ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।
୧- ଗାତରେ କରାଇ ଘର, ମୁହଁରେ ତାର ନିଶ, ଯାହା ଘରେ ପଶେ ତାର କରେ ସର୍ବନାଶ ?
ଉ: ମୂଷା
୨- ବର୍ଷା ଆସିଲେ ତାହା ଉପରକୁ ଉଠେ, ବର୍ଷା ଛାଡିଲେ ତାହା ତଳକୁ ଖସେ ତାହା କଣ ?
ଉ: ଛତା
୩- ବାବାଜୀ ନୁହେଁ ତା ବଢିଛି ଦାଢି, ପାଦ ତଳେ ଯାଏ ଆସିଛି ମାଡି, ପିଲାଏ ଖେଳନ୍ତି ଦାଢିରେ ଦୋଳି, ପକ୍ଷୀଏ ଖାଆନ୍ତି ତାହାର କୋଳି ?
ଉ: ବରଗଛ
୪- କେଉଁ ଜୀବ ଉଭୟ ଆଖି ଓ କାନ ବାଟେ ନିଶ୍ଵାସ ନେଇପାରେ ?
ଉ: ହରିଣ
୫- ସଂସାରର ସବୁଠାରୁ ବଡ କଇଁଛ କେଉଁଠାରେ ଦେଖିବାକୁ ମିଳେ ?
ଉ: ଅଷ୍ଟ୍ରେଲିଆ
୬- କେଉଁ ଜୀବର ହୃଦୟ ୧ ମିନିଟରେ ମାତ୍ର ୯ ଥର ଧଡକି ଥାଏ ?
ଉ: ନୀଳ ତିମି
୭- ଶୁଦ୍ଧ ଜଳର ପିଏଚ ସ୍ତର କେତେ ହୋଇଥାଏ ?
ଉ: ୭
୮- କାଚର ହଳଦିଆ ରଙ୍ଗ କେଉଁ ପଦାର୍ଥ କାରଣରୁ ହୋଇଥାଏ ?
ଉ: ଫେରିକ ଅକ୍ସାଇଡ ଯୋଗୁଁ
୯- କେଉଁ ଫୁଲ ୧୨ ବର୍ଷରେ ଥାରେ ଫୁଟିଥାଏ ?
ଉ: ନୀଳକରଞ୍ଜି
୧୦- ବିଶ୍ଵ ଆକାଶରୁ ବିଜୁଳି ସବୁଠାରୁ ଅଧିକ କେଉଁଠାରେ ପଡିଥାଏ ?
ଉ: ଆଫ୍ରିକାରେ
୧୧- ଭାରତର କେଉଁ ରାଜ୍ୟରେ ଇଂରାଜୀ ଭାଷା ପ୍ରଚଳିତ ଅଛି ?
ଉ: ନାଗାଲାଣ୍ଡ
୧୨- କେଉଁ ଗଛକୁ ଓପାଡି ଦେଲେ ତାହା ଛୁଆଙ୍କ ପରି କାନ୍ଦିଥାଏ ?
ଉ: ମେଣ୍ଡୁକ ଗଛ
୧୩- ଫୁଟବଲରେ କେଉଁ ଗ୍ଯାସ ଭରା ଯାଇଥାଏ ?
ଉ: ହାଇଡ୍ରୋଜେନ ଗ୍ଯାସ
୧୪- କେଉଁ ଦେଶ ସର୍ବ ପ୍ରଥମେ ଚିନିର ସନ୍ଧାନ କରିଥିଲା ?
ଉ: ଭାରତ
୧୫- ଗାନ୍ଧୀଜୀଙ୍କ ନାମ ପୂର୍ବରୁ ମହାତ୍ମା କେବେ ଯୋଡା ଯାଇଥିଲା ?
ଉ: ଚମ୍ପାରଣ ସତ୍ୟାଗ୍ରହ ସମୟରେ
୧୬- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ମନ୍ଦିର ଅଛି ?
ଉ: ତାମିଲନାଡୁ
୧୭- କେଉଁ ପକ୍ଷୀ ଜୀବନରେ ଥରେ ମାତ୍ର ପିଲା ଜନ୍ମ କରେ ?
ଉ: କୁଆ
୧୮- କେଉଁ ପ୍ରାଣୀର ରକ୍ତ ଧଳା ରଙ୍ଗର ହୋଇଥାଏ ?
ଉ: ଝିଣ୍ଟିକା
୧୯- କେଉଁ ଫୁଲକୁ ଭଅଁର ଚୁମେ ନାହିଁ ?
ଉ: ଚମ୍ପା ଫୁଲ
୨୦- ମନ୍ଦିରକୁ ଯାଏ ହଳଦିଆ ଶାଢୀ ପିନ୍ଧି କିନ୍ତୁ ବାହାରକୁ ଆସେ ଲଙ୍ଗଳା ହୋଇ । ତାହା କଣ ?
ଉ: କଦଳୀ
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ କାମ ପେଜ୍ କୁ ଲାଇକ କରନ୍ତୁ ।