ଆଜିକାଲି ଅନେକ ପ୍ରତିଯୋଗୀତା ମୂଳକ ପରୀକ୍ଷା ତଥା ଇଣ୍ଟରଭ୍ୟୁ ମାନଙ୍କରେ ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନ ସବୁ ପଚରା ଯାଉଛି । ତେଣୁ ଅନ୍ୟ ସବୁ ବିଷୟର ଜ୍ଞାନ ସହିତ ସାଧାରଣ ଜ୍ଞାନ ମଧ୍ୟ ଭଲ ରହିବା ଉଚିତ । କାରଣ ଅନେକ ସମୟରେ ଏକ ସାଧାରଣ ପ୍ରଶ୍ନର ଉତ୍ତର ଦେଇ ନପାରି ଆବେଦକଙ୍କ ଅଳ୍ପକେ ଚାକିରି ହାତଛଡା ହୋଇଯାଏ । ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆଜକାଲି ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ଅଧିକ ପଚରା ଯାଉଛି ।
୧- ଜଣେ ମହିଳା ନିଜ ଜୀବନ କାଳ ମଧ୍ୟରେ କେତୋଟି ସନ୍ତାନ ଜନ୍ମ ଦେଇପାରେ ?
ଉ: ୪୦ ଟି
୨- ଦୁନିଆର କେଉଞ୍ଜ ବ୍ୟକ୍ତିଙ୍କର ୪୦ ଜଣ ପତ୍ନୀ ଏବଂ ୯୪ଟି ସନ୍ତାନ ଥିଲେ ?
ଉ: ଜିଓନା ଚାନା କୋ ନାମକ ବ୍ୟକ୍ତିଙ୍କର
୩- କେଉଁ ଜିନିଷକୁ ଗରମ କଲେ ତାହା ଜମିଯାଏ ?
ଉ: ଅଣ୍ଡା
୪- ଭାରତର ପ୍ରଧାନମନ୍ତ୍ରୀ ହେବା ପାଇଁ ଅତିକମ୍ ରେ କେତେ ବୟସ ହୋଇଥିବା ଆବଶ୍ୟକ ଅଟେ ?
ଉ: ୨୫ ବର୍ଷ
୫- ସମଗ୍ର ପୃଥିବୀରେ କେଉଁ ଗ୍ଯାସ ସବୁଠାରୁ ଅଧିକ ପରିମାଣରେ ରହିଛି ?
ଉ: ଅକ୍ସିଜେନ ବା ଅମ୍ଳଜାନ
୬- ପୃଥିବୀର କେଉଁ ଦେଶ ପାଖେ ସବୁଠୁ ଅଧିକ ସୈନ୍ୟ ଅଛନ୍ତି ?
ଉ: ଆମେରିକା ପାଖରେ
୭- ଭାରତର ସବୁଠାରୁ ଗରିବ ରାଜ୍ୟ କେଉଁଟି ?
ଉ: ଛତିଶଗଡ ସବୁଠାରୁ ଗରିବ ରାଜ୍ୟ ।
୮- କେଉଁ ଦେଶ ୨୦୨୧ ମସିହାରେ ସ୍ଵାଧୀନ ହୋଇଥିଲା ?
ଉ: ସ୍ଵିଡେନ ଦେଶ
୯- କେଉଁ ଜିନିଷ ଜଣେ ଝିଅ ବିବାହ ପୂର୍ବରୁ ପିନ୍ଧିପାରେ ନାହିଁ ?
ଉ: ମଙ୍ଗଳସୂତ୍ର ଏବଂ ସିନ୍ଦୂର
୧୦- ରାଜାର ରାଜ୍ୟରେ ନାହିଁ, ମାଳିର ବଗିଚାରେ ନାହିଁ, କାଟିଲେ ମଞ୍ଜି ନାହିଁ, ଖାଇଲେ ସ୍ଵାଦ ନାହିଁ- ତାହା କଣ ?
ଉ: କୁଆ ପଥର
୧୧- ନୀଳମାଧବ ମନ୍ଦିର ଓଡିଶାର କେଉଁ ଜିଲ୍ଲାରେ ଅବସ୍ଥିତ ?
ଉ: ନୟାଗଡ ଜିଲ୍ଲାରେ
୧୨- ଯମଙ୍କର ପିତା କିଏ ?
ଉ: ଯମଙ୍କର ପିତା ହେଉଛନ୍ତି ସୂର୍ଯ୍ୟ ।
୧୩- ମା’ ଲକ୍ଷ୍ମୀଙ୍କର ସାନ ଭଉଣୀ କିଏ ?
ଉ: ଅଲକ୍ଷ୍ମୀଙ୍କୁ ଲକ୍ଷ୍ମୀଙ୍କ ସାନ ଭଉଣୀ କୁହାଯାଏ ।
୧୪- ସୂର୍ଯ୍ୟଙ୍କର ମାତାଙ୍କ ନାମ କଣ ?
ଉ: ଅଦିତି
୧୫- ଓଁ କାର ର ଉତ୍ପତ୍ତି କେଉଁଠୁ ହୋଇଥିଲା ?
ଉ: ବ୍ରହ୍ମାଙ୍କ ମୁଖରୁ ଓଁ କାର ଉତ୍ପତ୍ତି ହୋଇଥିଲା ।
୧୬- ସୂର୍ଯ୍ୟଙ୍କ ମାତା ଅଦିତି କେଉଁ ଋଷିଙ୍କୁ ବିବାହ କରିଥିଲେ ?
ଉ: କଶ୍ଯପ ଋଷିଙ୍କୁ
୧୭- ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିରରେ କେତୋଟି ମଣ୍ଡପ ରହିଛି ?
ଉ: ୧୬ଟି
୧୮- ବରଫ ନ ତରଳିବା ପାଇଁ କେଉଁ ଦ୍ରବ୍ୟର ବ୍ୟବହାର କରାଯାଏ ?
ଉ: ଆମୋନିଆ
୧୯- ସବୁଠାରୁ ଦ୍ରୁତଗତିରେ ବୃଦ୍ଧି ପାଉଥିବା ବୃକ୍ଷର ନାମ କଣ ?
ଉ: ବାଉଁଶ
୨୦- କାହାର 5 ଟି ଆଙ୍ଗୁଳି ଥାଏ ହେଲେ ହାତ ନଥାଏ ?
ଉ: ଗ୍ଲୋଭସ୍ (gloves)
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।