ବଲୀଉଡର ଅମ୍ବାନୀ ଅଟନ୍ତି ସୁନୀଲ ଶେଟ୍ଟୀଙ୍କ ପତ୍ନୀ, ଏହି ବିଜନେସ କରି କମାଇ ଥାନ୍ତି କୋଟି କୋଟି ଟଙ୍କା

ଭାରତର ସବୁଠୁ ବଡ ବିଜନେସଓମେନର କଥା ଆସିଲେ ତେବେ ମନରେ ନିତା ଅମ୍ବାନୀଙ୍କର କଥା ସର୍ବେ ପ୍ରଥମେ ଆସିଥାଏ । କିନ୍ତୁ ଯେତେବେଳେ ଫିଲ୍ମ ଦୁନିଆର ଅମ୍ବାନୀ କଥା ଆସିଥାଏ ତେବେ ସୁନୀଲ ଶେଟ୍ଟୀଙ୍କର ପତ୍ନୀକୁ ବି ଆପଣ ବଲୀଉଡର ଆମ୍ବାନୀ କିମ୍ବା ସୁପର ବିଜନେସଓମେନ କହି ପାରିବେ । ଏହାର କାରଣ ଏହା ଅଟେ କି ସୁନୀଲ ଶେଟ୍ଟୀଙ୍କର ପତ୍ନୀ ‘ମାନା’ କିଛି ଏମିତି ବିଜନେସ କରନ୍ତି କି ଯେଉଁ କାରଣରୁ ତାଙ୍କ ଘରେ ସବୁ ବର୍ଷ କୋଟି କୋଟି ଟଙ୍କା ଆସିଥାଏ । ଆଜି ଆମେ ଆପଣଙ୍କୁ ମାନା ଶେଟ୍ଟୀଙ୍କ ବିଷୟରେ କହିବୁ । କହିବାକୁ ଗଲେ ସେ ନିଜର ସ୍ଵାମୀଙ୍କ ସହିତ ମିଶି S2 ନାମକ ଏକ ରିୟଲ ଏସ୍ଟେଟ ପ୍ରୋଜକ୍ଟ ଉପରେ କାମ କରିସାରିଛନ୍ତି । ଏହି ସେ ମୁମ୍ବାଇରେ ୨୧ଟି ଲକ୍ଜରୀ ଭିଲା କରିଛନ୍ତି ।

Image courtesy: Google

ଏହା ପ୍ରୋଜକ୍ଟରେ ଭିତରେ ସେ ସମସ୍ତ ଭୋଗ ବିଳାସର ସୁବିଧା ଦେଇଛନ୍ତି । ଏମାନଙ୍କର ସାଇଜ ପାଖାପାଖି ୬୫୦୦ ସ୍କ୍ୱାଯର ଫୁଟ ଥିଲା । ଏହା ଛଡା ମାନାଙ୍କର ଏକ ଲାଇଫସ୍ଟାଇଲ ସ୍ଟୋର ବି ଅଛି ।

ଏଥିରେ ଘର ଓ ଅଫିସର ଡେକୋରେଶନ ଜିନିଷ ଠାରୁ ନେଇ ଦୈନିକ ଜୀବନର ବି କେତେକ ଜିନିଷ ଅଛି । ଏହା ଏକ ଲଗ୍ଜରୀ ସ୍ଟୋର ଅଟେ । ଯେଉଁ କାରଣରୁ ଏଠି ସବୁବେଳେ ମହଙ୍ଗା ଓ ଭଲ କ୍ୱାଲିଟୀର ଆଇଟମ୍ସ ବିକ୍ରି ହୋଇଥାଏ ।

Image courtesy: Google

ବିଜନେସ ଛଡା ମାନା ସାମାଜିକ କାମ ବି କରନ୍ତି । କହିବାକୁ ଗଲେ ସେ ‘ସେବ ଦ ଚିଲ୍ଡ୍ରେନ ଇଂଡିୟା’ ନାମକ ଏକ ଏନଜୀଓର କନେକ୍ଟେଡ ଅଟନ୍ତି । ସେ ପ୍ରାୟତଃ ଏଥିପାଇଁ ଫନ୍ଡ ଏକାଠି କରିବା ପାଇଁ ଲାଗିଥାନ୍ତି । ଏଥିପାଇଁ ସେ ‘ଆରାଇଜ଼’ ନାମକ ଏକ ଏଗ୍ଜିବିଶନ ବି କରନ୍ତି । ଏଥିରୁ ତାଙ୍କୁ ଯେଉଁ ଟଙ୍କା ମିଳିଥାଏ ସେ ତାକୁ ଅସାହୟ ଝିଅମାନଙ୍କର ଓ ମହିଳାମାନଙ୍କ ଜୀବନ ସୁଧାରିବା କାମରେ ଲଗାଇଥାନ୍ତି ।

Image courtesy: Google

ଏମିତି କୁହାଯାଏ କି ସୁନୀଲ ଶେଟ୍ଟୀଙ୍କର ପରିବାରର ବର୍ଷକୁ ଆୟ ୧୫୦ କୋଟି ଟଙ୍କାରୁ ବି ଅଧିକ ଅଟେ । ଏତେ ବଡ ଟଙ୍କାକୁ ଆୟ କରିବାରେ ସୁନୀଲଙ୍କର ଯେତିକି ହାତ ଅଛି ସେତିକି ହିଁ ହାତ ତାଙ୍କ ପତ୍ନୀଙ୍କର ବି ଅଛି । କହିବାକୁ ଗଲେ ଯେତେବେଳ କୌଣସି ମହିଳା ଜବ କିମ୍ବା ବିଜନେସ କରି ନିଜ ଗୋଡ ଉପରେ ଛିଡା ହୋଇଥାଏ ତେବେ ତାହା ପାଇଁ ଏହା ବହୁତ ଗର୍ବର କଥା ହୋଇଥାଏ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।