ଆଜିକାଲି ଅନେକ ପ୍ରତିଯୋଗୀତା ମୂଳକ ପରୀକ୍ଷା ତଥା ଇଣ୍ଟରଭ୍ୟୁ ମାନଙ୍କରେ ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନ ସବୁ ପଚରା ଯାଉଛି । ତେଣୁ ଅନ୍ୟ ସବୁ ବିଷୟର ଜ୍ଞାନ ସହିତ ସାଧାରଣ ଜ୍ଞାନ ମଧ୍ୟ ଭଲ ରହିବା ଉଚିତ । କାରଣ ଅନେକ ସମୟରେ ଏକ ସାଧାରଣ ପ୍ରଶ୍ନର ଉତ୍ତର ଦେଇ ନପାରି ଆବେଦକଙ୍କ ଅଳ୍ପକେ ଚାକିରି ହାତଛଡା ହୋଇଯାଏ । ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆଜକାଲି ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ଅଧିକ ପଚରା ଯାଉଛି ।
୧- କେଉଁ ମହାପୁରୁଷଙ୍କ ଜନ୍ମ ସମୟରେ ତାଙ୍କର ଦାନ୍ତ ଉଠିଥିଲା ?
ଉ: ନେପୋଲିୟନ ବୋନପାର୍ଟ
୨- କେଉଁ ଗଛ କାନ୍ଦେ ?
ଉ: ୟୂରେଲ

୩- କେଉଁ ଗଛ ମଣିଷକୁ ଖାଇ ଦେଇଥାଏ ?
ଉ: ମାଡା ଗାସ୍କାରେ
୪- କେଉଁମାନେ ହାଡରୁ ଛୁଞ୍ଚି ତିଆରି କରନ୍ତି ?
ଉ: ଏସ୍କିମୋ ମାନେ
୫- କେଉଁ ଜାତିର କଙ୍କଡା ନଡିଆ ଖାଇବା ପାଇଁ ନଡିଆ ଗଛରେ ଚଢିପାରେ ?
ଉ: ରାମ୍ବରକାବ କଙ୍କଡା
୬- କେଉଁ ପ୍ରାଣୀ ପୃଥିବୀର ସବୁଠୁ ଉଚ୍ଚତମ ପ୍ରାଣୀ ?
ଉ: ଜିରାଫ
୭- କେଉଁ ପକ୍ଷୀର ଉଚ୍ଚତା ସବୁଠାରୁ ଉଚ୍ଚ ହୋଇଥାଏ ?
ଉ: ଓଟପକ୍ଷୀ
୮- ବୃହତ୍ତମ ସ୍ଥଳଚର ପ୍ରାଣୀର ନାମ କଣ ?
ଉ: ହସ୍ତୀ

୯- ପୃଥିବୀର କ୍ଷୁଦ୍ରତମ ପକ୍ଷୀର ନାମ କଣ ?
ଉ: ହମିଙ୍ଗ ବାର୍ଡ
୧୦- ମହୁମାଛି ଦ୍ଵାରା କେଉଁ ରୋଗ ହୋଇଥାଏ ?
ଉ: କଳାଜ୍ଵର
୧୧- କେଉଁ ଫୁଲ ପାଖକୁ ଭ୍ରମର ଯାଇପାରେ ନାହିଁ ?
ଉ: କିଆ ଓ କେତକୀ
୧୨- କାହାକୁ ଦାନ କଲେ ନିଜର ବୃଦ୍ଧି ହୁଏ ଓ ସାଇତି ରଖିଲେ କ୍ଷୟ ହୁଏ ?
ଉ: ବିଦ୍ୟା ଏବଂ ଜ୍ଞାନ
୧୩- ଓଡିଆ ମହାଭାରତ କିଏ ରଚନା କରିଛନ୍ତି ?
ଉ: ଶାରଳା ଦାସ
୧୪- ପଥର ହେଲେ ବି ସେ ପାଣି ତାହା କଣ ?
ଉ: ବରଫ

୧୫- ପଦ୍ମଚରଣ ରାୟଙ୍କୁ କେଉଁ ଉପାଧି ଦିଆ ଯାଇଥିଲା ?
ଉ: ଉତ୍କଳ ଭୀମ ଉପାଧି
୧୬- ଘଟଗାଁ କେଉଁ ମନ୍ଦିର ପାଇଁ ପ୍ରସିଦ୍ଧ ଅଟେ ?
ଉ: ମା ତାରିଣୀଙ୍କ ମନ୍ଦିର
୧୭- ଧାମରା ମନ୍ଦିର କେଉଁ ଜିଲ୍ଲାରେ ଅବସ୍ଥିତ ?
ଉ: ଭଦ୍ରକ
୧୮- ଏମିତି କେଉଁ କାମ ଯାହାକୁ ପୁରୁଷମାନେ ଥରେ କରନ୍ତି ଏବଂ ନାରୀମାନେ ସବୁଦିନ ?
ଉ: ମଥାରେ ସିନ୍ଦୁର ଦେବା
୧୯- ସବୁଠାରୁ ଓଜନିଆ ଧାତୁର ନାମ କଣ ?
ଉ: ଓସମିୟମ
୨୦- ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଓଡିଶା ପ୍ରଦେଶରେ କେତେଗୋଟି ଜିଲ୍ଲା ଥିଲା ?
ଉ: ୬ ଗୋଟି ଜିଲ୍ଲା

୨୧- ମା ତାରିଣୀଙ୍କ ପୂଜକଙ୍କୁ କଣ କୁହାଯାଏ ?
ଉ: ଦେହୁରି
୨୨- କେଉଁ ଜାଗାରେ ଜଣେ ଚାହିଁଲେ ବି ଘୁଙ୍ଗୁଡି ମାରି ପାରିବ ନାହିଁ ?
ଉ: ମହାକାଶରେ
୨୩- ଭାରତରେ ବନ ମହୋତ୍ସବ କିଏ ଆରମ୍ଭ କରିଥିଲେ ?
ଉ: କେ. em। ମୁନସୀ
୨୪- କେଉଁ ଗଛର ଫୁଲ ମଣିଷ ଖପୁରି ପରି ହୋଇଥାଏ ?
ଉ: Dragon’s Skull Flower
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।