ଆମ ଜୀବନକୁ ସହଜ ଓ ସୁନ୍ଦର କରିବା ପାଇଁ ଶାସ୍ତ୍ରରେ ଅନେକ ନିୟମମାନ ଉଲ୍ଲେଖ ରହିଛି ଯାହାର ପାଳନ କରିବା ଦ୍ଵାରା ଆମେ ସୁଖ ସମୃଦ୍ଧି ପ୍ରାପ୍ତ କରିଥାଉ । ଆସନ୍ତୁ ଜାଣିବା ଏହିପରି କିଛି ଅନୁଚିନ୍ତା ବିଷୟରେ । ରାସ୍ତାରେ ଜୀବ ସମୟରେ ଯଦି ଡାହାଣପଟରେ କୁକୁର, ମାଙ୍କଡ କିମ୍ବା ସାପ ଦେଖନ୍ତି ତେବେ ଶୁଭ ହୋଇଥାଏ ଏବଂ ଧନ ପ୍ରାପ୍ତି ହେବାର ସଂକେତ ଦେଇଥାଏ । ସକାଳୁ ଉଠିବା ପରେ ଯଦି ପୂଜା ହୋଇଥିବା ନଡିଆ ଦେଖନ୍ତି ତେବେ ଶୁଭ ହୋଇଥାଏ ଏବଂ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବାର ସଂକେତ ଦେଇଥାଏ ।
ଯଦି କୌଣସି ଦିନ ଘର ସମୁଖରେ ଅରଖ ଗଛ ମନକୁ ଉଠେ ତେବେ ଶୁଭ ହୋଇଥାଏ ଏବଂ ଭଲ ସମୟ ଆଗମନ ହେବାର ସଂକେତ ହୋଇଥାଏ । ଯଦି କୌଣସି କାର୍ଯ୍ୟରେ ଘରୁ ବାହାରିଯିବା ପରେ ହଠାତ ମନେପଡେ ଘରେ କୌଣସି ଜିନିଷ ଭୁଲି ଯାଇଛନ୍ତି ତେବେ ଖରାପ ସମୟ ଟଳିଯିବାର ସଂକେତ ହୋଇଥାଏ । ଯଦି କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଯିବା ସମୟରେ ଗାଈ କିମ୍ବା ନଡିଆ ଦେଖନ୍ତୁ ତେବେ ଶୁଭ ହୋଇଥାଏ ଏବଂ ସଫଳତା ମିଳିବାର ସଂକେତ ହୋଇଥାଏ ।
ଯଦି କୌଣସି ଦିନ ନିଜର ଆଖପାଖରେ ରଙ୍ଗ ବେରଙ୍ଗ ପ୍ରଜାପତି ଦେଖନ୍ତି ତେବେ ଶୁଭ ହୋଇଥାଏ ଏବଂ ଜୀବନରେ ଖୁସି ପ୍ରାପ୍ତି ହେବାର ସଂକେତ ହୋଇଥାଏ । ଯଦି କୌଣସି ଦିନ ଘର ସମୁଖରେ ଗାଈ ଗୋବର କରେ କିମ୍ବା କିଛି ସମୟ ଠିଆ ହୁଏ ତେବେ ଶୁଭ ହୋଇଥାଏ ଏବଂ ଧନ ପ୍ରାପ୍ତି ହେବାର ସଂକେତ ହୋଇଥାଏ ।
ଯଦି ସକାଳ ସମୟରେ ଘର ପାଖରେ ପେଚା ଦେଖନ୍ତି ତେବେ ଶୁଭ ହୋଇଥାଏ ଏବଂ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବାର ସଂକେତ ହୋଇଥାଏ । କୌଣସି ଦିନ ଘର ଉପରେ ଯଦି ଧଳା ପାରା ବସେ ତେବେ ଶୁଭ ହୋଇଥାଏ ଏବଂ ଖରାପ ସମୟ ସମାପ୍ତ ହୋଇ ଭଲ ସମୟ ଆରମ୍ଭ ହେବାର ସଂକେତ ହୋଇଥାଏ । ସମୁଦ୍ରକୂଳରେ ବୁଲୁଥିବା ବେଳେ ଯଦି ଗୋଟିଏ ଦିନ ମୋତି ମିଳିଯାଏ ତେବେ ଶୁଭ ହୋଇଥାଏ ଏବଂ ଆଗାମୀ ଦିନରେ ଭଲ ସମୟ ଆସିବାର ସଂକେତ ଦେଇଥାଏ ।
କୌଣସି ଦିନ ପକ୍ଷୀ ଯଦି ଆପଣଙ୍କ ଉପରେ ମଳତ୍ଯାଗ କରେ ତେବେ ଶୁଭ ହୋଇଥାଏ ଏବଂ ସୁଖ ସୌଭାଗ୍ୟ ପ୍ରାପ୍ତି ହେବାର ସଂକେତ ଦେଇଥାଏ । ଯଦି କୌଣସି ଦିନ ଘରପାଖକୁ ମୟୂର ଆସେ ତେବେ ଶୁଭ ହୋଇଥାଏ ଏବଂ ଘରକୁ ଖୁସିର ଆଗମନ ହେବାର ସଂକେତ ହୋଇଥାଏ ।
ଯଦି ରାସ୍ତାରେ ଯିବାବେଳେ ଘୋଡା ନାଲ ମିଳିଯାଏ ତେବେ ଶୁଭ ହୋଇଥାଏ ଏବଂ କୌଣସି ବଡ ଲାଭ ପ୍ରାପ୍ତ ହେବାର ସଂକେତ ହୋଇଥାଏ । ଯଦି କାର୍ଯ୍ୟରେ ଘରୁ ବାହାରକୁ ଯିବାବେଳେ କୌଣସି ଲୋକ ଜଳଭର୍ତ୍ତି ପାତ୍ର ଧରି ଯାଉଥିବାର ଦେଖନ୍ତୁ ତେବେ ଶୁଭ ହୋଇଥାଏ ଏବଂ କାର୍ଯ୍ୟ ନିର୍ବିଘ୍ନରେ ସମ୍ପନ୍ନ ହେବାର ସୂଚନା ମିଳିଥାଏ । ଯଦି ଘରେ ଲାଗିଥିବା ତୁଳସୀ ଗଛ ବହୁତ ହୃଷ୍ଟପୃଷ୍ଟ ହୋଇ ବଢେ ତେବେ ଶୁଭ ହୋଇଥାଏ ଏବଂ ଭଲ ସମୟ ଆଗମନ ହେବାର ସଂକେତ ଦେଇଥାଏ ।
ଘରୁ ବାହାରକୁ ଯିବା ସମୟରେ ଯଦି ଫୁଲ କିମ୍ବା ଫୁଲମାଳା ଦେଖନ୍ତି ତେବେ ଶୁଭ ହୋଇଥାଏ ଏବଂ କୌଣସି ମାଙ୍ଗଳିକ କାର୍ଯ୍ୟ ହେବାର ସଂକେତ ଦେଇଥାଏ । ପୂଜାରେ ନଡିଆ ଭାଙ୍ଗିବା ସମୟରେ ଯଦି ନଡିଆ ଭିତର ଶୁଖିଲା ପଡେ ତେବେ ଶୁଭ ହୋଇଥାଏ ଏବଂ ଲକ୍ଷ୍ମୀଙ୍କ ଆଗମନ ହେବାର ସଂକେତ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।