ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।
୧- ମନୁଷ୍ୟ ଶରୀରର କେଉଁ ଅଙ୍ଗ ନିଆଁରେ ବି ଜଳିପାରେ ନାହିଁ ?
ଉ: ନଖ
୨- କେଉଁ ଜେଲ୍ କୁ ଦୁନିଆର୍ଷ ଅବୁଠୁ ଖତରନାକ ଜେଲ୍ ବୋଲି ମାନାଯାଏ ?
ଉ: ତିହାର ଜେଲ୍ ।

୩- ତାହା କଣ ଯାହା ଆପଣ ବ୍ରେକଫାଷ୍ଟ ଆଗରୁ ଖାଇପାରିବେ ନାହିଁ ?
ଉ: ଡିନର୍
୪- କବରଖାନା ନିକଟରେ କେଉଁ ଗଛ ଲଗା ଯାଇଥାଏ ?
ଉ: ତେନ୍ତୁଳି ଗଛ
୫- କାଉ ର ବୟସ କେତେ ବର୍ଷ ହୋଇଥାଏ ?
ଉ: ୧୫ରୁ ୨୦ ବର୍ଷ
୬- କେଉଁ ଦେଶର ଲୋକମାନେ କେବେବି ସ୍ନାନ କରନ୍ତି ନାହିଁ ?
ଉ: ଉତ୍ତରୀ ଧ୍ରୁବ ପ୍ରଦେଶରେ ।
୭- ଫୁଟବଲରେ କେଉଁ ଗ୍ଯାସ ଭର୍ତ୍ତି କରାଯାଏ ?
ଉ: ନାଇଟ୍ରୋଜେନ ।
୮- କେଉଁ ଦେଶରେ ଷ୍ଟେଜ ଉପରେ ବରର ଡ୍ରେସ ଫାଡି ଦିଆଯାଏ ?
ଉ: ବ୍ରାଜିଲରେ
୯- ମନୁଷ୍ୟର କେଉଁ ଅଙ୍ଗରେ ଏସିଡ ରହିଥାଏ ?
ଉ: ମୂତ୍ରାଶୟ ରେ

୧୦- କେଉଁ ଦେଶରେ ଭିକାରିଙ୍କୁ ଭିକ ମାଗିବା ପାଇଁ ଲାଇସେନ୍ସ ନେବାକୁ ପଡିଥାଏ ?
ଉ: ସ୍ଵିଡେନ ରେ
୧୧- ବସ୍ତ୍ରର ଆବିଷ୍କାର କେବେ ହୋଇଥିଲା ?
ଉ: ୩୦ ହଜାର ବର୍ଷ ପୂର୍ବରୁ ।
୧୨- ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାମ ପୂର୍ବରୁ କଣ ଥିଲା ?
ଉ: ପଞ୍ଚବଟୀ
୧୩- ପ୍ରଥମ ପରମାଣୁ ବିଜୁଳି ଘର କେଉଁଠି ବନା ଯାଇଥିଲା ?
ଉ: ତାରାପୁରରେ ବନା ଯାଇଥିଲା ।
୧୪- ରାବଣର ଅସଲି ନାମ କଣ ଥିଲା ?
ଉ: ଦଶ ଗ୍ରୀବ ରାବଣର ଅସଲି ନାମ ଥିଲା ।
୧୫- ଦୁନିଆର ସବୁଠୁ ଶାନ୍ତିପୂର୍ଣ୍ଣ ଦେଶ କେଉଁଟି ?
ଉ: ଆଇସଲ୍ୟାଣ୍ଡ ସବୁଠୁ ଶାନ୍ତିପୂର୍ଣ୍ଣ ଦେଶ ।

୧୬- ପିମ୍ପୁଡି ମାନଙ୍କର କେତୋଟି ଗୋଡ ଥାଏ ?
ଉ: ୬ଟି ଗୋଡ ।
୧୭- ଇଂରେଜ ମାନେ ସିଗାରେଟ ପିଅନ୍ତି କି ?
ଉ: ହଁ ପିଅନ୍ତି
୧୮- ଦୁନିଆର ସବୁଠୁ ଲମ୍ବା ନଦୀର ନାମ କଣ ?
ଉ: ନୀଳ ନଦୀ ସବୁଠୁ ଲମ୍ବା ।
୧୯- ଭାରତରେ କେତୋଟି ସ୍ଥାନରେ କୁମ୍ଭ ମେଳା ଲାଗିଥାଏ ?
ଉ: ଚାରୋଟି ସ୍ଥାନରେ ।
୨୦- କେଉଁ ଗଛ ତଳେ ଶୋଇଲେ ମଣିଷ ମରିଯାଏ ?
ଉ: ନିମ୍ବ ଗଛ ତଳେ ଶୋଇଲେ ମଣିଷ ମରି ଯାଇପାରେ ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।