କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ କେତେ ପାଠୁଆ ? କିଏ ସବୁଠୁ ଅଧିକ Qualified ?

ଦେଶରେ ବଡ ବଡ ଡିଗ୍ରୀ ଧରି ବୁଲୁଛନ୍ତି ଅନେକ ଯୁବକ ଯୁବତୀ ମାନେ । କିନ୍ତୁ ତାଙ୍କ ପାଖରେ ନା ଅଛି ଚାକରି ନା ଅଛି କାମ । ସବୁ ଦିନ ପାଇଁ ଅନ୍ଧାର ରେ ଥିବା ଭଳି ଲାଗୁଛି ତାଙ୍କ ଭବିଷ୍ୟତ । କିନ୍ତୁ ଆପଣ  କଣ ଜାଣି ଛନ୍ତି କି କମ ପାଠ ପାଢୀ ମଧ୍ୟ ନେତା ହୋଇ ପାରିବେ ଆପଣ । ଆଜ୍ଞା ହଁ ଭାରତ ରେ ଅନେକ ନେତା ମାନେ ଅଛନ୍ତି ଯେଉଁ ମାନେ ଖୁବ କମ ପାଠ ପଢିଛନ୍ତି । ଆପଣ ଜୀବନରେ ଶିକ୍ଷା ଏକ ମହତ୍ଵ ପୂର୍ଣ୍ଣ ଘଟଣା ଅଟେ ।

ତେବେ ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଯାହା ଭି କରୁଛେ କିମ୍ବା ଆମେ ଯାହା କରିବା ପାଇଁ ଯାଉଛେ ତାହା ଆମ ପାଠ ପଢା ଉପରେ ନିର୍ଭର କରି ଥାଏ । ଅନେକ ପ୍ରକାର କ୍ଷେତ୍ର ଏବେ ବାହାରିଲାଣି । ଅନେକ କାମ ଅଛି କରିବା ପାଇଁ ମାତ୍ର ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଆମ ଦେଶକୁ ପାଠ ପଢିକି ମଧ୍ୟ ଆଗକୁ ନେଇ ପାରୁନେ ।

ଏହାର କାରଣ ହେଉଛି ବେକାରି ସମସ୍ଯା । ଏତେ ମାତ୍ରାରେ ବେକାରି ଏହି ଜାଗାରେ ଅଛନ୍ତି କି ସବୁଙ୍କୁ କାମ ଦେବା ସମ୍ଭବ ହେଉନି ବ୍ୟାପାର ରେ ମଧ୍ୟ ଖୁବ କଷ୍ଟ ହେଉଛି ଆଗକୁ ଯିବା । କାରଣ ଏକ ନୁହେଁ ଏକ ରୁ ଅଧିକା ଲୋକମାନେ ସମ୍ମାନ ବ୍ୟାପାର କରୁଛନ୍ତି । ତେବେ ସରକାର ଏହାକୁ ଦୂର କରିବା ପାଇଁ ଅନେକ ପ୍ରକାର ସ୍କିମ ଏବେ କାଢିଲାଣି ଓ ଏହା ସହ ଅନେକ ପ୍ରକାର ସ୍କଲାରଶୀପ ବ୍ୟବସ୍ଥା ମଧ୍ୟ କଲାଣି ।

ଆଜି ଆମେ ଆପଣଙ୍କୁ କହିବା କମ ପାଠ ପଢିବା ନେତା ମାନଙ୍କ ମଧ୍ୟରେ କିଛି ଉଚ୍ଚ ଶିକ୍ଷିତା ନେତା ମାନେ ମଧ୍ୟ ଅଛନ୍ତି ତେବେ ଆସନ୍ତୁ ଜାଣିବା କେଉଁ ମୁଖ୍ୟମନ୍ତ୍ରୀ କେତେ ଯାଏ ପାଠ ପଢିଛନ୍ତି ଆନ୍ଧ୍ରପ୍ରଦେଶ ର ମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କମର୍ଷ ରେ ଗ୍ରାଜୁଏଟ । ଅରୁଣାଚଳ ମନ୍ତ୍ରୀ ପେମା ଖାନଡୂ ବିଏ ଗ୍ରାଜୁଏଟ ଅଟନ୍ତି । ଆସାମ ମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ପିଏଚଡି କରିଛନ୍ତି ।

ବିହାର ମନ୍ତ୍ରୀ ନିତୀଶ କୁମାର ବିଏସସି ଗ୍ରାଜୁଏଟ ଅଟନ୍ତି । ଛତିଶଗଡ ମନ୍ତ୍ରୀ ଭୁପ୍ଶ ବଘେଲ ପିଜି କରିଛନ୍ତି । କେଜ୍ରିବାଳ ଦିଲ୍ଲୀ ର ମନ୍ତ୍ରୀ ଆଇଆଇଟି କରିଛନ୍ତି ।  ପ୍ରମୋଦ ସାହୂ ଗୋଆ ର ମନ୍ତ୍ରୀ ବିଏମଏସ ବ୍ୟଚେଲର କରିଛନ୍ତି । ଭୂପେନ୍ଦ୍ର ଭାଇ ପଟେଲ ଗୁଜୁରାଟ ର ମନ୍ତ୍ରୀ ଏମଏଚଡ଼ି ପିଏଚଡ଼ି କରିଛନ୍ତି  । ହରିୟାନା ମନୋହର ଲାଲ ଖଟର ଗ୍ରାଜୁଏଟ ଅଟନ୍ତି । ହିମାଚଳ ପ୍ରଦେଶ ମନ୍ତ୍ରୀ ଜୟରାମ ଠାକୁର ଗ୍ରାଜୁଏଟ ।

ଝାଡଖଣ୍ଡ ମନ୍ତ୍ରୀ ହେମନ୍ଦ ସୋରେନ ଦ୍ଵାଦଶ ପାସ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଗ୍ରାଜୁଏଟ । କେରଲ ପିନାରାୟି ବିଜୟନ ଦ୍ଵାଦଶ ପାସ । ଏମପି ର ମନ୍ତ୍ରୀ ଶିରାଜ ଏମଏ କରିଛନ୍ତି । ମହାରଷ୍ଟ୍ର ଉଦ୍ଧବ ଠାକରେ ଦ୍ଵାଦଶ ପାସ । ମଣିପୁର ମନ୍ତ୍ରୀ ଏନ . ବିରେନ ସିଂ ଗ୍ରାଜୁଏଟ । ମେଘାଳୟ ମନ୍ତ୍ରୀ ସି . ସାଙ୍ଗାମା ଏମବିଏ କରିଛନ୍ତି । ମିଜୋରାମ ମନ୍ତ୍ରୀ ଜୋରାମଥାଙ୍ଗା ବିଏ କରିଛନ୍ତି । ନାଗାଲାଣ୍ଡ ମନ୍ତ୍ରୀ ଦ୍ଵାଦଶ ଗ୍ରାଜୁଏଟ ।

ପଞ୍ଜାବ ମନ୍ତ୍ରୀ ଭଗବନ୍ତ ମାନ ଦ୍ଵାଦଶ ପାସ ଅଟନ୍ତି  । ରାଜସ୍ଥାନ ମନ୍ତ୍ରୀ ଅଶୋକ ଗେହଲଟ ଏମଏ କରିଛନ୍ତି । ସିକିମ ମନ୍ତ୍ରୀ ପ୍ରେମ ସିଂ ବିଏ କରିଛନ୍ତି । ତାମିଲନାଡୁ ଏମକେ ଷ୍ଟାଲିନ ବିଏ କରିଛନ୍ତି । ତେଲେଙ୍ଗାନା ମନ୍ତ୍ରୀ କେ ଚନରଶେଖର ବିଏ କରିଛନ୍ତି । ତ୍ରିପୁରା ମନ୍ତ୍ରୀ ମାଣିକ ଶାହା ଡାକ୍ତରୀ ପଢିଛନ୍ତି । ଇଉପି ଯୋଗୀ ଆଦିତ୍ୟ ନାଥ ବିଏସସି କରିଛନ୍ତି  । ଉତ୍ତରାଖଣ୍ଡ ମନ୍ତ୍ରୀ ପୁଷ୍କର ସିଂ ଧାମୀ ପିଜି କରିଛନ୍ତି । ବଂଗର ମନ୍ତ୍ରୀ ମମତା ବାନାର୍ଜୀ ଏମଏ କରିଛନ୍ତି । ଓଡିଶା ମନ୍ତ୍ରୀ ନବୀନ ପଟନାୟକ ବିଏ କରିଛନ୍ତି ।