ଟଙ୍କାକୁ ଚୁମ୍ବକ ପରି ଆକର୍ଷିତ କରୁଥିବା ଗଛ ଘର ନିକଟରେ ଅଛି କି ! ଶନିବାର ଦିନ ଏହି ଉପାୟ କରିବା ଦ୍ଵାରା ବ୍ୟକ୍ତିର ଭାଗ୍ୟ ଚମକି ଉଠିଥାଏ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୁନିଆରେ ଅନେକ ପ୍ରକାର ବୃକ୍ଷଲତା ଦେଖିବାକୁ ମିଳିଥାଏ । ହେଲେ ସେହି ସବୁ ଗଛ ମଧ୍ୟରୁ ଓସ୍ତ ଗଛ ହେଉଛି ଅନ୍ୟତମ । ଏହି ଓସ୍ତ ଗଛରେ ଭୁତପ୍ରେତ ଥିବା ଭାବି ଅନେକ ଲୋକ ଭୟ କରିଥାନ୍ତି । ହେଲେ ଏହା ଆପଣଙ୍କର ସଂପୂର୍ଣ୍ଣ ଭୁଲ ଧାରଣା ଅଟେ । ଓସ୍ତ ଗଛରେ ଅନେକ ପ୍ରକାର ଧାର୍ମିକ ମାହାତ୍ମ୍ୟ ରହିଥାଏ । ଚାଲନ୍ତୁ ଓସ୍ତ ଗଛ ସମ୍ପର୍କରେ କିଛି କଥା ଜାଣିନେବା ।

ଓସ୍ତ ଗଛକୁ ଶନିବାର ବ୍ଯତୀତ ଅନ୍ୟ କୌଣସି ବାରରେ ସ୍ପର୍ଶ କରନ୍ତୁ ନାହିଁ । ବିଶେଷ କରି ରାତ୍ରୀ ସମୟରେ ବା ରବିବାର ଦିନ ଏହି ଗଛକୁ ସ୍ପର୍ଶ କରିବା ଅନୁଚିତ । ଯଦି ଏହି ସମୟରେ ଓସ୍ତ ଗଛକୁ ଛୁଇଁଥାନ୍ତି । ତେବେ ସେହି ଘରର ଲୋକଙ୍କ ଉପରେ ଦୁର୍ଦ୍ଧଶା ପଡିଥାଏ । ଶନିବାର ଦିନ ଯଦି ଆପଣ ମାନେ ଓସ୍ତ ଗଛକୁ ପୂଜା କରିଥାନ୍ତି । ତେବେ ଆପଣ କୋଟି ପୂଣ୍ୟର ଫଳ ପ୍ରାପ୍ତ କରିଥାନ୍ତି ।

କାରଣ ଶନିବାର ଦିନ ଓସ୍ତ ଗଛକୁ ପୂଜା କରିବା ଦ୍ଵାରା ଭଗବାନ ଶନି ମହାରାଜା ଓ ପ୍ରଭୁ ଲକ୍ଷ୍ମୀ, ନାରାୟଣଙ୍କର ଆଶ୍ରୀବାଦ ପ୍ରାପ୍ତ ହୋଇଥାଏ । ଓସ୍ତ ଗଛକୁ ପୂଜା କରିବା ଦ୍ଵାରା ବ୍ୟକ୍ତି ରୋଗ, ରୁଣ ଓ କଷ୍ଟ, ସମସ୍ଯା ଆଦିରୁ ମୁକ୍ତି ପାଇଥାଏ । ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଶନିଦଶା ପଡିଥାଏ । ତେବେ ସେହି ବ୍ୟକ୍ତି ଶନିବାର ଦିନ ଓସ୍ତ ଗଛ ମୂଳରେ ସୋରିଷ ତେଲ ଜଳିବା ସହ କିଛି ରାଶି ସେହି ଗଛ ମୂଳରେ ଅର୍ପଣ କରିବା ଦ୍ଵାରା ଶନିଦଶା କଟିଥାଏ ।

ହେଲେ କାର୍ତ୍ତିକ ମାସରେ ଓସ୍ତ ଗଛ ନିକଟରେ ଘୀଅ ଦୀପ ଜାଳିବା ଦ୍ଵାରା ଭଗବାନ ନାରାୟଣଙ୍କର ଆଶ୍ରୀବାଦ ମିଳିଥାଏ । ଚାକିରୀ ଖୋଜୁଥିବା ଲୋକମାନେ ଓସ୍ତ ଗଛ ନିକଟରେ ଦୀପଟିଏ ଜାଳିବା ସହ ସେଠାରେ ଏକ ଧଳା ରଙ୍ଗର ପତାକା ଲଗାଇଲେ । ଚାକିରୀ ବହୁତ ଶୀଘ୍ର ପ୍ରାପ୍ତ ହୋଇଥାଏ । ପୂର୍ଣ୍ଣିମା ଦିନ ଯଦି ଆପଣ ଓସ୍ତ ଗଛ ମୂଳରେ ଧୂପ, ଦୀପ, ଫଳମୂଳ ଆଦି ଦେଇ ପୂଜା ପାଠ ଆଦି କରନ୍ତି ।

ତେବେ ଏହା କରିବା ଦ୍ଵାରା ଆପଣଙ୍କର ଘରେ ଧନଧାନ୍ୟ ବୃଦ୍ଧି ହୋଇଥାଏ ।ଓସ୍ତ ଗଛ ଚାରିପାଖରେ ଇଟା କିମ୍ବା ପଥରରେ ଚାନ୍ଦିନୀ କରିବା ଦ୍ଵାରା ଘର କରିବାର ସ୍ଵପ୍ନ ସେହି ବ୍ୟକ୍ତିର ପୂରଣ ହୋଇଥାଏ । ତେବେ ଏହି ସବୁ ନିୟମକୁ ନିଷ୍ଠା ସହକାରେ କରିବା ଦ୍ଵାରା ବ୍ୟକ୍ତିର ଭାଗ୍ୟ ଚମକି ଉଠିଥାଏ ।

ସନ୍ଧ୍ଯା ପରେ ଓସ୍ତ ଗଛ ମୂଳକୁ ଯିବା କିମ୍ବା ତାହାକୁ ସ୍ପର୍ଶ କରିବା ମଧ୍ୟ ଉଚିତ ନୁହେଁ । କାରଣ ଏହି ସମୟରେ ଓସ୍ତ ଗଛରେ ଅଲକ୍ଷ୍ମୀ ବାସ କରିଥାନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ