ଆଜିର ରାଶିଫଳ, 16 ଡିସେମ୍ବର 2022, ଶୁକ୍ରବାର, ମା ଦୂର୍ଗାଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୬ ଡିସେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କୁ ଇଚ୍ଛା ବିରୁଦ୍ଧରେ କୌଣସି ଅତିରିକ୍ତ ଦାୟିତ୍ଵ ମିଳିପାରେ । ଯଦି ଘରେ କୌଣସି ବଡ ଗୁରୁଜନଙ୍କ ସହ ଆପଣଙ୍କର ମତଭେଦ ହୋଇଛି ତେବେ ଆପଣ କ୍ଷମା ମାଗି ସବୁ କଥା ଶେଷ କରନ୍ତୁ । ପଇସା ମାମଲାରେ ଆଜି ଦିନ ବହୁତ ଭଲ ପରିଣାମ ଦେବାର ଅଛି । ବ୍ୟାପାର ରେ ଉନ୍ନତି ହେବ । ଆପଣଙ୍କୁ କିଛି ନୂଆ ଡିଲ ମଧ୍ୟ ମିଳିପାରେ । ଆପଣଙ୍କୁ କିଛି ଘଟଣା ବିଷୟରେ ଜଣା ପଡିବ ।

ବୃଷ ରାଶି : କାମ କାର୍ଯ୍ୟ ରେ ଆପଣଙ୍କୁ ଦୌଡ ଧପଡ କରିବାକୁ ପଡିପାରେ । ଆପଣଙ୍କୁ ଅଧିକ କାମ ଭାର ମିଳିପାରେ । ଛାତ୍ର ଙ୍କ ଭବିଷ୍ୟତ ର ମୂଳ ମଜବୁତ କରିବା ପାଇଁ ନୂଆ ସମ୍ଭାବନା ପ୍ରାପ୍ତି ହେବ । ବ୍ୟାପାରିକ କ୍ଷେତ୍ର ରେ ଆସୁଥିବା ବାଧା ଦୂର ହେବ । ରୋଜଗାର କ୍ଷେତ୍ର ରେ ଚାଲିଥିବା ପ୍ରୟାସ ସଫଳ ହେବ । ସେଥିରେ ରାଜନୈତିକ ସହଯୋଗ ବି ମିଳିବ । ଧର୍ଯ୍ୟ ଶୀଳତା ର ଅଭାବ ରହିବ । କଥାବାର୍ତ୍ତା ଉପରେ ସଂଯମ ରଖନ୍ତୁ । ନିଜର ଭାବନା ଉପରେ ନିୟନ୍ତ୍ରଣ ରଖିବେ ଫାଇଦା ହେବ ।

ମିଥୁନ ରାଶି : ପଇସା କମାଇବାରେ ଓ ସେଭିଙ୍ଗ ବଢାଇବା ପାଇଁ ଆପଣ ଅଧିକ ମେହନତ କରିବେ ଓ ସହଳ ବି ହେବେ । ସେୟାର ବଜାର ସହ ଜଡିତ ଜାତକ ତରବର ହୋଇ କୌଣସି ନିସ୍ପତି ନିଅନ୍ତୁ ନାହି । ଯଦି ଆପଣ ବେରୋଜଗାର ଅଛନ୍ତି ଓ ଲମ୍ବା ସମୟରୁ ଚାକିରି ସନ୍ଧାନ ରେ ଅଛନ୍ତି ତେବେ ଆଜି ଆପଣଙ୍କୁ ମେହନତର ପରିଣାମ ମିଳିବାର ପ୍ରବଳ ସମ୍ଭାବନା ଅଛି । ଆପଣଙ୍କ ଦାଂପତ୍ଯ ଜୀବନରେ ଖୁସି ଆସିବ ।

କର୍କଟ ରାଶି : ଆଜି ଆପଣଙ୍କୁ କୌଣସି ବଡ ନିସ୍ପତି ତରବର ହୋଇ ନେବାରୁ ବଞ୍ଚିତ ରହିବାକୁ ହେବ । ସୋସାଇଟି ରେ ଲୋକେ ଆପଣଙ୍କ ସହ ଭଲ ବ୍ୟବହାର କରିବାରୁ ଆପଣ ଖୁସି ହେବେ । ମନ ଉପରେ ନିୟନ୍ତ୍ରଣ ରଖନ୍ତୁ । କାମ ରେ ମନ କିଛି କମ ଲାଗିବ । ଆଳସ୍ୟ କାରଣରୁ କାମରେ ବାଧା ଆସିପାରେ । ଅଫିସରେ ଜୁନିୟର ଓ ସିନିୟର୍ସ ଦୁଇ ଜଣଙ୍କର ସହଯୋଗ ମିଳିବାରୁ ଆପଣଙ୍କ ମନୋବଳ ଉଚ୍ଚ ରହିବ । ବ୍ୟବସାୟିକ ଯାତ୍ରା ରେ ବାହାରିବେ ।

ସିଂହ ରାଶି : ଆଜି ଚାକିରି କରୁଥିବା ଲୋକଙ୍କୁ ସଞ୍ଜତ ରଖିବାକୁ ହେବ । ଆଜି ଆପଣଙ୍କୁ ଆପଣଙ୍କ ବ୍ୟାପାର ରେ କୌଣସି ରିସ୍କ ଉଠାଇବାକୁ ପଡିବେ ସତର୍କ ହୋଇ କରନ୍ତୁ । ନଚେତ ଆପଣଙ୍କୁ ପରେ ଏହାର ଖରାପ ପରିଣାମ ମିଳିପାରେ । ଘରେ କିଛି ପୂଜା ପାଠ ବା ଯଜ୍ଞ କରି ପାରନ୍ତି । ଆପଣଙ୍କୁ ଅଚାନକ ଧନ ଲାଭ ହୋଇପାରେ । ଆପଣଙ୍କ ଠାରେ ଭୌତିକ ଓ ଶାରୀରିକ ଊର୍ଜା ଅଧିକ ରହିବ । ବନ୍ଧୁ ଆପଣଙ୍କୁ ସମସ୍ୟାରୁ ବାହାରିବା ପାଇଁ ସାହାଜ୍ଯ କରିବେ । ଦାଂପତ୍ଯ ଜୀବନ ବେସ ଭଲ ରହିବ । ଧନ ସଞ୍ଚୟ କରିବାରେ ସଫଳ ହେବେ ।

କନ୍ୟା ରାଶି : କାମ କାର୍ଯ୍ୟ ସମ୍ବଧିତ ଭଲ ଓ ବ୍ଯବହରିକ ଆଇଡିଆ ଆପଣଙ୍କ ମନକୁ ଆସିପାରେ । କ୍ଯାରିୟର ସମ୍ବଧିତ କୌଣସି ପ୍ରାକାରର ରିସ୍କ ନେବା ପୂର୍ବରୁ ତାର ପରିଣାମ ବାରମ୍ବାର ବିଚାର କରିବା ଜରୁରୀ ଅଟେ । ଉଚ୍ଚ ଅଧିକାରୀ ଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ ଯାହା ଆପଣଙ୍କୁ ପ୍ରୋଶ୍ଚାହନ ମିଳିବ । ଅଟକି ରହିଥିବା ଧନ ଫେରି ମିଳିବାର ଯୋଗ ଅଛି । ନୂଆ ଲୋକଙ୍କ ସହ ବଢୁଥିବା ପରିଚୟ କାରଣରୁ ଜୀବନ ସମ୍ବଧିତ ନୂଆ କଥା ଉପରେ ଧ୍ୟାନ ଦେବ ଆପଣଙ୍କ ପାଇଁ ସମ୍ଭବ ହେବ ।

ତୁଳା ରାଶି : ଲାଭ ପାଇଁ ନିବେଶ ର ବିକଳ୍ପ ଖୋଲିବ । ପରିବାର ବାତାବରଣ ଆନନ୍ଦିତ ରହିବ । ଚାକିରି ରେ ଆପଣଙ୍କ ଇନକମ ବଢାଇବା ପାଇଁ ଆପଣଙ୍କୁ କିଛି ନୂଆ କାମ କରିବେ । ବିଜେନ୍ସ ରେ ଯେଉଁ ଅଫର ମିଳିବ ଆପଣ ତାହାର ଲାଭ ଉଠାନ୍ତୁ । ପାରିବାରିକ କାର୍ଯ୍ୟ ରେ ଆପଣ ଭାଗ ନେବେ । ଆଜି ସନ୍ଧ୍ଯା ରେ ଆପଣଙ୍କ ଘରକୁ ଅତିଥି ଆଗମନ କରିବେ । ଆପଣଙ୍କ ବନ୍ଧୁ ଙ୍କ ସହଯୋଗ ମିଳିବ । ଅଫିସରେ ନୂଆ ପ୍ଳାନ କରିବେ ।

ବିଛା ରାଶି : ଆଜି ଆପଣ କାମ ରେ ଭୁଲ ହୋଇପାରେ । ଅନ୍ୟ ଲୋକ ଆପଣଙ୍କର ସହଯୋଗ କରିବେ । ମଉଜ ମସ୍ତି ଓ ମୁଲ୍ଯବାନ ଉପରେ ଧନ ଖର୍ଚ୍ଚ କରିବେ । ଆପଣଙ୍କୁ କ୍ଯାରିୟର ସହ ଜଡିତ ସଂବେଦନଶୀଳ ନିସ୍ପତି ନେବା ସ୍ମାୟରେ ସତର୍କ ରହିବାର ଅଛି । ବୁଝି ବିଚାରୀ ନିସ୍ପତି ନିଅନ୍ତୁ । ଆଜି ଆପଣ କୌଅଂଶୀ ଖାସ କାମ ଭୁଲି ଯାଇ ପାରନ୍ତି । ସମ୍ପର୍କୀୟ ଙ୍କ ସହ ସମ୍ପର୍କ ଭଲ ରହିବ । ଏକତରଫା ପ୍ରେମ କୁ ନେଇ ଚିନ୍ତାରେ ରହିବେ ।

ଧନୁ ରାଶି : ଆଜି କାର୍ଯ୍ୟ କ୍ଷେତ୍ର ରେ ସମସ୍ୟାର ସମାଧାନ କରିଲେ ନିଜ କାମ ଉପରେ ଧ୍ୟାନ କେନ୍ଦ୍ରିତ କରିବେ । ଆଜି ଦିନରେ ଆପଣଙ୍କୁ ବ୍ୟାପାରିକ ଲାଭ ମିଳିବ । ଜୀବନ ସାଥିଙ୍କ ସାନିଧ୍ୟ ମିଳିବ । ରୋଜଗାର ରେ ଆପଣଙ୍କର ଉନ୍ନତି ହେବ । ପ୍ରେମ ର ସ୍ଥିତି ଭଲ ରହିବ । ଆଜି ଦିନରେ ଖର୍ଚ୍ଚ ଅଧିକ ହୋଇପାରେ । ଜୀବନ ସାଥି ତଥା ପରିବାର ସହ ଆନନ୍ଦଦାୟୀ ସମୟ ବିତାଇବେ । ବାରମ୍ବାର କରିଥିବା ପ୍ରୟାସ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ ।

ମକର ରାଶି : ଆର୍ଥିକ ସ୍ଥିତି ମଜବୁତ ହେବ । ସବୁ ଇଚ୍ଛା ପୂରଣ ହେବ । ଆପଣଙ୍କ ଆତ୍ମବିଶ୍ଵାସ ବଢିବ । ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । କାର୍ଯ୍ୟ କ୍ଷେତ୍ରରେ ବିଶେଷ ଧ୍ୟାନ ଦିଅନ୍ତୁ । ପ୍ରତେକ କାର୍ଯ୍ୟ ବିଚାର କରି କରନ୍ତୁ । ମିତ୍ର ଶତ୍ରୁ ଭଳି ବ୍ୟବହାର କରିବେ । ଉଚ୍ଚ ଅଧିକାରୀ ଙ୍କ ସହ ବିବାଦ ହୋଇପାରେ । ଯାତ୍ରା ଶୁଭ ସାବ୍ୟସ୍ତ ହେବ । ସ୍ୱାସ୍ଥ୍ୟ କୁ ନଜର ଅନ୍ଦାଜ କରନ୍ତୁ ନାହି । କେହି ଗୁପ୍ତ ଶତ୍ରୁ ଆପଣଙ୍କର କ୍ଷତି କରି ପାରନ୍ତି । ପୁରୁଣା ବନ୍ଧୁ ମିଳି ପାରନ୍ତି । ଲାଭପ୍ରଦ ସଉଦା ହାତରେ ଲାଗିବ ।

କୁମ୍ଭ ରାଶି : ଆଜି ଆପଣ ମାନସିକ ସମସ୍ୟାରୁ ମୁକ୍ତି ପାଇବେ । ଆଜି ଆପଣ ଆଖପାଖର ଲୋକଙ୍କର ଇରାଦା ବୁଝି ପରାଇବେ । କୌଣସି ବଡ କମ୍ପାନୀ ରେ ମନ ମୁତାବକ ଚାକିରି ମିଳିପାରେ । ସ୍ୱାସ୍ଥ୍ୟ ସମସ୍ଯା ହୋଇପାରେ । ଚାକିରି କରୁଥିବ ଅଜାତକ ଆଜି କୌଣସି ବାଦ ବିବାଦରେ ପଡନ୍ତୁ ନାହି । ଆପଣଙ୍କ ବ୍ୟାପାର ଓ ଚାକିରି କ୍ଷେତ୍ର ରେ ବଡ ସଫଳତା ମିଳିବାର ଯୋଗ ଅଛି । ପରିବାରରେ ଉଶ୍ଚବ ଭଳି ମାହୋଲ ରାଝିବ ।

ମୀନ ରାଶି : ବ୍ୟବସାୟିକ କାର୍ଯ୍ୟ ରେ ଆଜି ଦିନ ଟି ବେହତର ରହିବ । ପରିବାରର ବାତାବରଣ ଭଲ ରହିବ । ନିଜର ଓ ପରିବାର ସଦସ୍ୟ ଙ୍କ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ଜୀବନ ସାଥିଙ୍କ ସହ ସମ୍ପର୍କ ରେ ମଧୁରତ ଆସିବ । ବିରୋଧୀ ଙ୍କ ଉପରେ ବିଜୟ ପ୍ରାପ୍ତ କରି ଆପଣ ସନ୍ତୁଷ୍ଟ ହେବେ । ମନ କଥା ଶୁଣନ୍ତୁ । କଥା ଦେଇଥିଲେ ତାହା ପୁରା କରିବାକୁ ଚେଷ୍ଟା କରନ୍ତୁ । ଛୋଟ ପିଲାଙ୍କର ପଢା ପ୍ରତି ଧ୍ୟାନ ଦିଅନ୍ତୁ । ମାତା ପିତାଙ୍କ ସହଯୋଗ ମିଳିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।