ଆଜିର ରାଶିଫଳ, 24 ଫେବୃୟାରୀ 2023, ଶୁକ୍ରବାର, ମା ସନ୍ତୋଷୀଙ୍କ ଆଶୀର୍ବାଦ ରହିବ ଏହି ୩ଟି ରାଶି ଉପରେ, ଆର୍ଥିକ ସଙ୍କଟରୁ ମିଳିବ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୪ ଫେବୃୟାରୀ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଜୀବନ ସାଥି ତଥା ପାରିବାରିକ ସଦସ୍ୟ ଙ୍କ ଅଧିକ ସମୟ ବିତାଇବାର ଜରୁରତ ଅଛି । ଚାକିରି ସହ ଜଡିତ ଜାତକ ଙ୍କ ପ୍ରଶଂସା ଭେବ । ପରିବାରର ସବୁ ଲୋକ ମନୋରଞ୍ଜନ ପ୍ରତି ରୁଚି ନେବେ ଯାହା ଦ୍ଵାରା ଘରର ବାତାବରଣ ସୁଖମୟ ରହିବ । ନିଜର ଦାୟିତ୍ଵ କୁ ଅଣଦେଖା କରନ୍ତୁ ନାହି । କିଛି ଲୋକଙ୍କ ସହ ମନାନ୍ତର କରନ୍ତୁ ନାହି । ସାମାଜିକ ଲୋକପ୍ରିୟତା ପ୍ରାପ୍ତ କରିବାର ଶୁଭ ସଂକେତ ରହିଛି ।

ବୃଷ ରାଶି : ଆପଣଙ୍କୁ ଶୁଭ ସମାଚାର ପ୍ରାପ୍ତ ହେବ । ଆପଣ ନିଜର କର୍ମଠତା ଦ୍ଵାରା ମହତ୍ଵ ପୂର୍ଣ୍ଣ କାର୍ଯ୍ୟ ପୁରା କରିବେ । ଚାକିରି ରେ ଆଜି ଅଧିକାରୀ ମହତ୍ଵ ପୂର୍ଣ୍ଣ ଦାୟିତ୍ଵ ଦେବେ । ଘରେ ପରିବର୍ତ୍ତନ କରିବାର ସମ୍ଭାବନା ଅଛି । ଘର କ୍ରୟ କରିବାକୁ ପ୍ରୟାସ କରୁଥିଲେ ଆଜି ଦିନରେ ଏହି କାମ ପାଇଁ ବେହତର ହେବ । ନୂତନ ଅବସର ର ଲାଭ ଉଠାଇବାକୁ ଚେଷ୍ଟା କରନ୍ତୁ । ଆପଣ ବନ୍ଧୁ ଙ୍କ ସାହାଜ୍ଯ ନେବେ । ସ୍ୱାସ୍ଥ୍ୟ ଠିକ ରହିବ । ଆଜି ଚାକିରି ରେ ପ୍ରମୋଶନ ମିଳିବ ।

ମିଥୁନ ରାଶି : କୌଣସି ବଡ ସମସ୍ୟାର ନିରାକରଣ ହେବ । ବ୍ୟାପାରୀ ଙ୍କ ବ୍ୟବସାୟରେ ଲାଭବାନ ରହିବେ । ଧ୍ୟାନ ରଖିବେ ଦରକାର ଠାରୁ ଅଧିକା କାହା ଉପରେ ଭରସା କରନ୍ତୁ ନାହି । ନିଜକୁ ଚିନ୍ତା ରୁ ମୁକ୍ତ ରଖିବା ପାଇଁ ନିଜର ପ୍ରିୟଜନ ଙ୍କ ସହ କିଛି ସମୟ ବିତାନ୍ତୁ । ଆପଣ ନୂଆ କାମ ଉପରେ ବିଚାର କରିବେ । ଆଜି ଦିନ ଟି ଉନ୍ନତିକାରକ ଓ ଆୟ ସମ୍ପତି ପାଇଁ ଶୁଭ ରହିବାର ଅଛି । ନିରାଶା ରୁ ବଞ୍ଚିତ ରୁହନ୍ତୁ ।

କର୍କଟ ରାଶି : ସ୍ତ୍ରୀ ଙ୍କ ତରଫରୁ ଭଲ ଖବର ପ୍ରାପ୍ତ ହେବ । ବିବାହ ଯୋଗ୍ୟ ଯୁବତୀ ଯୁବକ ଙ୍କ ପାଇଁ ବିବାହ ଯୋଗ ର ନିର୍ମାଣ ହେବ । ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଗିଡି ପାରେ । ଆପଣଙ୍କୁ ଆପଣଙ୍କ ଜୀବନରେ ଅପାର ସଫଳତା ମିଳିବାର ଯୋଗ ଅଛି । କାର୍ଯ୍ୟ କ୍ଷେତ୍ର ରେ ବନ୍ଧୁ ଙ୍କ ସହଯୋଗ ଦ୍ଵାରା ଅନୁକୂଳତା ପ୍ରାପ୍ତ ହେବ । ଆଜି ଆପଣ ବୁଦ୍ଧି ଓ ବିବେକ ଦ୍ଵାରା ଯାହା ନିସ୍ପତି ନେବେ ସେଥିରେ ସଫଳତା ପ୍ରାପ୍ତ ହେବ ।

ସିଂହ ରାଶି : ଆଜି ଆପଣ କାହା ସହ ମହତ୍ଵ ପୂର୍ଣ୍ଣ ଆଲୋଚନା କରିବେ । ଏହି ଆଲୋଚନା ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ଆଣିବା । ଘରୋଇ ବାତାବରଣ ସୁଖ ଶାନ୍ତି ରହିବ । ଅଜଣା ବ୍ୟକ୍ତି ସହ ଟଙ୍କା ଲେନଦେନ ସମୟରେ ସତର୍କ ରୁହନ୍ତୁ । ଆପଣ ଆଦର, ପ୍ରତିଷ୍ଠା ତଥା ଚାକିର ରେ ଉଚ୍ଚ ପଦ ପ୍ରାପ୍ତ କରିବେ । ପାର୍ଟନର ଆପଣଙ୍କର କିଛି ଖର୍ଚ୍ଚ କରି ପାରନ୍ତି । ଆପଣ ପିଲାଙ୍କୁ ଉଚିତ ସମୟ ଦେବେ । ଆଜି ଆପଣଙ୍କ ଆତ୍ମବିଶ୍ଵାସ ବଢିବ ।

କନ୍ୟା ରାଶି : ଆର୍ଥିକ ରୂପରେ ଆଜି ଦିନ ଟି ଭଲ ରହିବ । ଆଜି ବ୍ୟବସାୟରେ କିଛି ନୂଆ କରିବାର ବିଚାର କରିବେ ଓ ତାହାର ଲାଭ ଅବଶ୍ୟ ହେବ । ସନ୍ତାନ ପକ୍ଷ ର ପୂର୍ଣ୍ଣ ଶିକ୍ଷା ବା ସହଯୋଗ ପ୍ରାପ୍ତ ହେବ । ପ୍ରେମୀ ଙ୍କ ପ୍ରେମରେ ଆସିଥିବା ଭୁଲ ବୁଝାମଣା ଏବେ ଦୂର ହେବ । ସନ୍ତାନ ଙ୍କ ପ୍ରଗତି ହେବ । ପରିବାର ଲୋକଙ୍କ ସହ ବାଦ ବିବାଦ ହୋଇପାରେ ।

ତୁଳା ରାଶି : ପରିବାରରେ ହସ ଖୁଶିର ମାହୋଲ ରହିବ । ପୁରୁଣା କଥାକୁ ନ ଭାବି ନିଜର ବିଚାର କୁ ସନ୍ତୁଳନ ବଜାୟ ରଖିବାକୁ ଚେଷ୍ଟା ଅକରନ୍ତୁ । ପୁରୁଣା କଥାକୁ ସଂପୂର୍ଣ୍ଣ ରୂପରେ ଭୁଲ ଯାଆନ୍ତୁ । ଆଜି ଉନ୍ନତି ର କୌଣସି ଅବସର ହାତରୁ ଯିବାକୁ ଦିଅନ୍ତୁ ନାହି । କୌଣସି ଛୋଟ ଚାନ୍ସ ଆପଣଙ୍କୁ ମାଲାମାଲ କରିପାରେ । ଆପଣଙ୍କୁ ଶାରୀରିକ ପୀଡା ହୋଇପାରେ । ନିଜର କୌଣସି କାମ ପୁରା କରିବାକୁ ଯାତ୍ରା କରିବାକୁ ପଡିପାରେ ।

ବିଛା ରାଶି : ଯେଉଁଥି ରେ ଆପଣ ସଫଳତା ପ୍ରାପ୍ତ କରିବେ । ଆଜି ଆପଣଙ୍କର ପୁରୁଣା ଅବିବାଦ ଶେଷ ହେବ । ପରିବାରର ସଦସ୍ୟ କିଛି ଭୁଲ ବ୍ୟବହାର କରିବେ । କାର୍ଯ୍ୟ ପ୍ରଣାଳୀ ର ପ୍ରଶଂସା ମିଳିବ । ଆପଣ ନିଜର ବ୍ୟକ୍ତିଗତ ଜୀବନ ଓ ପାରିବାରିକ ଜୀବନରେ ସନ୍ତୁଳନ ବନାଇବାରେ ସଫଳ ହେବେ । ଆପଣଙ୍କ କାରଣରୁ ପରିବାରରେ ଖୁସି ପୂର୍ଣ୍ଣ ବାତାବରଣ ରହିବ ।

ଧନୁ ରାଶି : ଆୟରେ ବୃଦ୍ଧି ହେବ । ପ୍ରେମ ପ୍ରସଙ୍ଗ ର ଅବସର ସହଜ ପ୍ରାପ୍ତ ହେବ । ବ୍ୟବସାୟ ଅନୁକୂଳ ରହିବ । ଯଦି ଭଉଣୀ ଙ୍କ ବିବାହରେ ବାଧା ଆସୁଥିଲା ତାହା ଆଜି ଦୂର ହେବ । ପିଲାଙ୍କ ସ୍ୱାସ୍ଥ୍ୟ କାରଣରୁ ଚିନ୍ତା ରେ ରହିବେ । ଅପାନଙ୍କୁ ପଇସାର ଲାଭ ହେବ । ଅନ୍ୟ ଲୋକଙ୍କ ବିଚାର ର ପ୍ରେସର ନିଜ ଉପରେ ନିଅନ୍ତୁ ନାହି । ନଚେତ ଏହା କାରଣରୁ ଆପଣ ନେଇଥିବ ନିସ୍ପତି ରେ ପରିବର୍ତ୍ତନ ହୋଇପାରେ ।

ମକର ରାଶି : ଆପଣ କିଛି ଏମିତି ବସ୍ତୁ ପ୍ରାପ୍ତ କରିବେ ଯାହାର ଇଚ୍ଛୁକ ଆପଣ ଅନେକ ସମୟରୁ ଥିଲେ । ସମୟର ଅପବ୍ୟବହାର କରନ୍ତୁ ନାହି । ଫିଟେନ୍ସ ଓ ମନ ର ଶାନ୍ତି ପାଇଁ ୱାର୍କ ଆଉଟ ଉପରେ ଧ୍ୟାନ ଦିଅନ୍ତୁ । ନିଜର ଲକ୍ଷ୍ୟ ପ୍ରତି ଆତ୍ମବିଶ୍ଵାସ ରେ ଆଗକୁ ବଢିବେ । ଆଜି ଦିନ ଟି ଆପଣଙ୍କ ପାଇଁ ଶ୍ରେଷ୍ଠ ରହିବ । ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଆପଣ ନିଜ ପରିବାରରେ ସୁଖ ଶାନ୍ତି ବଜାୟ ରଖିବାରେ ସଫଳ ହେବ । ଶତ୍ରୁ ସାନ୍ତ ରହିବେ ।

କୁମ୍ଭ ରାଶି : କୌଣସି ପ୍ରଭାବଶାଳି ବ୍ୟକ୍ତି ଙ୍କ ସହଯୋଗରେ କାର୍ଯ୍ୟ ର ବାଦାହ ଦୂର ହେବ । ଶ୍ଵଶୁର ଘର ପକ୍ଷରୁ ସହାୟତା ପ୍ରାପ୍ତ ହେବ । ଆଜି ଦିନର ଆରମ୍ଭ ଖୁବ ଜୋର ସୋର ରେ ହେବ । ପାରିବାରିକ ମାମଲା ରେ ସତର୍କ ରୁହନ୍ତୁ । ସମ୍ପର୍କରେ ସୁଧାର ଆସିବ । ଯଦି ଆପଣ କାହା କଥାରେ ପଡନ୍ତି ତେବେ ପରେ ସମସ୍ଯା ହୋଇପାରେ । ଛୋଟ ବ୍ୟାପାରୀ ଙ୍କୁ ଧନ ନିବେଶ କରିବାରୁ ବଞ୍ଚିତ ରହିବାକୁ ହେବ ।

ମୀନ ରାଶି : କିଛି ଅଭ୍ଯାସ ରେ ସୁଧାର ଆଣିବା ପାଇଁ ଆଜି ଦିନ ଟି ବେହତର ହେବ । ବିବାହିତ ଜୀବନ ସୁଖମୟ ହେବ ତଥା ପୁରୁଣା ମତଭେଦ ଦୂରେ ହେବ । ଆଜି ବ୍ୟାପାର କ୍ଷେତ୍ରରେ ଆପଣଙ୍କୁ ଅପାର ଲାଭ ହେବ । ବିତ୍ତୀୟ ସ୍ତର ରେ ଦିନ ଭଲ ରହିବ । ଯଦି ଆପଣଙ୍କର କିଛି ସମ୍ପତି ରେ ବାଦ ବିବାଦ ଲମ୍ବା ସମୟରୁ ଚାଲିଛି ତେବେ ତାହା ଆଜି ଶେଷ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।