ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୮ ଏପ୍ରିଲ 2023 ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆଜି ଆପଣଙ୍କ ଜୀବନରେ ଧନ ଆଗମନର ଯୋଗ ରହିଛି । ଚାକିରି କ୍ଷେତ୍ର ରେ ପ୍ରମୋଶନ ମିଳିପାରେ । ବ୍ୟବସାୟରେ ପ୍ରଗତି ହେବ । ଆଜି ଦିନରେ ଆପଣ କାର୍ଯ୍ୟ କ୍ଷେତ୍ର ରେ ଆଲୋଚନା କରିବାରେ ବ୍ୟସ୍ତ ରହିବେ । ଶିକ୍ଷା କ୍ଷେତ୍ର ରେ ଛାତ୍ର ଛାତ୍ରୀ ମାନେ ଉନ୍ନତି କରିବେ । ଆପଣଙ୍କ ଜୀବନରେ ଚାଲେଞ୍ଜ କରିବାର କିଛି ମୂହୁର୍ତ୍ତ ଆସିପାରେ । ତେଣୁ ସତର୍କ ରୁହନ୍ତୁ । ସମାଜରେ ମାନ ସମାନ ବୃଦ୍ଧି ପାଇଁ । ମନରେ ସାକାରାତ୍ମକ ଊର୍ଜା ସୃଷ୍ଟି ହେବ ।
ବୃଷ ରାଶି : ଆପଣଙ୍କୁ ମିତ୍ର ତଥା ପରିଜନ ମାନଙ୍କର ସହଯୋଗ ମିଳିପାରେ । ଆପଣ ମାନସିକ ଚିନ୍ତାରୁ ମୁକ୍ତି ପାଇବେ । ନିଜର ବାଣୀ ଉପରେ ସଂଯମ ରଖନ୍ତୁ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବାର ଯୋଗ ରହିଛି । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବା ସହ ନିବେଶ କରିବେ । ନୂଆ କାମ ଆରମ୍ଭ କରିବା ପାଇଁ ଚିନ୍ତା କରିବେ । ଜୀବନ ସାଥି ଙ୍କ ସହ କୌଣସି କଥାକୁ ନେଇ ଆଲୋଚନା କରିବେ ।
ମିଥୁନ ରାଶି : ଆଜି ଆପଣଙ୍କର ଦିନ ଟି ଅନୁକୂଳ ରହିବ । ଅଟକି ରହିଥିବା ଧନ ଫେରି ପାଇବେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ମନରେ ନୂଆ କାମ ପାଇଁ ଆଗ୍ରହ ସୃଷ୍ଟି ହେବ । ଆଜି କୌଣସି କ୍ଷେତ୍ର ରୁ ଶୁଭ ସମାଚାର ଶୁଣିବାକୁ ଅବସର ମିଳିବ । ମିତ୍ର ମାନଙ୍କ ଗହଣରେ ଆପଣଙ୍କର ଅଧିକ ସମୟ ବିତିବ । କାର୍ଯ୍ୟ କ୍ଷେତ୍ର ରେ ନୂଆ ଦାୟିତ୍ଵ ମିଳିପାରେ । ଶତ୍ରୁ ମାନେ ଆପଣଙ୍କ ଠାରୁ ଦୂରେଇ ରହିବେ । ଛାତ୍ର ଛାତ୍ରୀ ପାଠ ପଢା ରେ ଆଗରେ ରହିବେ ।
କର୍କଟ ରାଶି : ଆପଣଙ୍କର ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ଘରେ ନୂଆ ଅତିଥିଙ୍କ ଆଗମନ ହେବା କାରଣରୁ ମନରେ ପ୍ରସନ୍ନ ରହିବ । ବେପାର ବାଣିଜ୍ୟ କ୍ଷେତ୍ର ରେ ଟଙ୍କା ନିବେଶ କରିବେ ଫାଇଦାରେ ରହିବେ । ମହିଳା ମାନେ ଧାର୍ମିକ କାର୍ଯ୍ୟ ରେ ବ୍ୟସ୍ତ ରହିବେ । ମିତ୍ର ମାନଙ୍କ ସହ ଆପଣ ଦୂର ଜାଗାକୁ ବୁଲିବା ପାଇଁ ପ୍ଳାନ କରିବେ । ସନ୍ତାନ ମାନଙ୍କ ତରଫରୁ ଶୁଭ ସମାଚାର ଶୁଣିବାକୁ ପାଇବେ । ସ୍ୱାସ୍ଥ୍ୟ ଭଲ ରହିବ ।
ସିଂହ ରାଶି : ଆଜି ଆପଣ ଅସହାୟ ଲୋକଙ୍କର ସାହାଜ୍ଯ କରିବାକୁ ଆଗେଇ ଆସିବେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ହେବ । ମାଙ୍ଗଳିକ କାର୍ଯ୍ୟ ଗୃହରେ ଶୁଭାରମ୍ଭ ହୋଇପାରେ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦୂର ହେବ । ଯେଉଁ ମାନେ ବେରୋଜଗାର ଥିଲେ ସେମାନଙ୍କୁ ରୋଜଗାର କରିବାର ନୂଆ ଅବସର ପ୍ରାପ୍ତ ହେବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସାହା ଆପଣଙ୍କର ସମ୍ପର୍କ ନିବିଡ ରହିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ ।
କନ୍ୟା ରାଶି : ଆଜି ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । ଚାକିରି କ୍ଷେତ୍ର ରେ ପ୍ରମୋଶନ ମିଳିବାର ସମ୍ଭାବନା ରହିଛି । ଆଜି ସେହି ସମୟ ଆସିବାକୁ ଯାଉଛି ଯାହାର ପେକ୍ଷା ଆପଣ ଦୀର୍ଘ ଦିନରୁ କରିଥିଲେ । ଆୟ ରେ ବୃଦ୍ଧି ହେବ । କୋର୍ଟ କଚେରୀ ମାମଲାରେ ଆପଣ ସଫଳ ହେବେ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ମାତା ପିତାଙ୍କର ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ ।
ତୁଳା ରାଶି : ଆଜି ଆପଣ କୌଣସି କାରଣ ବଶତ ନୂଆ ଅବସର ପାଇବେ । ଧନ ଲାଭ ହୋଇପାରେ । ଚାକିରି କ୍ଷେତ୍ର ରେ ମାନ ସମାନ ପ୍ରାପ୍ତି ହେବ । ଆପଣଙ୍କୁ କିଛି ଶୁଭ ସମାଚାର ଶୁଣିବାକୁ ମିଳିପାରେ । ବ୍ୟବସାୟ କ୍ଷେତ୍ର ରେ ଆପଣ ଟଙ୍କା ନିବେଶ କରିବା ସହ ନୂଆ ଯୋଜନା ପ୍ରସ୍ତୁତ କରିବେ । ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ସଫଳ ହେବେ । ମାତା ପିତାଙ୍କ ସହଯୋଗ ପାଇବେ । ଭାଇ ଭଉଣୀଙ୍କ ଠାରୁ ଆର୍ଥିକ ସାହାଜ୍ଯ ପାଇବେ ।
ବିଛା ରାଶି : ଏହି ରାଶିର ଲୋକ ମାନଙ୍କର ଆୟ ରେ ବୃଦ୍ଧି ହେବ । କାର୍ଯ୍ୟ କ୍ଷେତ୍ର ରେ ବ୍ୟସ୍ତ ରେ ରହିବେ । ମନରେ ନୂଆ କାମ କରିବା ପାଇଁ ଆଗ୍ରହ ସୃଷ୍ଟି ହେବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ସମାଜରେ ଯଶ ଓ କ୍ୟାତି ବୃଦ୍ଧି ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ର ରେ ଉନ୍ନତି ହେବ । ମହିଳା ମାନେ ମାଙ୍ଗଳିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ଧନୁ ରାଶି : ଆପଣଙ୍କର ବେପାର ବାଣିଜ୍ୟ କ୍ଷେତ୍ର ରେ ଉନ୍ନତି ହେବ । କାର୍ଯ୍ୟ କ୍ଷେତ୍ର ରେ ଆପଣ ସଫଳ ହେବେ । ଶିକ୍ଷା କ୍ଷେତ୍ର ରେ ଛାତ୍ର ଛାତ୍ରୀ ମାନେ ସଫଳ ହେବେ । ବିଜନେସ ରେ ଆପଣ ନୂଆ ଯୋଜନା ଆରାମ୍ଭ କରିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ମହିଳା ମାନେ ନିଜ ପାଇଁ ନୂଆ ଉପହାର କ୍ରୟ କରିବେ । ପ୍ରତିଯୋଗୀ ପରୀକ୍ଷା ରେ ପିଲା ମାନେ ଆଗରେ ରହିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ସମ୍ପର୍କ ଉତ୍ତମ ରହିବ । ପ୍ରେମ ଜୀବନରେ ଆପଣଙ୍କର ସମୟ ଭଲ ରହିବ ।
ମକର ରାଶି : ଏହି ରାଶିର ଲୋକ ମାନଙ୍କର ଆୟ ରେ ବୃଦ୍ଧି ହେବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହଯୋଗ ପାଇବେ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ଅନୁସରଣ କରିବେ । ପ୍ରେମ କ୍ଷେତ୍ର ରେ ଆପଣ ମନ କଥା ସାଥିଙ୍କୁ କହି ପାରିବେ । ଆପଣଙ୍କୁ ଆଜି ନୂଆ ଅବସର ପ୍ରାପ୍ତ ହୋଇପାରେ । ଆପଣଙ୍କ ଜୀବନର ସବୁ ବାଧା ଦୂର ହେବ । ସ୍ୱାସ୍ଥ୍ୟ ଭଲ ରହିବ ।
କୁମ୍ଭ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଧାର୍ମିକ କାର୍ଯ୍ୟ ରେ ଯୋଗ ଦେବେ । ମନରେ ସାକାରାତ୍ମକ ଊର୍ଜା ସୃଷ୍ଟି ହେବ । ଚାକିରି କ୍ଷେତ୍ର ରେ ପ୍ରମୋଶନ ମିଳିବାର ସମ୍ଭାବନା ରହିଛି । ଯେଉଁ ମାନେ ବେରୋଜଗାର ଅଛନ୍ତି ସେମାନଙ୍କୁ ଚାକିରି କରିବାର ଅବସର ମିଳିବ । ପ୍ରେମ ମାମଲା ରେ ଆପଣ ନିଜ ସାଥି ସହ ବୁଲିବା ପାଇଁ ପ୍ଳାନ କରିବେ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦୂର ହେବ । ମାତା ପିତା ଙ୍କ ସହଯୋଗ ଆପଣ ପାଇବେ ।
ମୀନ ରାଶି : ଏହି ରାଶିର ଲୋକ ମାନଙ୍କର ଆଜି ଦିନ ଟି ଅନୁକୂଳ ରହିବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ କୌଣସି କଥାକୁ ନେଇ ଆଲୋଚନା କରିବେ । ସନ୍ତାନ ସୁଖ ପ୍ରାପ୍ତ ହେବାର ଯୋଗ ରହିଛି । କୌଣସି କ୍ଷେତ୍ର ରୁ ଧନ ଲାଭ ହୋଇପାରେ । ଆୟ ରେ ବୃଦ୍ଧି ହେବ । ବେପାର କ୍ଷେତ୍ର ରେ ଖାସ ବ୍ୟକ୍ତିଙ୍କ ସହ ଭେଟ ହୋଇପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।