ସାମ୍ନାକୁ ଆସିଲା Dr Subhashree ଙ୍କ ବୟଫ୍ରେଣ୍ଡର ଚେହେରା, ଡାକ୍ତରାଣୀଙ୍କ ସହ ଏମିତି ରଖିଥିଲେ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ

ସନ୍ଦେହଜନକ ଭାବେ ମୃତ୍ୟୁବରଣ କରିଥିବା ଡାକ୍ତର ଶୁଭଶ୍ରୀ କରଙ୍କ ପୁରୁଷବନ୍ଧୁ ହେଉଛନ୍ତି ଡାକ୍ତର ଦିବ୍ୟ ରଞ୍ଜନ ମାଝୀ । ଯିଏ ଦିନେ ଶୁଭଶ୍ରୀଙ୍କୁ ବିବାହ କରିବାର ସ୍ଵପ୍ନ ଦେଖାଇଥିଲେ । ସେଥିପାଇଁ କୁଆଡେ ତାଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା । ଶୁଭଶ୍ରୀଙ୍କ ବୟଫ୍ରେଣ୍ଡ ଦିବ୍ୟ ମଧ୍ୟ ବୃତ୍ତିରେ ଜଣେ ଡାକ୍ତର ଥିଲେ । ଉଭୟ ଡାକ୍ତରଙ୍କ ପ୍ରେମ ସମ୍ପର୍କ ଆଗକୁ ବଢିଥିଲା । ଶୁଭଶ୍ରୀଙ୍କୁ ପ୍ରେମ କରିବା ପରେ ବିଭିନ୍ନ ପ୍ରକାରର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା ଦିବ୍ୟ ।

ହେଲେ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ପରେ କୁଆଡେ ଡାକ୍ତର ଦିବ୍ୟର ଶୁଭଶ୍ରୀଙ୍କ ଠାରୁ ମନ ଛାଡିଗଲା । ଏବେ ଦିବ୍ୟ ରଞ୍ଜନକୁ ଆଉ ଭଲ ଲାଗିଲେନି ଶୁଭଶ୍ରୀ । ଦିନେ ଯେଉଁ ଶୁଭଶ୍ରୀ ପାଇଁ ଦିବ୍ୟ ପାଗଳ ହେଉଥିଲା ଏବେ ସେହି ଶୁଭଶ୍ରୀର ମୁହଁ ଦେଖିବାକୁ ବି ତା’ର ଇଚ୍ଛା ନଥିଲା । ତେବେ ଶୁଭଶ୍ରୀଙ୍କର ମୃତ୍ୟୁ ପରେ ଅନେକ ସନ୍ଦେହ ଓ ଚର୍ଚ୍ଚା ଆଲୋଚନା ମଧ୍ୟରେ ତାଙ୍କ ବୟଫ୍ରେଣ୍ଡ ଦିବ୍ୟ ରଞ୍ଜନ ମାଝୀଙ୍କ ଫଟୋ ସାମ୍ନାକୁ ଆସିଛି ।

ଦିବ୍ୟଙ୍କ ପ୍ରତାରଣା ସହି ନପାରି ଗତ ଡିସେମ୍ବର 20 ତାରିଖରେ ତାଙ୍କ ନାଁରେ ଥାନାରେ ଏତଲା ମଧ୍ୟ ଦେଇଥିଲେ ଶୁଭଶ୍ରୀ । ଏତଲାରେ ଶୁଭଶ୍ରୀ ଦର୍ଶାଇଥିଲେ କି ଦିବ୍ୟ ରଞ୍ଜନ ମାଝୀ ନାମକ ଜଣେ ବ୍ୟକ୍ତି ତାଙ୍କ ସହ ବନ୍ଧୁତା ରଖିଥିଲେ । ଏପରିକି ବିବାହ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ।

ଉଭୟ ପ୍ରେମ ସମ୍ପର୍କରେ ଥିଲେ ଓ ପରସ୍ପର ସହ ଫୋନରେ ମଧ୍ୟ କଥା ହେଉଥିଲେ । ହେଲେ ଏହାରି ଭିତରେ କୁଆଡେ ଦିବ୍ୟ ରଞ୍ଜନ ତାଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା । ଏହାପରେ ଶୁଭଶ୍ରୀ ବିବାହ ପାଇଁ କହିବାରୁ ଦିବ୍ୟ ରଞ୍ଜନ ତାଙ୍କ ଠାରୁ ଦୂରେଇ ଯିବାକୁ ଚେଷ୍ଟା କରିଥିଲା । ଶୁଭଶ୍ରୀଙ୍କ ଏତଲା ସାମ୍ନାକୁ ଆସିବା ପରେ ତାଙ୍କ ମୃତ୍ୟୁ ସହ ଜଡିତ ଏକ ଦିଗ ସାମ୍ନାକୁ ଆସିଥିଲା ।

ଏହାପରେ ଦିବ୍ୟ ରଞ୍ଜନଙ୍କ ଚେହେରା ମଧ୍ୟ ସାମ୍ନାକୁ ଆସିଛି । ତେବେ ଦେଖାଯାଉ ଶୁଭଶ୍ରୀଙ୍କ ପୁରୁଷବନ୍ଧୁ ଦିବ୍ୟ ରଞ୍ଜନ ମାଝୀଙ୍କୁ ପୋଲିସ କେବେ ପଚରା ଉଚରା ପାଇଁ ଡାକୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।