ଆଜିର ପ୍ରତିଯୋଗୀତା ମୂଳକ ଯୁଗରେ ଯୁବପିଢିଙ୍କ ମଧ୍ୟରେ ସାମାନ୍ଯ ଜ୍ଞାନ ରହିବା ଅତ୍ୟନ୍ତ ଜରୁରୀ । ଆଜିକାଲି ଯେକୌଣସି ସରକାରୀ ଓ ବେସରକାରୀ ଚାକିରି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ । ଏପରିକି ବେପାର କରୁଥିବା ବ୍ୟକ୍ତିଙ୍କର ମଧ୍ୟ ସାଧାରଣ ଜ୍ଞାନ ଥିବା ଅତ୍ୟନ୍ତ ଜରୁରୀ ହୋଇଗଲାଣି । ଏଭଳି ସ୍ଥଳେ ଆପଣଙ୍କ ସାଧାରଣ ଜ୍ଞାନ ପରୀକ୍ଷା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ।
1- ଦୁନିଆର ସବୁଠୁ ସୁନ୍ଦର ପକ୍ଷୀ କିଏ ?
ଉ: ଗୋଲ୍ଡେନ ଫିଜାଣ୍ଟ ସବୁଠୁ ସୁନ୍ଦର ପକ୍ଷୀ ।
2- ଦୁନିଆର ସବୁଠୁ ଅଧିକ ବାଘ କେଉଁ ଦେଶରେ ଦେଖିବାକୁ ମିଳେ ?
ଉ: ଭାରତ ରେ ସବୁଠୁ ଅଧିକ ବାଘ ଅଛନ୍ତି ।
3- ଗୋଟିଏ ଘୁଷୁରି ଗୋଟିଏ ଦିନରେ କେତେ ଲିଟର ପାଣି ପିଇପାରେ ?
ଉ: 50 ଲିଟର ପାଣି ।
4- ସୁନା ଦରରେ ବୃଦ୍ଧି ଏବଂ ହ୍ରାସ କେଉଁଠାରୁ କଣ୍ଟ୍ରୋଲ କରାଯାଏ ?
ଉ: ଲଣ୍ଡନ ଠାରେ କରାଯାଏ ।
5- ବିଶ୍ଵର କେଉଁ ନଦୀର ପାଣି ସର୍ବଦା ଗରମ ରହିଥାଏ ?
ଉ: ନୀଳ ନଦୀର ପାଣି ।
6- ଗୁଜୁରାଟ ର ରାଜଧାନୀ କେଉଁଟି ?
ଉ: ଗାନ୍ଧୀନଗର ଗୁଜୁରାଟ ର ରାଜଧାନୀ ।
7- ନିରାଜ ଚୋପ୍ରା କେଉଁ ଖେଳ ସହ ସମ୍ବନ୍ଧିତ ଅଟନ୍ତି ?
ଉ: ଜାଭେଲିନ ଥ୍ରୋ ସହ ।
8- ଭାରତର କେଉଁ ରାଜ୍ୟକୁ କୋଇଲାର ଭଣ୍ଡାର ବୋଲି କୁହାଯାଏ ?
ଉ: ଝାଡଖଣ୍ଡ ରାଜ୍ୟରେ ସବୁଠୁ ଅଧିକ କୋଇଲା ଉତ୍ପାଦନ ହୁଏ ।
9- ଭାରତରେ ପ୍ରଥମ ଥର ପାଇଁ ଜନତା କର୍ଫ୍ଯୁ କେବେ ଲାଗିଥିଲା ?
ଉ: 22 ମାର୍ଚ୍ଚ 2020 ରେ ।
10- ଭାରତର ଏମିତି କେଉଁ ରାଜ୍ୟ ରହିଛି ଯାହା କେବେ ହେଲେ ଇଂରେଜଙ୍କ ଗୁଲାମି କରିନାହିଁ ?
ଉ: ଗୋଆ ।
11- ଇନ୍ଦ୍ରଧନୁ ମଝିରେ କେଉଁ ରଙ୍ଗ ଥାଏ ?
ଉ: ସବୁଜ ରଙ୍ଗ ।
12- ପେଚା ନିଜ ମୁଣ୍ଡ କେତେ ଡିଗ୍ରୀ ଯାଏଁ ବୁଲେଇ ପାରେ ?
ଉ: 270 ଡିଗ୍ରୀ ।
13- ଭାରତର କେଉଁ ରାଜ୍ୟରେ ସବୁଠୁ ଶସ୍ତାରେ ପେଟ୍ରୋଲ ମିଳେ ?
ଉ: ଗୋଆ ।
14- ଭାରତରେ ରେଳ ପ୍ରଥମେ କେବେ ଚାଲିଥିଲା ?
ଉ: 1853 ମସିହାରେ ।
15- କେଉଁ ଦେଶକୁ ମିନି ପଞ୍ଜାବ ବୋଲି କୁହାଯାଏ ?
ଉ: କାନାଡା ।
16- ମସଲା ମାନଙ୍କର ରାଣୀ କାହାକୁ କୁହାଯାଏ ?
ଉ: ଇଲାଇଚି ।
17- କେଉଁ ପଶୁ ଭୋଜନ କରିବା ବେଳେ ଆଖିରୁ ଲୁହ ଝରାଏ ?
ଉ: କୁମ୍ଭୀର ।
18- କେଉଁ ବ୍ଲଡ଼ ଗ୍ରୁପର ଲୋକଙ୍କୁ ମଶା ବହୁତ କମ୍ କାଟନ୍ତି ?
ଉ: A ବ୍ଲଡ଼ ଗ୍ରୁପ ।
19- ଭାରତରେ ଶିକ୍ଷକ ଦିବସ କେବେ ପାଳନ କରାଯାଏ ?
ଉ: 5 ସେପ୍ଟେମ୍ବର ।
20- ଚୁଇଙ୍ଗମ ଚୋବାଇବା ଦ୍ଵାରା କେଉଁ ରୋଗ ଠିକ ହୋଇଥାଏ ?
ଉ: ସ୍ମରଣ ଶକ୍ତି ଠିକ ହୋଇଥାଏ ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।