ ପ୍ରଥମେ ଜଣାଇବା ଦରକାର, ପୋଲିସ ରେ ରିପୋର୍ଟ କରାଇବା ଦରକାର ଓ ସେମାନଙ୍କ ସହଯୋଗ ନେବା ଉଚିତ । ଯଦି କାହାକୁ କିଛି ନକହି ଚୁପ ରହିଲେ ପରିସ୍ଥିତି ଏମିତି ଭୟାନକ ହେଇପାରେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।