ଯବାନ ଆଣିଲେ ସାଂଘାତିକ ଅଭିଯୋଗ, ମୋ ସ୍ତ୍ରୀର ବଡ ଭଉଣୀ ମୋତେ ନିଶା ଦେଇ ଦୁଷ୍କର୍ମ…, ଦେଖନ୍ତୁ video

ମୋ ସ୍ତ୍ରୀଙ୍କ ବଡ ଭଉଣୀ ମୋତେ ଦୁ-ଷ୍କ-ର୍ମ କରିଛି । ମୁଁ ଜଣେ ଯବାନ ହୋଇ ମଧ୍ୟ ମୋତେ ନିଶା ଦେଇ ଦୁ-ଷ୍କ-ର୍ମ କରିଛି ମୋ ସ୍ତ୍ରୀର ବଡ ଭଉଣୀ । ଆଉ ଶେଷରେ ଅ-ଶ୍ଳୀ-ଳ ଫଟୋ ଦେଖାଇ ମୋତେ ବାହା ହେବା ପାଇଁ ବାଧ୍ୟ କରୁଛି । ବାହା ହେବା ପରେବି ବାରମ୍ବାର ଦୁ-ଷ୍କ-ର୍ମ କରି ମୋତେ ଲକ୍ଷ ଲକ୍ଷ ଟଙ୍କା ମାଗୁଛି । ଏମିତି ଏକ ଆଶ୍ଚର୍ଯ୍ୟ କଲା ଭଳି ଅଭିଯୋଗ ଆଣିଛନ୍ତି ଜଣେ ଯବାନ । ଉକ୍ତ ଯବାନଜଣକ ହେଉଛନ୍ତି ବାଲିକୁଦା ଥାନା ଅନ୍ତର୍ଗତ ବାହାରଣା ପଞ୍ଚାୟତ ବିରିଧୁଆ ଗାଁର ହରିଚନ୍ଦନ ତ୍ରିପାଠୀ ।

ତାଙ୍କ ଦେଢ ଶାଶୁ ତାଙ୍କୁ ଦୁ-ଷ୍କ-ର୍ମ କରିବା ସହ ଅ-ଶ୍ଳୀ-ଳ ଫ-ଟୋ ଦେଖାଇ ବ୍ଳାକମେଲ କରୁଥିବା ସେ ଅଭିଯୋଗ କରିଛନ୍ତି । ହରିଚନ୍ଦନ ଭାରତୀୟ ସେନାବାହିନୀରେ କାର୍ଯ୍ୟରତ ଅଟନ୍ତି । ଗତ 2020 ଫେବୃୟାରୀରେ ନୟାଗଡ ଜିଲ୍ଲାର ଶିବାଜୀନଗରର ଏକ ପରିବାରରେ ବୈଦିକ ରୀତିନୀତି ଅନୁସାରେ ତାଙ୍କର ବିବାହ ହୋଇଥିଲା । ବିବାହ ପୂର୍ବରୁ ହରିଚନ୍ଦନଙ୍କ ପତ୍ନୀ ଭୁବନେଶ୍ବରର ଏକ ଘରୋଇ ନରସିଂ ହୋମରେ କାମ କରୁଥିଲେ ।

ସେଠାରେ ଜଣେ ଯୁବକଙ୍କ ସହ ତାଙ୍କର ଅ-ନୈ-ତି-କ ସମ୍ପର୍କ ଥିବା ହରିଚନ୍ଦନ ଜାଣିବାକୁ ପାଇଥିଲେ । ଯାହାପରେ ସେ ବିବାହ ପାଇଁ ମନା କରି ଦେଇଥିଲେ । ଭଉଣୀର ବାହାଘର ଭାଙ୍ଗିବା ଜାଣି ବଡ ଭଉଣୀ ଏଥିରେ ଗୋଟି ଚଳାଇଥିଲେ । ହରିଚନ୍ଦନଙ୍କୁ ବୁଝାସୁଝା କରିବା ପାଇଁ ପାଖକୁ ଡ଼ାକିଥିଲେ ଏବଂ ଚତୁରତାର ସହ ଖାଦ୍ଯରେ କିଛି ନି-ଶା ଦ୍ର-ବ୍ୟ ଦେଇ ହରିଚନ୍ଦନଙ୍କ ସହ ଅ-ଶ୍ଳୀ-ଳ ସମ୍ପର୍କ ରଖିଥିଲେ ।

ଯାହାର ଫ-ଟୋ ଓ ଭି-ଡି-ଓ ଉତ୍ତୋଳନ କରି ତାଙ୍କୁ ବ୍ଳା-କ-ମେ-ଲ କରିବା ଆରମ୍ଭ କରି ଦେଇଥିଲେ । ତାଙ୍କ ଭଉଣୀଙ୍କୁ ବିବାହ ନକଲେ ସେସବୁ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ଛାଡି ଦେବେ ବୋଲି ସେ ଧ-ମ-କ ଦେଇ ଆସୁଥିଲେ । ସବୁଆଡୁ ଭ-ୟ-ଭୀ-ତ ହୋଇ ଶେଷରେ ଦେଢ ଶାଶୁଙ୍କ କଥାରେ ରାଜି ହୋଇ ବିବାହ କରି ନେଇଥିଲେ ହରିଚନ୍ଦନ । ବାହାଘର ଭୋଜି ଚାଲିଥିବା ବେଳେ ଦେଢଶାଶୁ ହରିଚନ୍ଦନଙ୍କୁ ପୁଣି ଥରେ ବ୍ଳା-କ-ମେ-ଲ କରି ଦୁଇ ଲକ୍ଷ ଟଙ୍କା ଦାବି କରିଥିଲେ ।

ଏହାପରେ ପୁଣି ଥରେ ଦେଢଶାଶୁ ବ୍ଲା-କ-ମେ-ଲ କରିବା ପରେ ଶେଷରେ ଧୈର୍ଯ୍ୟହରା ହୋଇ ବାଲିକୁଦା ଥା-ନା-ର ଆଶ୍ରୟ ନେଇଛନ୍ତି ହରିଚନ୍ଦନ । ପୋ-ଲି-ସ ଏଯାଏଁ କିଛି ପଦକ୍ଷେପ ନେଇ ନଥିବା ବେଳେ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସାଧାରଣରେ ଦାବି ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।