ଶ୍ରୀମନ୍ଦିର ପତିତପାବନ ବାନାରେ ବସିଲା ଚିଲ.. ମାଡି ଆସୁଛି କି ବିପଦ !

ନମସ୍କାର ବନ୍ଧୁଗଣ । ନୀଳଚକ୍ର ଉପରେ ବସିଲା ଚିଲ । ଯେମିତି କୁହା ଯାଇଥିଲା ମାଳିକା ରେ ଆଜି ସେମିତି କିଛି ଘଟଣା ଘଟୁଛି । ତେବେ କଣ ସତରେ ମାଡି ଆସୁଛି କି ବଡ ବିପଦ ? ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଛି ଶ୍ରୀ ମନ୍ଦିର ର ନୀଳଚକ୍ର ଉପରେ ଚିଲ ଉଡୁ ଥିବା ଦ୍ରୁଶ୍ଯ କୁ । ଆଉ ତା ପରେ ଓଡିଶାରେ ଘଟିଥିଲା ଦୁଇ ଦୁଇ ଟି ଟ୍ରେନ ଦୁର୍ଘଟଣା । ଆଉ ଚାଲି ଯାଇଥିଲା ଶହ ସହ ଲୋକଙ୍କର ଜୀବନ ।

କଣ ଶ୍ରୀ ମନ୍ଦିର ଉପରେ ଚିଲ ଉଡିବା ହେଉ ବା ନୀଳଚକ୍ର ଉପରେ ବସିବା କଣ ଆଗକୁ କିଛି ବଡ ବିପଦ ଆସିବାର ସୂଚନା ରହୁଛି କି ? ଆଉ ଗତ କାଲି ଏଭଳି ପୁଣି ଥରେ ନୀଳଚକ୍ର ଉପରେ ଚିଲ ବସି ଥିବାର ଦ୍ରୁଶ୍ଯ ଦେଖିବାକୁ ମିଳିଥିଲା । ଯାହାକୁ ଦେଖିବା ପରେ ଶ୍ରୀ ମନ୍ଦିର ର ସେବାୟତ ଓ ସାଧାରଣ ଲୋକେ ସମସ୍ତେ ଭୟଭୀତ ହୋଇ ଯାଇଛନ୍ତି । ତେବେ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ସୃଷ୍ଟି ର କର୍ତ୍ତା ।

ସେ କୋଟି କୋଟି ଓଡିଆ ଲୋକଙ୍କର ଦେବତା ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ । ସେହି ଭକ୍ତ ମାନଙ୍କୁ ବଞ୍ଚାଇବା ବା ବିପଦରୁ ଉଧାର କରିବା ଲାଗି ହୁଏ ତ ପ୍ରଭୁ ଜଗନ୍ନାଥ ପୂର୍ବରୁ କିଛି ସଂକେତ ଏଭଳି ଭାବେ ଦେଉଛନ୍ତି । ତେବେ ଶ୍ରୀ ମନ୍ଦିର ନୀଳଚକ୍ର ଉପରେ ଚିଲ ବସିବା ଦ୍ରୁଶ୍ଯ ସମସ୍ତଙ୍କୁ ଆଜି ପୁଣି ଥରେ ଚକିତ କରି ଦେଇଛି । କଣ ହୋଇପାରେ ଏହି ସଙ୍କଟ କଣ ବିପଦ ଆଗକୁ ଆସୁଛି ଏଭଳି ଅନେକ ପ୍ରଶ୍ନ ଏବେ ମନରେ ଉଙ୍କି ମାରୁଛି ।

କଣ ଏହି ଦ୍ରୁଶ୍ଯ କୁ ନେଇ ଶ୍ରୀ ମନ୍ଦିର ର ସେବାୟତ ମାନେ କହିଛନ୍ତି ଏହା ହେଉଛି ଅଶୁଭ ସଂକେତ । ଏଭଳି ନୀଳଚକ୍ର ଉପରେ ଚିଲ ବସିବା କୁଆଡେ ଆସୁଥିବା ବିପଦ କୁ ଦର୍ଶାଉଛି । ତେବେ ପୁବର୍ରୁ ଏଭଳି ଦ୍ରୁଶ୍ଯ ଦେଖିବାକୁ ମିଳି ନାହିଁ । ଅବଶ୍ୟ ନୀଳଚକ୍ର ଉପରେ ଚିଲ ଉଡୁ ଥିବା ଦ୍ରୁଶ୍ଯ କୁ ପୂର୍ବରୁ ରୁ ଦେଖିବାକୁ ମିଳିଛି ।

କିନ୍ତୁ ଦୀର୍ଘ ସମୟ ଧରି ନୀଳଚକ୍ର ର ବାନା ଉପରେ ଗୋଟେ ଚିଲ ବସି ଥିବାର ଦ୍ରୁଶ୍ଯ କେବେ ଦେଖିବାକୁ ମିଳି ନ ଥିଲା । ଯାହା କି ଆଜି ସମସ୍ତଙ୍କୁ ଭୟଭୀତ କରାଇ ଦେଇଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ଆଗାକୁ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର ଓ କମେଣ୍ଟ କରନ୍ତୁ, ଧନ୍ୟବାଦ ।