ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।
୧- ଏମିତି କେଉଁ ଶବ୍ଦ ଅଛି ଯାହାକୁ ଆମେ ଲେଖି ପାରିବା କିନ୍ତୁ ପଢି ପାରିବା ନାହିଁ ?
ଉ: ନାହିଁ ଶବ୍ଦ ।
୨- ଆପଣ ଜାଣିଛନ୍ତି କି ଏମିତି କେଉଁ ପକ୍ଷୀ ଅଛି ଯାହାର ଡେଣା ନଥାଏ ?
ଉ: କିୱି ପକ୍ଷୀ ।

୩- ବିଶ୍ଵର କେଉଁ ଦେଶରେ ସବୁଠୁ ଅଧିକ କାର୍ ରହିଛି ?
ଉ: ଆମେରିକା ରେ ।
୪- ଏମିତି କେଉଁ ପ୍ରାଣୀ ଅଛି ଯିଏକି ତା’ ଜୀବନରେ କେବେବି ଆକାଶ ଆଡକୁ ଚାହେଁ ନାହିଁ ?
ଉ: ଘୁଷୁରି ।
୫- ଏମିତି କେଉଁ ଜୀବ ଅଛି ଯିଏ ଛୁଆ ଜନ୍ମ କରିବା ପରେ ତୁରନ୍ତ ମରିଯାଏ ?
ଉ: ବିଛା ।
୬- ଦୁନିଆର ସବୁଠୁ ବୁଦ୍ଧିମାନ ଦେଶ କାହାକୁ କୁହାଯାଏ ?
ଉ: ହଂକଂ ।
୭- ଏମିତି କେଉଁ ଜୀବ ଅଛି ଯାହାକୁ ସବୁ ଜିନିଷ ଦୁଇ ଗୁଣା ଦେଖା ଯାଇଥାଏ ?
ଉ: ହାତୀ ।
୮- ଏମିତି କେଉଁ ପ୍ରାଣୀ ଅଛି ଯିଏ ଆଖି ବନ କରି ବି ସବୁ ଦେଖିପାରେ ?
ଉ: ଓଟ ।
୯- ମନୁଷ୍ୟ ଶରୀରର କେଉଁ ଅଙ୍ଗ ବିଜୁଳି ଉତ୍ପନ୍ନ କରିଥାଏ ?
ଉ: ମସ୍ତିଷ୍କ ।

୧୦- ବିଶ୍ଵ ସୁନ୍ଦରୀ ହୋଇଥିବା ପ୍ରଥମ ମହିଳା କିଏ ଥିଲେ ?
ଉ: ରୀତା ଫାରିଆ ।
୧୧- କେଉଁ ଦେଶରେ ସବୁଠୁ କମ୍ ଫାଶୀଦଣ୍ଡ ଶୁଣା ଯାଇଥାଏ ?
ଉ: ଆମ ଦେଶ ଭାରତରେ ।
୧୨- କେଉଁ ଦେଶରେ ସବୁଠୁ ଅଧିକ ପୋଲିସ ଅଛନ୍ତି ?
ଉ: ଆମେରିକା ରେ ।
୧୩- ଭାରତରେ କେତେ ପ୍ରତିଶତ ଭାଗରେ କୃଷିକାର୍ଯ୍ୟ କରା ଯାଇଥାଏ ?
ଉ: ୫୧% ।
୧୪- ପେଟ୍ରୋଲକୁ ଓଡିଆରେ କଣ କୁହାଯାଏ ?
ଉ: ଶୀତଳ ତେଲ ।
୧୫- କେଉଁ ଜୀବର କ୍ଷୀର ପିଇଲେ ଦିମାଗ ତେଜ ହୋଇଥାଏ ?
ଉ: ଗାଈ କ୍ଷୀର ।

୧୬- ଉଡାଜାହାଜର ଆବିଷ୍କାର କେଉଁଠାରେ ହୋଇଥିଲା ?
ଉ: ଆମେରିକାରେ ।
୧୭- ମାନବ ଶରୀରର ସବୁଠୁ ବଡ ବା ଲମ୍ବା କୋଷିକାର ନାମ କଣ ?
ଉ: ତନ୍ତ୍ରିକା ।
୧୮- ଭାରତରେ ନିର୍ମିତ ହୋଇଥିବା ପ୍ରଥମ କମ୍ପ୍ୟୁଟରର ନାମ କଣ ଥିଲା ?
ଉ: ସିଦ୍ଧାର୍ଥ ।
୧୯- କେଉଁ ଜୀବର ହୃଦୟ କାର୍ ଭଳି ବଡ ହୋଇଥାଏ ?
ଉ: ତିମି ବା ହ୍ଵେଲ ମାଛ ।
୨୦- ସ୍ତ୍ରୀ ସ୍ଵାମୀକୁ ନିଜର ସବୁକିଛି ଦେଇ ଦିଏ ହେଲେ ଗୋଟିଏ ଜିନିଷ କେବେବି ଦିଏ ନାହିଁ, ତାହା କଣ ?
ଉ: ସାଙ୍ଗିଆ (Surname) ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।