ଯଦି ଆପଣ ବଜାରରେ ଖାଉଛନ୍ତି ଇଟିଲି ତ ଦେଖି ନିଅନ୍ତୁ ଏହି ଭିଡିଓ, କେଉଁ ପ୍ରକାରର ପାଣି କରୁଛନ୍ତି ବ୍ୟବହାର, ଦେଖନ୍ତୁ ଓ ସେଆର କରନ୍ତୁ

ଆମେ ସମସ୍ତେ ପ୍ରାୟତଃ ବଜାରରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ପସନ୍ଦ କରିଥାଉ । କିନ୍ତୁ କହିବାକୁ ଗଲେ ଏହାକୁ ପ୍ରସ୍ତୁତ କରିବାରେ ପରିଷ୍କାର ଉପରେ ବିଲକୁଲ ବି ଧ୍ୟାନ ଦିଆ ଯାଏ ନାହିଁ । କହିବାକୁ ଗଲେ କିଛି ଦିନ ପୂର୍ବେ ମୁମ୍ବାଇର କୁର୍ଲା ରେଲୱେ ସ୍ଟଲରେ ଜଣେ ବ୍ୟକ୍ତି ଖରାପ ପାଣି ଦ୍ଵାରା ଲେମ୍ବୁ ସରବତ କରୁଥିବାର ନଜର ଆସିଥିଲା । ଯାହା ପରେ ପ୍ରଶାସନ ତାହାର କ୍ଯାଣ୍ଟିନକୁ ବନ୍ଦ କରାଇ ଦେଲା । ବର୍ତ୍ତମାନ ସେହିଭଳି ଏକ ମାମଲା ବୋରୀବଲୀ ସ୍ଟେଶନରେ ଦେଖିବାକୁ ମିଳିଛି ।

କହିବାକୁ ଗଲେ ଏଠି ଜଣେ ଇଟିଲି କରୁଥିବା ବ୍ୟକ୍ତି ଚଟଣି କରିବା ପାଇଁ ବାଥରୁମର ପାଣି ବ୍ୟବହାର କରୁଥିଲା । ଯେତେବେଳେ ଜଣେ ବ୍ୟକ୍ତିକୁ ଏହା ବିଷୟରେ ଜଣା ପଡିଲା ତେବେ ସେ ବିକ୍ରେତାର ଭିଡିଓ କରି ଭାଇରାଲ କରି ଦେଲା । ଏହି ଭିଡିଓରେ ଦେଖି ପାରିବେ କି ଇଟିଲି ବାଲା ଏକ ବାଥରୁମର ନଲରୁ ପାଣି ବ୍ୟବହାର କରୁଛି ।

ଯେତେବେଳେ ଭିଡିଓ ପ୍ରସ୍ତୁତ କରୁଥିବା ବ୍ୟକ୍ତି ପଚାରିଲା କି ବାଥରୁମ ପାଣି କାହିଁକି ବ୍ୟବହାର କରୁଛ ତେବେ ଇଟିଲି ବାଲା କହିଲା କି କାହିଁକି ଏହି ପାଣି କଣ ଭଲ ନୁହେଁ ? ଏହା ପରେ ଭିଡିଓ କରୁଥିବା ବ୍ୟକ୍ତି ଜଣକ କହିଲା କି ବାଥରୁମ ପାଣି କଣ ଭଲ ହୋଇଥାଏ କି ? ଏହା ପରେ ଇଟିଲି ବାଲା ଅଳ୍ପ ରାଗିଯାଏ ଓ ସେ ନିଜର ପାଣି ସେଠି ହିଁ ଫୋପାଡି ଦିଏ ଓ ସେଠୁ ବାହାରି ନିଜର ଦୋକାନ ବି ବନ୍ଦ କରିଦିଏ ।

ଏହା ପରେ ଖାଦ୍ୟ ଏବଂ ଔଷଧୀୟ ବିଭାଗ (ଏଫଡୀଏ)କୁ ସୂଚନା ମିଳିବା ମାତ୍ରେ ହିଁ ସେମାନେ ଏହାର ଯାଞ୍ଚ କରିବା ପାଇଁ ଆଦେଶ ଦେଇଛନ୍ତି । ଅଧିକାରୀମାନଙ୍କର କହିବା ଅଟେ କି ଯେଉଁ ବ୍ୟାପାରିମାନେ ଖାଇବା ଜିନିଷରେ ଏହିଭଳି ଜିନିଷ ଉପଯୋଗ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଡା ପଦକ୍ଷେପ ନିଆଯିବ ।

କହିଦେଉଛୁ ଯେ ବ୍ୟକ୍ତିମାନଙ୍କୁ ପ୍ରାୟତଃ ରୋଗ ଏହିଭଳି ଖାଇବା ଜିନିଷ ଦ୍ଵାରା ହିଁ ହୋଇଥାଏ । ସେଥିପାଇଁ ଆପଣମାନେ ବି ନିଜ ଆଖିରେ ଏହି ସବୁ ଦେଖି ଦିଅନ୍ତୁ । ଯଦି ଆମର ଉପଦେଶ ମାନିବେ ତେବେ ପ୍ରାୟତଃ ଚେଷ୍ଟା କରିବେ କି ବାହାର ଖାଦ୍ୟ ନ ଖାଇବା ପାଇଁ । ଘରର ଖାଦ୍ୟ ପିଇବା ଠାରୁ ଅନ୍ୟ କିଛି ଭଲ ନୁହେଁ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।