ନୀଳଚକ୍ର ଉପରେ ପୁଣି ବସିଲା ଚିଲ, ଦେବୀ ସୁଭଦ୍ରାଙ୍କ ରଥରେ ଫାଟ ସୃଷ୍ଟି ହେଲା, ଏ କଣ କେଉଁ ବିପଦ ମାଡି ଆସିବାର ସଂକେତ ?

ନମସ୍କାର ବନ୍ଧୁଗଣ । ଗତ କାଲି ଶ୍ରୀ ମନ୍ଦିରର ନୀଳଚକ୍ରର ଉପରେ ଚିଲ ବସିଥିଲା ।  ଆଉ ଆଜି ରଥରେ ଫାଟ ପଡିଗଲା । ଦେବୀ ସୁଭଦ୍ରା ଙ୍କ ଦର୍ପଦଳନ ରଥ ର ଅଖ ଫାଟି ଯାଇଛି । ଯାହା ପାଇଁ ରଥ ଏବେ ଦୁର୍ବଳ ହୋଇ ପଡିଛି । ଲୋକେ କହୁଛନ୍ତି ନୀଳଚକ୍ର ଉପରେ ଚିଲ ବସିଲା ବୋଲି ଏମିତି କିଛି ଅଘଟଣ ଘଟୁଛି । ହଁ ଦର୍ଶକ ବନ୍ଧୁ ଶ୍ରୀ ମନ୍ଦିର ଉପରେ ଚିଲ ବସିବା କିଛି ସାଧାରଣ କଥା ନୁହେଁ । କାରଣ ଆମେ ଆଗରୁ ଶୁଣିଛୁ ଓ ଦେଖିଛୁ ମଧ୍ୟ ଶ୍ରୀ ମନ୍ଦିରର ନୀଳଚକ୍ର ଉପରେ କୌଣସି ପକ୍ଷୀ ଉଡନ୍ତି ନାହିଁ ।

ଏହା ପଛରେ କଣ କାରଣ ରହିଛି ତାହା ତ କହି ହେବ ନାହିଁ । କିନ୍ତୁ ଗ୍ରନ୍ଥ ରେ ଲେଖା ଅଛି କି ମନ୍ଦିର ଉପରେ ଚିଲ ବସିଲେ ବଡ ବିପଦ ମାଡି ଆସେ । ଆପଣ ମାନେ ବି ଭଲ କରି ଏ ଦ୍ରୁଶ୍ଯ କୁ ଦେଖନ୍ତୁ । ଗୋଟିଏ ହେଉଛି ନୀଳଚକ୍ର ଉପରେ ଚିଲ ବସିବାର ଦ୍ରୁଶ୍ଯ ଓ ଅନ୍ୟ ଟି ହେଉଛି ସୁଭଦ୍ରା ଙ୍କ ରଥରେ ଫାଟ ପଡିବାର ଦ୍ରୁଶ୍ଯ । ଯାହାକୁ ଅନେକ କେହି ସଂଯୋଗ ବୋଲି କହିଛନ୍ତି ଯେ ନୀଳଚକ୍ର ଉପରେ ଚିଲ ବସିବାରୁ ଦର୍ପଦଳନ ରଥ ରେ ଫାଟ ପଡିଛି ।

ରଥ ର ପଛ ପାଖ ସାନ ଉଛୁଳା ଅଖ ରେ ଫାଟ ହୋଇଛି । ଏହି ସାନ ଉଛୁଳା ଅଖ ଉପରେ ରଥର ଭାର ରହିଥାଏ । ଆଦି ଦେଖିବା ଦର୍ପଦଳନ ରଥ ଉପରେ ଫାଟ ଦେଖିବା ପରେ ଅଖ ରେ ବଟମ ଓ କଲମ ଫିଟିଙ୍ଗ କରା ଯାଇଛି । ତେବେ ରଥଯାତ୍ରା କୁ ଆଉ 3 ଦିନ ଥିବା ବେଳେ ଏଭଳି ଫାଟ ହେବା କିଛି ଭଲ ସଙ୍କେତ ନୁହେଁ ।

କିନ୍ତୁ ମନ୍ଦିର ର ପ୍ରଶାସନ ଜୋର ସୋର ରେ ରଥଯାତ୍ରା କୁ ଶୃଙ୍ଖଳିତ ଭାବେ କରିବା ପାଇଁ ଆପ୍ରାଣ ଚେଷ୍ଟା ଚଲାଇଛି । ମନ୍ଦିର ର ପ୍ରଶାସନ କହିଛି କି ରଥଯାତ୍ରା ଚଳିତ ବର୍ଷ ସୁରୁଖୁରୁ ରେ ହେବ । ଏଥିରେ କିଛି ବି ଅସୁବିଧା ହେବ ନାହିଁ । କାରଣ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଛି । ଏପଟେ ରଥଯାତ୍ରା କୁ ଆଉ ମାତ୍ର 3 ଦିନ ଥିବା ବେଳେ ଏଭଳି କିଛି ଦ୍ରୁଶ୍ଯ ହକତା ଙ୍କ ମନକୁ ଆନ୍ଦୋଳିତ କରିଛି ।

ଯଦି ଦେଖିବା ଏହା ପୂର୍ବରୁ ମଧ୍ୟ ଅନେକ ଥର ଶ୍ରୀ ମନ୍ଦିର ଉପରେ ଚୁଲି ଘୂରିବାର ଦେଖିବାକୁ ମିଳିଛି । ଯାହା ଭଲ ସଂକେତ ନୁହେଁ । ମାଳିକା ରେ ଏହା ଲେଖା ରହିଛି କି ରେ ମନ୍ଦିର ଉପରେ ଚିଲ ଉଡିଲେ ବିପଦ ମାଡି ଆସେ । ଯାହା ଆଜି ଧୀରେ ଧୀରେ ସତ୍ୟ ପ୍ରମାଣିତ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।