ଆଲିୟାକୁ ନୁହେଁ ଏହି ଏକ୍ଟ୍ରେସକୁ କରିବାକୁ ଚାହୁଁଥିଲେ କରିନା ନିଜର ଭାଉଜ, ସାରା ଜୀବନ ରଣବିରଙ୍କୁ ରହିବ ଅଫଶୋଷ, ଦେଖନ୍ତୁ କିଏ ସେ

ବଲୀଉଡରେ କହିବାକୁ ଗଲେ ଏମିତି ବହୁତ କଳକାର ଅଛନ୍ତି, ଯାହା ସହିତ ସେ ଜୀବନ ସାରା ସମ୍ବନ୍ଧ ରଖିବାକୁ ଚାହାନ୍ତି । ସେଥିପାଇଁ ସେମାନେ ଚାହାନ୍ତି କି ଯାହାଙ୍କୁ ସେ ପସନ୍ଦ କରନ୍ତି, ସେମାନେ ତାଙ୍କ ସହିତ କୌଣସି ନା କୌଣସି ରୂପରେ ସବୁବେଳେ ଯୋଡି ହୋଇ ରହିବେ । ଏମିତି ହିଁ ଚାହୁଁଥିଲେ କରିନା କପୁର, ଯାହାକି ବର୍ତ୍ତମାନ ଆଉ ପୁରା ହୋଇ ପାରିବ ନାହିଁ । କରିନା କପୁର ନିଜ ଭାଇ ରଣବୀର କପୁରଙ୍କ ପାଇଁ ଏକ ଏମିତି ପାର୍ଟନର ଚାହୁଁଥିଲେ, ଯାହାକୁ ସେ ପସନ୍ଦ କରନ୍ତି । ଚାଲନ୍ତୁ ଜାଣିବା ସେହି କଳାକର ବିଷୟରେ ।

Image courtesy: Google

କହିବାକୁ ଗଲେ କରିନା ଯେଉଁ ଏକ୍ଟ୍ରେସକୁ ନିଜର ଭାଉଜ କରିବାକୁ ଚାହୁଁଥିଲେ, ତାଙ୍କର ବିବାହ ହୋଇଯାଇଛି । ସେ ଏହି କଥାରେ ବହୁତ ଦୁଖିତ ବି ଅଛନ୍ତି । ଏତିକି ନୁହେଁ କରିନା କପୁରଙ୍କର ସେ ବହୁତ ଭଲ ସାଙ୍ଗ ବି ଅଟନ୍ତି । କହିଦେଛୁ ଯେ କରିନା ଚାହୁଁଥିଲେ କି ତାଙ୍କର ହେବାକୁ ଥିବା ଭାଉଜ ଏମିତି ଜଣେ ହେବ, ଯିଏକି ତାଙ୍କୁ ବହୁତ ପସନ୍ଦ କରୁଥିବ ।

Image courtesy: Google

ଯାହାଙ୍କ ସହିତ ତାଙ୍କର ବନ୍ଧୁତା ବି ଥିବ ଓ ଗୋଟିଏ ସମୟ ଲୋକମାନଙ୍କୁ ଏମିତି ବି ଲାଗୁଥିଲା, କାରଣ ରଣବୀର କପୁର କରିନାଙ୍କର ପସନ୍ଦ ଝିଅକୁ ବି ଡେଟ କରୁଥିଲେ, କିନ୍ତୁ କିଛି ମତଭେଦ କାରଣରୁ ସେମାନଙ୍କର ବ୍ରେକ ଅପ ହୋଇଗଲା । ଯାହା ପରେ କରିନା ବହୁତ ଦୁଖିତ ବି ହୋଇଗଲେ । ଆପଣଙ୍କର ଜାଣିବା ନିମନ୍ତେ କହିଦେଛୁ ଯେ ବର୍ତମାନ ରଣବୀର କପୁର ଆଲିୟାଙ୍କୁ ଡେଟ କରୁଛନ୍ତି ।

ଏହି ଏକ୍ଟ୍ରେସକୁ କରିବା ପାଇଁ ଚାହୁଁଥିଲେ ଭାଉଜ

Image courtesy: Google

ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କଥାବାର୍ତ୍ତା କରୁଛୁ, ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ସୋନାମ କପୁର । ସୋନାମ କପୁର ଓ କରିନା ଫିଲ୍ମ ‘ୱୀରେ ଦୀ ୱେଡିଂଗରେ’ ଦେଖା ଯାଇଥିଲେ । କରିନା ଓ ସୋନମଙ୍କୁ ଆଗରୁ ବି ଅନେକ ଥର ଏକା ସହିତ ଦେଖା ଯାଇଥିଲା । କରିନା ଏକ ଇଣ୍ଟରଭିୟୁରେ କହିଥିଲେ କି ସେ ସୋନମଙ୍କୁ ନିଜର ଭାଉଜ କରିବାକୁ ଚାହାନ୍ତି । ଏହି କଥା ସେହି ସମୟର ଅଟେ ଯେତେବେଳେ ରଣବୀର ସୋନମଙ୍କୁ ଡେଟ କରୁଥିଲେ, କିନ୍ତୁ ବର୍ତ୍ତମାନ ପୁରା ମାମଲା ବଦଳି ଯାଇଛି ।

Image courtesy: Google

କିନ୍ତୁ ବର୍ତ୍ତମାନ ସୋନମଙ୍କର ବିବାହ କରିସାରିଛନ୍ତି ଯାହା ଦ୍ଵାରା କରିନାଙ୍କର ଏହି ସ୍ଵପ୍ନ ଭାଙ୍ଗି ଗଲା । କିନ୍ତୁ ବର୍ତ୍ତମାନ ରଣବୀରଙ୍କ ଜୀବନରେ ଆଲିୟା ବି ଏଂଟ୍ରୀ ମାରି ସାରିଛନ୍ତି । କହିବାକୁ ଗଲେ କରିନା ବି ଆଲିୟାଙ୍କୁ ବହୁତ ପସନ୍ଦ କରନ୍ତି । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।