ଖୋଲିଗଲା ରାଜନୀତିର ସବୁଠୁ ବଡ ରହସ୍ୟ, ଜାଣନ୍ତୁ କଣ ପାଇଁ ପିଏମ ମୋଦୀ ଛାଡିଲେ ନିଜର ପତ୍ନୀଙ୍କୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲୋକପ୍ରିୟତାର ଗ୍ରାଫ ଦିନକୁ ଦିନ ବଢିବାକୁ ଲାଗୁଛି । ମୋଦୀଙ୍କର କେବଳ ଭାରତରେ ନୁହେଁ ବିଦେଶରେ ବି ଲୋକପ୍ରିୟତା ଅଛି । ଆଜି ଆମେ ଆପଣମାନଙ୍କୁ ତାଙ୍କର ପର୍ସନାଲ ଲାଇଫ ବିଷୟରେ କିଛି କହିବାକୁ ଯାଉଛୁ । ନରେନ୍ଦ୍ର ମୋଦୀ ପିଏମ ହେବା ପୂର୍ବରୁ କେତେ ଥର ଗୁଜୁରାଟର ସିଏମ ବି ରହି ସାରିଛନ୍ତି । ୨୦୧୪ରେ ସେ ଗୁଜୁରାଟର ସିଏମ ପଦରୁ ଇସ୍ତଫା ଦେଇ ଦେଶର ପିଏମ ହୋଇଥିଲେ ।

ଆପଣ ସମସ୍ତେ ଜାଣିଛନ୍ତି କି ପିଏମ ମୋଦୀଙ୍କ ପାଖରେ ତାଙ୍କର ମାଙ୍କ ଛଡା ଆଉ କେହି ନାହାନ୍ତି । କିନ୍ତୁ ତାଙ୍କର ପତ୍ନୀ ବି ଥିଲେ, ଯାହାକୁ ସେ ଛାଡି ଦେଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହା ପଛରେ ଥିବା କାରଣ ବିଷୟରେ କହିବାକୁ ଯାଉଛୁ ।

୧୭ ବର୍ଷ ବୟସରେ ବାନ୍ଧି ହୋଇଥିଲେ ବିବାହର ବନ୍ଧନରେ, ଦୁଇ ଦିନ ରହିଥିଲା ବରଯାତ୍ରୀ

ଯେତେବେଳେ ମୋଦୀ ୧୭ ବର୍ଷର ଥିଲେ, ତେବେ ତାଙ୍କର ବିବାହ ହୋଇଯାଇଥିଲା । କହିଦେଉଛୁ ଯେ ତାଙ୍କର ବରଯାତ୍ରୀ ଦୁଇ ଦିନ ଶଶୁର ଘରେ ରହିଥିଲା । ତାଙ୍କର ବରଯାତ୍ରୀ ଗୁଜୁରାଟର ଉଂଝା ପାଖରେ ଥିବା ବ୍ରହ୍ମବାଡା ଗ୍ରାମକୁ ଯାଇଥିଲା । ନରେନ୍ଦ୍ର ମୋଦୀ ୧୫ ବର୍ଷର ଯୁବତୀ ଜଶୋଦାବେନଙ୍କ ସହ ବିବାହ କରିଥିଲେ । ବାହାଘର ପରେ ସେ ଜଶୋଦାବେନଙ୍କୁ ନେଇ ଘରକୁ ବି ଆସିଥିଲେ ।

କିନ୍ତୁ ବାହାଘର ପରେ ମୋଦୀଙ୍କର ଘରେ ମନ ଲାଗିଲା ନାହିଁ । ଯେଉଁ କାରଣରୁ ସେ ନିଜର ପରିବାରକୁ ବଢାଇବାକୁ ଚିନ୍ତା କରିଲେ ନାହିଁ । କହିବାକୁ ଗଲେ ମୋଦୀଙ୍କର କେବଳ ଦେଶ ସମ୍ବନ୍ଧିତ ମୁଦ୍ଦା ଉପରେ ରୁଚି ଥିଲା । କୁହାଯାଏ କି ମୋଦୀ ବିବାହ କରିବାକୁ ଚାହୁଁ ନ ଥିଲେ, କିନ୍ତୁ ପରିବାର ଚାପରେ ସେ ବିବାହ କରିଥିଲେ ।

ଏଥିପାଇଁ ଛାଡିଲେ ଜଶୋଦାବେନଙ୍କୁ

ଏହା ପରେ ରାଷ୍ଟ୍ରୀୟ ସ୍ୱଯଂସେବକ ସଂଘ ସହ ତାଙ୍କର ଦେଖାହେଲା । କହିଦେଉଛୁ ଯେ ସଂଘର ଅନୁଶାସନ, ଦେଶ ପ୍ରତି ପ୍ରେମର ଭାବନା, ସେବା ଭାବ ଓ ବସୁଧୈବ କୁଟୁଂବକମ ସନ୍ଦେଶ ହିଁ ମୋଦୀଙ୍କୁ ଆଗକୁ ବଢିବାରେ ସାହାର୍ଯ୍ୟ କରିଥିଲା । ଏମିତିରେ ସେ ନିଜର ଘର ପରିବାରକୁ ତ୍ୟାଗ କରିଦେଲ । ନରେନ୍ଦ୍ର ମୋଦୀଙ୍କର ସେହି ସମୟରେ ବୟସ ମାତ୍ର ୨୦ ବର୍ଷ ଥିଲା ।

ସେ ନିଜର ଗୃହସ୍ଥ ଜୀବନ ତ୍ୟାଗକରି ଦେଶର ସେବା ପାଇଁ ସମର୍ପିତ ହେବା ପାଇଁ ସଂଘର ରାସ୍ତା ବାଛିଲେ ,ଏହା ପରେ ସେ ବିଜେପିରେ କର୍ମକର୍ତ୍ତା ରୂପରେ ସାମିଲ ହୋଇଗଲେ । ଏହା ପରେ କେବେ ବି ମୋଦୀ ପଛକୁ ବୁଲି ଦେଖି ନାହାନ୍ତି । ଯେତେବେଳେ ମୋଦୀ ନିଜର ପତ୍ନୀଙ୍କୁ ଛାଡି ଚାଲିଗଲେ ତେବ ସେ ଅଳ୍ପ ଦୁଖ ହେଲେ । ଏହା ପରେ ଜଶୋଦାବେନ ସ୍କୁଲରେ ପଢାଇ ନିଜର ଜୀବନ ଜାପାନ କରିଲେ ।

ଯାହା ପରେ ସେ ମୋଦୀଙ୍କୁ କେବେ ବି ମନେ ପକାଇଲେ ନାହିଁ । ଜଶୋଦାବେନ ଯେତେବେଳେ ବି ମୋଦୀଙ୍କର କାରନାମା ଟିଭିରେ ଦେଖନ୍ତି, ତେବେ ସେ ବହୁତ ଖୁସି ହୁଅନ୍ତି । ଆପଣଙ୍କୁ କହିଦେଉଛୁ ଯେ ପିଏମ ମୋଦୀ ବର୍ତ୍ତମାନ ପର୍ଯ୍ୟନ୍ତ ବି ଜଶୋଦାବେନଙ୍କୁ ତଲାକ ଦେଇ ନାହାନ୍ତି । ଏମିତିରେ କେତେ ଥର ପିଏମ ମୋଦୀଙ୍କୁ ଏହି ବିଷୟରେ ଆଲୋଚନାର ସାମନା କରିବାକୁ ପଡିଛି । କହିଦେଉଛୁ ଯେ ରାଜନୀତିରେ ଆସିବାର ବହୁତ ବର୍ଷ ପରେ ପିଏମ ମୋଦୀ ସ୍ଵୀକାର କରିଥିଲେ କି ଜଶୋଦାବେନ ତାଙ୍କର ପତ୍ନୀ ଅଟନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।