ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।
୧- ଓସ୍କାର ପୁଷ୍କର କେଉଁ କ୍ଷେତ୍ର ପାଇଁ ଦିଆଯାଏ ?
ଉ: ସିନେମା ରେ ଓସ୍କାର ଦିଆଯାଏ ।
୨- “ଗୀତ ଗୋବିନ୍ଦ” ପୁସ୍ତକର ଲେଖକ କିଏ ?
ଉ: ଜୟଦେବ ଗୀତ ଗୋବିନ୍ଦର ଲେଖକ ।
୩- କେଉଁ ଦେଶ ଉଡାଜାହାଜର ଆବିଷ୍କାର କରିଥିଲା ?
ଉ: ଆମେରିକା ଉଡାଜାହାଜ ଆବିଷ୍କାର କରିଥିଲା ।
୪- ଓଡିଶାର ପ୍ରଥମ ଫିଲ୍ମର ନାମ କଣ ?
ଉ: “ସୀତା ବିବାହ” ପ୍ରଥମ ଫିଲ୍ମ ।
୫- ଓଡିଶାର ପ୍ରଥମ ରଙ୍ଗୀନ ଫିଲ୍ମର ନାମ କଣ ?
ଉ: “ଗପ ହେଲେ ବି ସତ” ପ୍ରଥମ ରଙ୍ଗୀନ ଫିଲ୍ମ ।
୬- ମନୁଷ୍ୟ ଶରୀରର ସବୁଠାରୁ ଛୋଟ ହାଡ କେଉଁଠି ଅଛି ?
ଉ: କାନରେ ସବୁଠୁ ଛୋଟ ହାଡ ଅଛି ।
୭- ତାଜମହଲରେ ସମୁଦାୟ କେତୋଟି କୋଠରୀ ରହିଛି ?
ଉ: ୧୨୦ ଟି କୋଠରୀ ଅଛି ।
୮- କେଉଁ ଦେଶରେ ସବୁଠାରୁ ଅଧିକ ଲୁହା ମିଳିଥାଏ ?
ଉ: ଅଷ୍ଟ୍ରେଲିଆରେ ସବୁଠୁ ଅଧିକ ଲୁହା ଅଛି ।
୯- ଭାରତର କେଉଁ ରାଜ୍ୟ ସବୁଠୁ ଅଧିକ ଚାହା ଉତ୍ପାଦନ କରେ ?
ଉ: ଆସାମ ଚାହା ଉତ୍ପାଦନରେ ପ୍ରଥମ ।
୧୦- କେଉଁ ପଶୁ ଜନ୍ମ ହେବାର ଦୁଇ ମାସ ପର୍ଯ୍ୟନ୍ତ ଶୋଇଥାଏ ?
ଉ: ଭାଲୁ ଛୁଆ ଦୁଇ ମାସ ଶୋଇ ରୁହେ ।
୧୧- କେଉଁ ଦେଶରେ ଗୋଟିଏ ହେଲେ ବି ଟ୍ରାଫିକ ସିଗନାଲ ନାହିଁ ?
ଉ: ଭୁଟାନରେ ଟ୍ରାଫିକ ସିଗନାଲ ନାହିଁ ।
୧୨- କଙ୍ଗାରୁ କେଉଁ ଦେଶର ଜାତୀୟ ପଶୁ ଅଟେ ?
ଉ: ଅଷ୍ଟ୍ରେଲିଆ ର ଜାତୀୟ ପଶୁ କଙ୍ଗାରୁ ।
୧୩- କେଉଁ ପଶୁ କୌଣସି ପ୍ରକାରର ଶବ୍ଦ କରିପାରେ ନାହିଁ ?
ଉ: ଜିରାଫ କୌଣସି ଶବ୍ଦ କରିପାରେ ନାହିଁ ।
୧୪- ଭାରତରେ ମୋଟ କେତୋଟି ଭାଷା ଅଛି ?
ଉ: ୧୨୧ ଟି ଭାଷା ।
୧୫- ମାନଚିତ୍ରରେନଦୀ ଗୁଡିକୁ କେଉଁ ରଙ୍ଗ ଦ୍ଵାରା ସୂଚିତ କରାଯାଏ ?
ଉ: ନୀଳ ରଙ୍ଗ ଦ୍ଵାରା ।
୧୬- ଓଡିଶାର ଲୋକସଭାର ସଦସ୍ୟ ସଂଖ୍ୟା କେତେ ?
ଉ: ୨୧ଟି ଆସନ ।
୧୭- ଗୋଲାପ କେଉଁ ଦେଶର ଜାତୀୟ ଫୁଲ ଅଟେ ?
ଉ: ଆମେରିକାର ଜାତୀୟ ଫୁଲ ଗୋଲାପ ।
୧୮- କେଉଁ ଜୀବ ଛୁଆ ଜନ୍ମ କରିବା ପରେ ମରିଯାଏ ?
ଉ: ବିଛା ଛୁଆ ଜନ୍ମ କରିବା ପରେ ମରିଯାଏ ।
୧୯- କେଉଁ ପଶୁର ଜିଭର ରଙ୍ଗ କଳା ଅଟେ ?
ଉ: ଜିରାଫ ର ଜିଭ କଳା ।
୨୦- ଭାରତର ଜାତୀୟ ପରିବା ର ନାମ କଣ ?
ଉ: ଆଳୁ ଭାରତର ଜାତୀୟ ପରିବା ଅଟେ ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।