Interesting GK Q&A: ଗୋଟିଏ ନାରୀ ନିଜ ଜୀବନରେ କେତୋଟି ଶିଶୁକୁ ଜନ୍ମ ଦେଇପାରେ ?

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।

୧- କେଉଁ ତାରା ୧୬ ବର୍ଷରେ ଥରେ ଆକାଶରେ ଦେଖାଯାଏ ?

ଉ: ପୁଚ୍ଛଳ ତାରା

୨- କେଉଁ ପାରିବା ଖାଇବା ଦ୍ଵାରା ଦାନ୍ତ ସଫା ହୋଇଥାଏ ?

ଉ: ପାଳଙ୍ଗ ଶାଗ

୩- ଏମିତି କେଉଁ ପକ୍ଷୀ ଅଛି ଯିଏ ନିଜ ପୁରା ଜୀବନ କେବେ ବି ଗଛ ଉପରେ ବସି ନଥାଏ ?

ଉ: ଟିଟୋନୀ ପକ୍ଷୀ

୪- କେଉଁ ଜୀବ ମଣିଷର ସବୁଠୁ ବଡ ଶତ୍ରୁ ?

ଉ: ମଶା ।

୫- ବିଶ୍ଵର ସବୁଠୁ ଲମ୍ବା ନଦୀର ନାମ କଣ ?

ଉ: ନୀଳ ନଦୀ

୬- ଏମିତି କେଉଁ ଜିନିଷ ଅଛି ଯାହା କାରଣରୁ ଖୁସି ସମୟରେ ବି ଆଖିରୁ ପାଣି ଚାଲି ଆସେ ?

ଉ: ପିଆଜ

୭- ଏମିତି କେଉଁ ଜିନିଷ ଅଛି ଯାହାର ମୁଣ୍ଡ ନାହିଁ ତଥାପି ସେ ଟୋପି ପିନ୍ଧେ ?

ଉ: ବୋତଲ

୮- ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ କେବେ ବି ଧରି ରଖି ପାରିବା ନାହିଁ ?

ଉ: ଛାଇ

୯- ଏମିତି କେଉଁ ଜିନିଷ ଅଛି ଯାହା ପାଖରେ Head ଅଛି Tail ଅଛି କିନ୍ତୁ Body ନାହିଁ ?

ଉ: Coin (ମୁଦ୍ରା)

୧୦- ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ଯେତେ ଟାଣିବୁ ତାହା ସେତେ ଛୋଟ ହୋଇଯାଏ ?

ଉ: ସିଗାରେଟ

୧୧- ପର ନାହିଁ କିନ୍ତୁ ସେ ଉଡି ଥାଏ, ହାତ ନାହିଁ କିନ୍ତୁ ସେ ଲଢି ଥାଏ, ତାହା କଣ ?

ଉ: ଗୁଡି

୧୨- ଏମିତି କେଉଁ ଫଳ ଅଛି ଯାହା କଞ୍ଚା ସମୟରେ ମିଠା ଲାଗିଥାଏ କିନ୍ତୁ ପାଚିଗଲେ ଖାତା ଲାଗେ ?

ଉ: ସପୁରୀ

୧୩- ଦୁନିଆରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ କେତେ ମହାନ ବ୍ୟକ୍ତି ଜନ୍ମ ହୋଇଛନ୍ତି ?

ଉ: ସମସ୍ତେ ପ୍ରଥମେ ଜନ୍ମ ହୋଇଥାନ୍ତି ଓ ପରେ ଯାଇ ମହାନ ହୋଇଥାନ୍ତି ।

୧୪- ତାହା କଣ ଯାହା ହାତୀ ଠାରୁ ବଡ ହୋଇଥାଏ କିନ୍ତୁ ତା’ର ଓଜନ କିଛି ବି ନୁହେଁ ।

ଉ: ହାତୀର ଛାଇ

୧୫- ତାଜମହଲ କେଉଁ ନଦୀ କୂଳରେ ଅବସ୍ଥିତ ?

ଉ: ଯମୁନା ନଦୀ

୧୬- ଭାରତର ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ କେତେ ବର୍ଷ ?

ଉ: ୫ ବର୍ଷ

୧୭- ସାଞ୍ଚି ସ୍ତୂପ କିଏ ନିର୍ମାଣ କରିଥିଲେ ?

ଉ: ଅଶୋକ

୧୮- କେଉଁ ଓଡିଆ ମାସରେ ଗଣେଶ ଚତୁର୍ଥୀ ପାଳନ କରାଯାଏ ?

ଉ: ଭାଦ୍ରବ

୧୯- ମହାତ୍ମା ଗାନ୍ଧୀ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?

ଉ: ଗୁଜୁରାଟର ପୋରବନ୍ଦର

୨୦- ଗୋଟିଏ ନାରୀ ନିଜ ଜୀବନରେ କେତୋଟି ଶିଶୁକୁ ଜନ୍ମ ଦେଇପାରେ ?

ଉ: ୪୦ଟି ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।