ଲେଡି IPS ଙ୍କ ସିଙ୍ଘମଗିରିକୁ ନେଇ ଚାରିଆଡେ ଚର୍ଚ୍ଚା, ପ୍ରଥମ ପୋଷ୍ଟିଂରେ ହିଁ କରିଦେଲେ କିଛି ଏମିତି ଆପଣ ବି ଶୁଣିଲେ ପ୍ରଶଂସା ନ କରି ରହି ପାରିବେନି !

ଆଇପିଏସ ବୃନ୍ଦା ଶୁକ୍ଲାଙ୍କୁ ନେଇ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଜୋରରେ ଚର୍ଚ୍ଚା ଚାଲିଛି । ଏହି ଲେଡି ଆଇପିଏସଙ୍କ ସିଙ୍ଘମଗିରି ସମସ୍ତଙ୍କୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଏହି ଆଇପିଏସ ଙ୍କ କଥା ଯିଏ ଶୁଣୁଛି ସିଏ ତାଙ୍କ ତାରିଫ କରୁଛି । କାହିଁକି ନା ଆଇପିଏସ ବୃନ୍ଦା ଉତ୍ତର ପ୍ରଦେଶର ବାହୁବଳି ବିଧାୟକ ମୁକ୍ତାର ଅନସାରୀଙ୍କ ବୋହୂଙ୍କୁ ଜେଲ ଭିତରୁ ଗି-ର-ଫ କରିଛନ୍ତି । ଆଇପିଏସ ବୃନ୍ଦା ଏବେ ଚିତ୍ରକୋଟ ଜିଲ୍ଲାର ଏସପି ଥିବାବେଳେ ତାଙ୍କ ହାତରେ ସଂପୂର୍ଣ୍ଣ ଜିଲ୍ଲାର ଆଇନ ଶୃଙ୍ଖଳା ବ୍ୟବସ୍ଥା ରହିଛି ।

ଗତ କିଛିଦିନ ହେବ ଚିତ୍ରକୋଟ ଜେଲରେ କିଛି ହେରଫର କାମ ହେଉଥିବା ନେଇ ତାଙ୍କୁ ସୂଚନା ମିଳିଥିଲା । ଯାହାପରେ ସୁଜୋଡ ଉଣ୍ଡି ଏସପି ବୃନ୍ଦା ଯେଉଁ ଆକ୍ସନ ନେଇଛନ୍ତି ତାହା ସମସ୍ତଙ୍କୁ ଚମକାଇ ରଖିଦେଇଛି । ପ୍ରାଇଭେଟ ଗାଡି ଏବଂ ସାଧା ପୋଷାକରେ ଜେଲରେ ପଶି ଚଢାଉ କରିବା ସହ ଜଣେ ପ୍ରଭାବଶାଳୀ ବିଧାୟକଙ୍କ ବୋହୂକୁ ଜେଲ ଭିତରୁ ହିଁ ସେ ଗି-ର-ଫ କରି ନେଇଛନ୍ତି । ୟୁପି ର ବାହୁବଳି ବିଧାୟକ ମୁକ୍ତାର ଅନସାରୀଙ୍କ ପୁଅ ଆବାସ ଅନସାରୀ ଏବେ ଜେଲରେ ଅଛନ୍ତି ।

ଆଉ ଆବାସଙ୍କ ପତ୍ନୀ ନିଖତ ପ୍ରତିଦିନ ତାଙ୍କୁ ଭେଟିବାକୁ ଜେଲକୁ ଯାଉଥିଲେ, କିନ୍ତୁ ନିୟମ ଅନୁସାରେ ଏହି ଦେଖା ସାକ୍ଷାତ ହେଉ ନଥିଲା । ଉଭୟ ଗୋଟିଏ ବନ୍ଦ ରୁମ୍ ରେ ଦେଖା ସାକ୍ଷାତ କରୁଥିବା ବେଳେ ତାଙ୍କ ପାଖରେ ମୋବାଇଲ ରହୁଥିବା ନେଇ ମଧ୍ୟ ଜଣା ପଡିଥିଲା ।

ଏଭଳି ଖବର ମିଳିବା ମାତ୍ରେ ତୁରନ୍ତ ଆକ୍ସନ ନେଇ ବିଧାୟକଙ୍କ ବୋହୂକୁ ଆଇପିଏସ ବୃନ୍ଦା ଗି-ର-ଫ କରି ନେଇଛନ୍ତି । ଆଉ ଏହି ଘଟଣା ତାଙ୍କୁ ରାତାରାତି ଚର୍ଚ୍ଚାର ପରିସରକୁ ନେଇ ଆସିଛି । ଅଧିକାଂଶ ସମୟରେ ଆଇପିଏସ ବୃନ୍ଦା ଶୁକ୍ଲାଙ୍କୁ ନେଇ ସୋ-ସି-ଆ-ଲ ମି-ଡି-ଆ-ରେ ଚର୍ଚ୍ଚା ଚାଲିଥାଏ । ହେଲେ ଏବେ ତାଙ୍କ ଡବଙ୍ଗ ଷ୍ଟାଇଲ ଯୋଗୁଁ ଚାରିଆଡେ ଲୋକେ ତାଙ୍କ କଥା ଚର୍ଚ୍ଚା କରୁଛନ୍ତି ।

ଆଇପିଏସ ବୃନ୍ଦା ଶୁକ୍ଲା 2014 ବ୍ୟାଚ ର ଆଇପିଏସ ଅଫିସର ହୋଇଥିବା ବେଳେ ୟୁପି ରେ ଏହା ତାଙ୍କ ପ୍ରଥମ ପୋଷ୍ଟିଂ ବୋଲି ଜଣାପଡିଛି । ଆଉ ପ୍ରଥମ ପୋଷ୍ଟିଂରେ ହିଁ ଏହି ଲେଡି ଅଫିସରଙ୍କ ଭଳି କାମ ହୁଏତ ପୂର୍ବରୁ କେହି କରି ନଥିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।