ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।
୧- ଦୁନିଆର ସବୁଠୁ ବଡ ଏୟାରପୋର୍ଟ କେଉଁଠାରେ ଅବସ୍ଥିତ ?
ଉ: ସାଉଦି ଆରବରେ ଅବସ୍ଥିତ ।
୨- ଉଡାଜାହାଜର ଟାୟାରରେ କେଉଁ ଗ୍ଯାସ ଭର୍ତ୍ତି କରା ଯାଇଥାଏ ?
ଉ: ହିଲିୟମ ଗ୍ଯାସ ।

୩- ତାଜମହଲ ନିର୍ମାଣ କରିବା ପାଇଁ କେତେ ବର୍ଷ ସମୟ ଲାଗିଥିଲା ?
ଉ: ପ୍ରାୟ ୨୦ ବର୍ଷ ।
୪- ଗୋଟିଏ କୁକୁରର ଜୀବନକାଳ ପ୍ରାୟତଃ କେତେ ବର୍ଷ ପର୍ଯ୍ୟନ୍ତ ହୋଇଥାଏ ?
ଉ: ୨୯ ବର୍ଷ ।
୫- ଉତ୍ତର ପ୍ରଦେଶର ପୋଲିସ ମୁଖ୍ୟ କାର୍ଯ୍ୟଳୟ କେଉଁଠାରେ ଅବସ୍ଥିତ ?
ଉ: ଇଲାହାବାଦ ଠାରେ ।
୬- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ଛେଳି ପାଳନ କରାଯାଏ ?
ଉ: ଉତ୍ତର ପ୍ରଦେଶ ରେ ।
୭- କଳା ପତାକାକୁ କାହାର ପ୍ରତୀକ ବୋଲି ମାନାଯାଏ ?
ଉ: ବିରୋଧର ପ୍ରତୀକ ।
୮- ପୃଥିବୀ ପୃଷ୍ଠରେ କେଉଁ ପ୍ରାଣୀ ସବୁଠୁ ଅଧିକ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିଥାଏ ?
ଉ: କଇଁଛ ସବୁଠୁ ଅଧିକ ବର୍ଷ ବଞ୍ଚେ ।
୯- କେଉଁ ଭିଟାମିନ ଆମ ଶରୀରରେ ହୋଇଥିବା କ୍ଷତକୁ ଭରିବାରେ ସାହାଯ୍ୟ କରିଥାଏ ?
ଉ: ଭିଟାମିନ- K ।

୧୦- ଗୋଟିଏ ହାତୀର ଜୀବନକାଳ କେତେ ବର୍ଷ ପର୍ଯ୍ୟନ୍ତ ହୋଇଥାଏ ?
ଉ: ୬୫ ବର୍ଷ ।
୧୧- ମାଛ ତେଲରେ କେଉଁ ପ୍ରକାରର ଭିଟାମିନ ରହିଥାଏ ?
ଉ: ଭିଟାମିନ- C ।
୧୨- ରାଷ୍ଟ୍ରୀୟ ଯୁବା ଦିବସ କେବେ ପାଳନ କରାଯାଏ ?
ଉ: ୧୨ ଜାନୁୟାରୀ ।
୧୩- ରାଷ୍ଟ୍ରୀୟ ପକ୍ଷୀ ଦିବସ କେବେ ପାଳନ କରାଯାଏ ?
ଉ: ୨ ନଭେମ୍ବର ।
୧୪- ବିଶ୍ଵର କେଉଁ ଦେଶ ଶିକ୍ଷା ମାମଲାରେ ଏକ ନମ୍ବରରେ ରହିଛି ?
ଉ: କାନାଡା ।
୧୫- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ବାଉଁଶ ଚାଷ କରାଯାଏ ?
ଉ: ବିହାର ରାଜ୍ୟରେ ।

୧୬- ଏକ ସର୍ଭେ ଅନୁଯାୟୀ ଭାରତର କେଉଁ ରାଜ୍ୟର ଲୋକେ ସବୁଠୁ ଆଡଭିକ ପିଜା ଖାଆନ୍ତି ?
ଉ: ଝାଡଖଣ୍ଡ ।
୧୭- ସୋୟାବିନରେ କେଉଁ ଭିଟାମିନ ସବୁଠୁ ଅଧିକ ମାତ୍ରାରେ ରହିଥାଏ ?
ଉ: ଭିଟାମିନ- K ।
୧୮- ଭାରତରେ ସବୁଠୁ ଅଧିକ ବିକ୍ରି ହେଉଥିବା ମୋଟରସାଇକେଲ କେଉଁଟି ?
ଉ: ହିରୋ ସ୍ପ୍ଲେଣ୍ଡର ।
୧୯- ବିଶ୍ବରେ କେଉଁ ଦେଶରେ ସବୁଠୁ ଅଧିକ ଦୁଗ୍ଧ ଉତ୍ପାଦନ କରାଯାଏ ?
ଉ: ଭାରତରେ ।
୨୦- ଫ୍ରିଜ ପାଣି ପିଇବା ଦ୍ଵାରା କେଉଁ ରୋଗ ହୋଇଥାଏ ?
ଉ- ଫ୍ରିଜ ପାଣି ପିଇବା ଦ୍ଵାରା କବଜ ବ କୋଷ୍ଠକାଠିନ୍ୟ ରୋଗ ହୋଇଥାଏ ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।