ମଙ୍ଗଳବାର ଦିନ କରନ୍ତୁ ଏହି ଛୋଟିଆ ଉପାୟ, ତା ପରେ ଦେଖନ୍ତୁ ଚମତ୍କାର… ଘରେ ହେବ ଧନର ବର୍ଷା, ମିଳିବ ସମସ୍ତ କରଜରୁ ମୁକ୍ତି

ଆପଣ ମାନେ ଜାଣିଥିବେ ବହୁତ ଲୋକଙ୍କର ବହୁତ ଦିନ ଧରି ଆର୍ଥିକ ସମସ୍ୟା ଦେଖା ଯାଏ । ଏହାର କାରଣ ହେଉଛି ଆପଣଙ୍କର ମଙ୍ଗଳ ଗ୍ରହରେ ଥିବା କିଛି ଦୋଷ ଯୋଗୁଁ ଏହା ହୋଇଥାଏ । ଏବଂ ଯେଉଁ ଲୋକଙ୍କର ମଙ୍ଗଳ ଗ୍ରହ କମ୍ଜୋର ଥାଏ ସେମାନଙ୍କର ଧନ ଓ ମାନ ହାନି ହୋଇଥାଏ । ଯଦି ଆପଣଙ୍କର ଜୀବନରେ ଏହି ପରି କିଛି ଅସୁବିଧା ଦେଖା ଦେଉଥିବ ତେବେ ଆପଣ ଆଜି ଏକ ବହୁତ ଭଲ ଉପାୟ ନେଇ ଆସିଛୁ ଯାହାକି ଆପଣ ସେହି ଉପାୟ କରିବା ଫଳରେ ବହୁତ ଶୀଘ୍ର ଏଥିରୁ ମୁକ୍ତି ପାଇ ପାରିବେ । ମଙ୍ଗଳ ଗ୍ରହକୁ ଶାନ୍ତି କରିବାକୁ ହେଲେ ଆପଣଙ୍କୁ ଏକ ଛୋଟ ଉପାୟ କରିବାକୁ ପଡିବ ।

ଯଦି ଆପଣଙ୍କୁ ଲାଗୁଛି ନିଜର କୌଣସି କାମ ହେଉ ନାହିଁ । ଆପଣ ବହୁତ ଅସୁବିଧା ଭୋଗ କରୁଛନ୍ତି ସେଥିରୁ ମୁକ୍ତି ପାଇବା ପାଇଁ ଆମେ ଆଜି କିଛି ଉପାୟ କହିବୁ । ଆପଣଙ୍କୁ ଏହି ଉପାୟ ମଙ୍ଗଳ ବାର ଦିନ କରିବାକୁ ଅଛି । ଆପଣ ଅଳ୍ପ ଗୁଡ ଆଣନ୍ତୁ ଓ ଆଉ ଏକ ଲାଲୀ ରଙ୍ଗର ଛୋଟ କପଡା ରଖନ୍ତୁ । ଏହାପରେ ଆପଣ ଏଥିରେ ଏକ ମୁଦ୍ରା ରଖୀ ଦିଅନ୍ତୁ । ସେହି ଜିନିଷକୁ ନେଇ ଏକ ନଦୀରେ ନେଇ ଭସାଇ ଦିଅନ୍ତୁ ।

ଏହି ଗୁଡ ଯେପରି ତରଳି ଯାଉଥିବ ସେହି ଭଳି ଆପଣଙ୍କର ଥିବା ଗ୍ରହ ମଧ୍ୟରେ କିଛି ଦୁବିଧା ସବୁ ସେହି ଭଳି ମଧ୍ୟ ପରିବର୍ତନ ହେବାକୁ ଲାଗିବ । ଯେଉଁ ମାନେ ପାଠ ପଢୁଛନ୍ତି ଓ ଯେଉଁ ମାନେ ଚାକିରିର ସମସ୍ୟାରେ ଅଛନ୍ତି । ତାଙ୍କ କୁଣ୍ଡଳୀରେ କିଛି ଦୋଷ ଥିବା ହେତୁ ଏହିପରି ହୋଇଥାଏ । ଆପଣ ମଙ୍ଗଳ ବାର ଦିନ ନିଜ ହାତରେ ଏକ ଗାଈକୁ ଗୁଡ ଖାଇବାକୁ ଦିଅନ୍ତୁ ।

ଯଦି ଗାଈ ଆପଣଙ୍କର ହାତକୁ ଚାଟିବ ତେବେ ଆପଣ ଜାଣିବେ ଆପଣଙ୍କର ଏବେ ସବୁ ମନ କାମନା ପୂର୍ଣ ହୋଇଯିବ । ଆପଣ ନିଜେ ଜାଣି ପାରୁଥିବେ କି କୌଣସି ଜିନିଷ ନଥିବେ ହେଲେ ଆପଣ ଝୁଣ୍ଟି ପଡଥିବେ । ଏହା କେବଳ ମଙ୍ଗଳ ଦୋଷ ଯୋଗୁଁ ହିନ ହୋଇଥାଏ । ଯଦି ଆପଣ କୌଣସି ଏକ ମଙ୍ଗଳ ବାର ଦିନ ହନୁମାନଙ୍କ ମନ୍ଦିରକୁ ଯାଇ ଗୁଡକୁ ପାଞ୍ଚୋଟି ଛୋଟ ଛୋଟ ଗୁଲା କରି ତାଙ୍କ ପାଖରେ ନେଇ ସମର୍ପଣ କରନ୍ତୁ ଓ ଏହାକୁ ପ୍ରସାଦ ରୂପରେ ଆପଣ କ୍ଷାନ୍ତୁ ଓ ଅନ୍ୟ ମଧ୍ୟ ଦିଅନ୍ତୁ ।

ଆପଣ ନିଜେ ଜାଣି ପାରିବେ କି ନିଜର ହେଉଥିବା ଦୁର୍ଘଟଣା ଆଉ ହେବ ନାହିଁ । ବେଳେ ବେଳେ ଆପଣ ଜାଣୂଥିବେ କି ନିଜର ଆର୍ଥିକ ସମସ୍ୟା ବହୁତ ଦିନ ଧରି ରହିଥାଏ । ଆପଣ କରଜରେ ବହୁତ ଦିନ ଧରି ବୁଡି ରହିଛନ୍ତି । ଯେଉଁ ଗୁଡକୁ ଆପଣ ହନୁମାନ ମନ୍ଦିରରେ ଦେଇଥିବେ ସେହି ଗୁଡକୁ ଆପଣ ଅନ୍ୟ ମାନଙ୍କୁ ତ ବାଣ୍ଟିବେ କିନ୍ତୁ ସେହି ଗୁଡକୁ ଆଉ ଆପଣ ନଖାଇ ସେହି ଗୁଡକୁ ଆପଣ କୌଣସି ଏକ ଗାଈକୁ ଖାଇବାକୁ ଦିଅନ୍ତୁ ।

ଆପଣଙ୍କ ଘରେ ବହୁତ ଥର ଝଗଡା ହେଉଛି ଓ କିଛି ସମସ୍ୟା ଦେଖା ଯାଉଛି ସେହି ସମୟରେ ଆପଣ ଏକ ଉପାୟ କରନ୍ତୁ । କୌଣସି ଏକ ମଙ୍ଗଳବାର ଦିନ ଆପଣ ନିଜ ଘରେ ଥିବା ମାଟି ସ୍ଥାନରେ ଆପଣ ଅଳ୍ପ ଗୁଡ ନେଇ ସେଠାରେ ପୋତି ଦିଅନ୍ତୁ । ଆପଣ ଦେଖିବେ ଘରର ସୁଖ ସମୃଦ୍ଧି ବଢିବ ଓ ଝଗଡା ମଧ୍ୟ ବନ୍ଦ ହୋଇଯିବ । ଯେଉଁ ସମୟରେ ଗୁଡ ନେଇ ମନ୍ଦିରକୁ ଯିବେ ସେହି ସମୟରେ ଏକ ତୁଲସୀ ପତ୍ର ନେଇ ଯିବେ ।