ବାଛନ୍ତୁ କୌଣସି 1 ମୁଦି ଓ ଜାଣନ୍ତୁ ଆପଣଙ୍କ ଭାଗ୍ୟରେ କେଉଁ ଚମତ୍କାର ହେବାକୁ ଯାଉଛି (Tarot Card Reading)

ନମସ୍କାର ବନ୍ଧୁଗଣ, ଗୋଟିଏ ପଟେ ଭାଗ୍ୟକୁ ବଇରୀ ଆଉ ଅନ୍ୟ ପଟେ ଭାଗ୍ୟକୁ ବନ୍ଧୁ କହିବା କିଛି ଭୁଲ ହେବ ନାହିଁ । କାରଣ ସେହି ଭାଗ୍ୟ ହିଁ ମଣିଷକୁ ନିଜ ଇସାରାରେ ଚଲେଇଥାଏ । କେତେବେଳେ ଖୁସି ଆଣିଦିଏ ତ ପୁଣି ହଠାତ କେତେବେଳେ ଦୁଃଖ । ତେବେ ଆଜି ଆପଣ ନିଜେ ହିଁ ଏକ ମୁଦି ବାଛି ନିଜ ଭାଗ୍ୟରେ ଥିବା ସମସ୍ତ କଥାକୁ ଜାଣିବାକୁ ସୁଯୋଗ ପାଇପାରିବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ।

ଉପରେ ଦେଖୁଥିବା ୩ଟି ମୁଦି ମଧ୍ୟରୁ ଗୋଟିଏ ମୁଦି ଆପଣ ଚୟନ କରନ୍ତୁ । ଯେଉଁଟି ପ୍ରଥମେ ଆପଣଙ୍କୁ ଆକର୍ଷଣୀୟ ଲାଗୁଛି ସେହି ମୁଦିଟିକୁ ଆପଣ ଚୟନ କରିନିଅନ୍ତୁ । ପ୍ରଥମ ମୁଦି: ଏହି ମୁଦିକୁ ବାଛିଥିବା ଲୋକ ଜାଣି ରଖନ୍ତୁ କି ଆପଣଙ୍କ ଜୀବନରେ ଏବେ ଭଲ ସମୟ ଆସିବାକୁ ଯାଉଛି । ଆପଣଙ୍କ ଜୀବନରେ ଜଣେ ଏମିତି ବ୍ୟକ୍ତି ଆସିବାକୁ ଯାଉଛନ୍ତି ଯିଏ କି ଆପଣଙ୍କ ପାଇଁ ବହୁତ ଭଲ ମାର୍ଗ ଦର୍ଶକ ହେବାକୁ ଯାଉଛନ୍ତି ।

ଆପଣଙ୍କ ହାତରୁ ଚାଲିଯାଉଥିବା ସମସ୍ତ କାର୍ଯ୍ୟ ଏବେ ପୁରା ହେବ । ଆପଣଙ୍କ  କ୍ୟାରିଅରରେ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି । ବଡ ନିସ୍ପତି ପାଇଁ ଆପଣ ପସ୍ତେଇପାରନ୍ତି । ଆପଣ ନିଜ ଲକ୍ଷ ଆଡକୁ ଅଗ୍ରସର ହେବା ଉଚିତ । ଦିତୀୟ ମୁଦି: ଏହି ମୁଦିକୁ ବାଛିଥିବା ବ୍ୟକ୍ତି ଜାଣି ରଖନ୍ତୁ କି ପଇସା ସହ ଜଡିତ ଥିବା ଅସୁବିଧା ଆପଣଙ୍କର ଧୀରେ ଧୀରେ ଦୂର ହେବ ।

ଆପଣ ବହୁତ ବଡ ନିସ୍ପତି ନେଉଛନ୍ତି ଏବେ ସମସ୍ତଙ୍କ ବିରୋଧରେ ଯାଇ । କିନ୍ତୁ ଆପଣଙ୍କୁ ଏହା କରିବା ଉଚିତ ନୁହେଁ । ତରବର ହୋଇ କୌଣସି ନିସ୍ପତି ନିଅନ୍ତୁ ନାହିଁ । ଆପଣ ନିଜ ପରିବାରର ସଦସ୍ୟଙ୍କ ବହୁତ ବଡ କାମରେ ଆସିପାରିବେ । ଏହା ଫଳରେ ହିଁ ଆପଣଙ୍କୁ ଆପଣଙ୍କ ପରିବାରର ଲୋକ ବୁଝିପାରିବେ । ଆପଣ କେବେ ମଧ୍ୟ ଆପଣଙ୍କ ମନରେ ଏହି ଚିନ୍ତା ଆଣନ୍ତୁ ନାହି କି ଲୋକ ଆପଣଙ୍କ ସହ ପଇସା ପାଇଁ ମିଶୁଛନ୍ତି ।

ଆପଣଙ୍କ ପଇସାର ଫାଇଦା ସେମାନେ ଉଠାଇବାକୁ ଚାହୁଁ ଛନ୍ତି ଏହା ଆପଣଙ୍କ ମନରେ ଆଣନ୍ତୁ ନାହି । କାରଣ ଏହା ତ ଦୁନିଆରେ ସବୁଆଡେ ହୋଇଥାଏ । କିନ୍ତୁ ଆପଣ ଏହା ଭାବି ନିଜ ସମ୍ପର୍କ ଖରାପ କରନ୍ତୁ ନାହିଁ । ତୃତୀୟ ମୁଦି: ଏହି ମୁଦିକୁ ବାଛିଥିବା ବ୍ୟକ୍ତି ଜାଣି ରଖନ୍ତୁ କି ଆପଣଙ୍କ ଭାଗ୍ୟରେ ଲେଖାଥିବା ସମସ୍ତ କଷ୍ଟ ଆପଣ ଭୋଗ କରିସାରିଲେଣି । ତେଣୁ ଏହା ସୁଖ ଆସିବାର ସମୟ । ଆଗାମୀ ସମୟରେ ସବୁକିଛି ମିଳିବାକୁ ଯାଉଛି ଯାହାକୁ କରିବାର ଇଚ୍ଛା ଅପଣ ନିଜ ମନରେ ବହୁତ ଆଗରୁ ଭାବି ଆସୁଛନ୍ତି ।

ଆପଣ ଚେଷ୍ଟା କରନ୍ତୁ ନିଜ ସ୍ଵାଭାବକୁ ବଦଳାଇବା ପାଇଁ । ଆପଣ ନିଜ ସାଥିଙ୍କ ଭୁଲକୁ ତାଙ୍କୁ କହି ତାଙ୍କୁ ବୁଝାଇବା ଦରକାର । ନିଜ ସମ୍ପର୍କକୁ ଦୃଢ କରିବା ଜରୁରୀ । ବହୁତବଦ ଖୁସି ଖବର ଆପଣଙ୍କୁ ମିଳିବାକୁ ଯାଉଛି ଆପଣଙ୍କ ଭବିଷ୍ୟତରେ । ଯଦି ଆପଣମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।