ଆଜିର ରାଶିଫଳ, 28 ମେ 2022, ଶନିବାର, ଏହି ୫ଟି ରାଶି ଉପରେ ଶନିଦେବ ହେବେ ପ୍ରସନ୍ନ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୮ ମେ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କୁ ଅଚାନକ ଧନ ପ୍ରାପ୍ତିର ଯୋଗ ରହିଛି । ନିଜ ଇଚ୍ଛା ଅନୁଯାୟୀ ଆପଣ ଅନ୍ୟକୁ ସାହାଜ୍ଯ ମଧ୍ୟ କରିବେ । ଅଫିସରେ ସହକର୍ମୀ ଙ୍କ ସହ ଆପଣ ସମ୍ପର୍କ ଭଲ ରଖିବାକୁ ଚେଷ୍ଟା କରିବେ । ଏପଟ ସେପଟ କଥା ନ କରି ନିଜ କାମ ପ୍ରତି ଧ୍ୟାନ ଦିଅନ୍ତୁ । ଆପଣଙ୍କର ଆୟ ସୁରକ୍ଷିତ ଓ ଯାହା ଆପଣଙ୍କ ସମ୍ପତିକୁ ଯୋଡିବା ପାଇଁ ଆପଣ ଉପୋଯୋଗ କରିବେ । ଆଜି ଏହି କାମକୁ ମନ ଲଗାଇ କରନ୍ତୁ । ଔଷଧ ବ୍ୟାପାର କରୁଥିବା ଜାତକ ଙ୍କୁ ଆର୍ଥିକ ଫାଇଦା ମିଳିପାରେ ।

ବୃଷ ରାଶି : ତରବର ହୋଇ ନେଇଥିବା ଭୁଲ ନିସ୍ପତି ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଭାଇ ଭଉଣୀ ଙ୍କ ସହ ମତଭେଦ ହୋଇପାରେ । ଯଦି ଆପଣଙ୍କ ଭାଇ ଭଉଣୀ ଆପଣଙ୍କ କଥାରେ ସହମତ ନୁହନ୍ତି ତେବେ ତାଙ୍କ ଉପରେ ଜୋର ଦିଅନ୍ତୁ ନାହି । ବ୍ୟକ୍ତିଗତ ଜୀବନୀ ବିଷୟରେ କହିବାକୁ ଗଲେ ଯାଇ ଆପଣଙ୍କର ଦାମ୍ପତ୍ୟ ଜୀବନରେ ଜୀବନ ସାଥି ଙ୍କ ମୁଡ ଠିକ ରହିବ ନାହି । ଆପଣଙ୍କ ମଧ୍ୟରେ ମତଭେଦ ହୋଇପାରେ । ମିତ୍ର ମାନଙ୍କ ସହ ଅଚାନକ ଯାତ୍ରା କରିବାକୁ ପଡିପାରେ ।

ମିଥୁନ ରାଶି : ଆଜି ସ୍ୱାସ୍ଥ୍ୟ ରେ କିଛି ପରିବର୍ତ୍ତନ ହୋଇପାରେ । ଛାତ୍ର ଙ୍କ ପାଇଁ ସମୟ ଭଲ ରହିବ । କ୍ଯାରିୟର ଦିଗରେ ବଡ ନିସ୍ପତି ଗ୍ରହଣ କରିବେ । ଯଦି ଆପଣ କୌଣସି ଜରୁରୀ କାମ ପୁରା କରିବାକୁ ଭାବୁଛନ୍ତି ତେବେ ତାହା ପୂରଣ ହେବେ । ବେହତର ଖବର ଆପଣଙ୍କୁ ପ୍ରାପ୍ତ ହେବ । ଭାଗ୍ୟର ସହଯୋଗ ଆପଣ ପାଇବେ । ଆରାମ କରିବା ପାଇଁ ଆପଣଙ୍କୁ ବେହତର ସମୟ ମିଳିବ । ଦାଂପତ୍ଯ ଜୀବନ ଖୁବ ଭଲ ରହିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବେହତର ରହିବ ।

କର୍କଟ ରାଶି : ଆଜି ବ୍ୟବସାୟରେ ସମସ୍ଯା ହୋଇପାରେ । ଆପଣ ନିଜକୁ ବେହତର ଅନୁଭବ କରିବେ । କାର୍ଯ୍ୟ କ୍ଷେତ୍ରରେ ଅଚାନକ କାମ ଭାର ବଢିପାରେ । କାମ ପୁରା କରିବା ପାଇଁ ଆପଣଙ୍କୁ ପର୍ଯ୍ୟାପ୍ତ ସମୟ ନ ମିଳିପାରେ । ଆପଣ ଚିନ୍ତାରେ ରହିଲେ ମଧ୍ୟ ଧର୍ଯ୍ୟ ରଖନ୍ତୁ । ଅଧିକାରି ଙ୍କ ସହ କିଛି ବେହତର କରିବା ପାଇଁ ଚେଷ୍ଟା କରିବେ । ଖାସ ଲୋକଙ୍କ ଠାରୁ ଭଲ ପରାମର୍ଶ ପାଇବେ । ଅବିବାହିତ ଲୋକଙ୍କର କିସ୍ମତ ଚମକି ଉଠିବ ।

ସିଂହ ରାଶି :  ଆଜି କାହା ସହ କଳହ ହେବାର ସମ୍ଭାବନା  ରହିଛି । କାମ କାର୍ଯ୍ୟ ରେ ଆସୁଥିବା ବାଧା ଦୂର ହେବ ଓ ସଫଳତାର ଯୋଗ ରହିଛି । ସକାଳ ସମୟରେ ଆପଣ ଶୁଭ ସମାଚାର ଶୁଣିବାର ଅପେକ୍ଷାରେ ରହିବେ । ସନ୍ଧ୍ୟା ସୁଧା ଆପଣଙ୍କର ଏହି ପେକ୍ଷା ପୁରା ହେବ । ସନ୍ତାନ ମାନଙ୍କର ସ୍ଵାସ୍ଥ୍ୟକୁ ନେଇ ଧନ ଖର୍ଚ୍ଚ କରିବେ । ଆର୍ଥିକ ମାମଲା ବା ଲେନଦେନ କରିବା ସମୟରେ ସତର୍କ ରୁହନ୍ତୁ । ଆଖ ପାଖକୁ ଯାତ୍ରା କରିବାକୁ ପଡିପାରେ । ନୂଆ ଲୋକଙ୍କ ସହ ସମ୍ପର୍କ ବଢିବ ଯାହା ଆପଣଙ୍କ ପାଇଁ ଫାଇଦା ସାବ୍ୟସ୍ତ ହେବ । ଘରୋଇ ଜୀବନ ସୁଖମୟ ରହିବ ।

କନ୍ୟା ରାଶି : ପରିବାର ଲୋକଙ୍କ ସହ ଝଗଡା ହୋଇପାରେ । ଅଫିସରେ ନିଜ ସ୍ଥାନ ବଜାୟ ରଖିବା ପାଇଁ ଧର୍ଯ୍ୟ ର ସହ କାମ କରନ୍ତୁ । ବୁଦ୍ଧି ଦ୍ଵାରା କାମ କରିଥିଲେ ଏହାର ପରିଣାମ ଆପଣ ସନ୍ଧ୍ୟା ସୁଧା ଦେଖିବାକୁ ପାଇବେ । କାର୍ଯ୍ୟ ବେପାର ରେ ଉନ୍ନତି ସହ ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବାର ସମ୍ଭାବନା ରହିଛି । ଆପଣ ଧନ ସଞ୍ଚିତ କରୁଥିବା ଯେଉଁ ପ୍ରୟାସ କରୁଥିଲେ ତାହା ଆଜି ପୂରଣ ହେବେ । ସ୍ୱାସ୍ଥ୍ୟ ର ଧ୍ୟାନ ରଖନ୍ତୁ । କୌଣସି ନୂଆ କାମ ପାଇଁ ପାଇଁ ଚିନ୍ତା କରୁଥିଲେ ତାହା ଆରମ୍ଭ କରି ପାରିବେ ।

ତୁଳା ରାଶି : ଆଜି ଆପଣଙ୍କୁ ଶାସନ ସତ୍ତା ର ସହାୟତା ପ୍ରାପ୍ତ ହେବ । ବୈବାହିକ ଜୀବନରେ ଆପଣଙ୍କର ସମୟ ସାନଦାର ରହିବ । ନିଜର କ୍ରୋଧ ଉପରେ କାବୁ ରଖନ୍ତୁ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଦୀର୍ଘ ଦିନରୁ ଆପଣ ଯେଉଁ ସମସ୍ୟାରେ ଘେରି ହୋଇ ରହିଥିଲେ ସେଥିରୁ ମୁକ୍ତି ପାଇବେ । ମା ଲକ୍ଷ୍ମୀ ଙ୍କ କୃପାରୁ ଆପଣଙ୍କର ଅଚାନକ ଧନ ଲାଭ ହେବ । ଆପଣ ଅନ୍ୟ ମାନଙ୍କ ପ୍ରତି କୋମଳ ବ୍ୟବହାର ପ୍ରଦର୍ଶନ କରିବେ ।

ବିଛା ରାଶି : ଆଜି ଆପଣଙ୍କୁ ଅନେକ କ୍ଷେତ୍ର ରୁ ଲାଭ ମିଳିପାରେ । କାର୍ଯ୍ୟ କ୍ଷେତ୍ର ରେ ଆପଣ ସଫଳ ହେବେ । ଅଟକି ରହିଥିବା ଟଙ୍କା ଆପଣ ଫେରି ପାଇବେ । ସମାଜରେ ମାନ ସମାନ ପ୍ରାପ୍ତ ହେବ । ଯାହା ଦ୍ଵାରା ଆପଣ ନିଜକୁ ସୌଭାଗ୍ୟଶାଳୀ ମାନେ କରିବେ । ଆପଣଙ୍କ ଦ୍ଵାରା ଆରମ୍ଭ କରା ଯାଇଥିବା ପ୍ରତେକ ଟି କାମ ସଫଳ ହେବେ । ଆପଣ ଇଞ୍ଜିନିୟର ହୋଇଥିଲେ ଆପଣଙ୍କୁ ଅଚାନକ କୌଣସି କ୍ଷେତ୍ର ରୁ ଫାଇଦା ମିଳିପାରେ ।

ଧନୁ ରାଶି : ପାରିବାରିକ ଜୀବନ ସୁଖମୟ ରହିବ । ଶାସନ ସତ୍ତା ର ସହାୟତା ମିଳିବ । ପରିବାର ରେ ଆଜି କିଛି ନୂଆ ଦାୟିତ୍ଵ ଆପଣ ପାଇବେ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବ । ଚାକିରି କ୍ଷେତ୍ର ରେ ଆପଣଙ୍କର ବେତନରେ ବୃଦ୍ଧି ହୋଇପାରେ । ଯେଉଁ ମାନେ ବେରୋଜଗାର ଥିଲେ ସେମାନଙ୍କୁ ରୋଜଗାର କରିବାର ଅବସର ପ୍ରାପ୍ତ ହେବ । ଆପଣଙ୍କ ମନରେ ନୂଆ ଊର୍ଜା ସୃଷ୍ଟି ହେବ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ ।

ମକର ରାଶି : ଆଜି ଆପଣ ଧାର୍ମିକ କାର୍ଯ୍ୟ ରେ ବ୍ୟସ୍ତ ରେ ରହିବେ । ଯାହା ଦ୍ଵାରା ଆପଣଙ୍କର ସାମାଜିକ ଲୋକପ୍ରିୟତା ବୃଦ୍ଧି ହେବ । କୌଣସି ଗରିବ ଲୋକଙ୍କୁ ସାହାଜ୍ଯ କରନ୍ତୁ । ଆଜି ଆପଣଙ୍କର କୌଣସି ବଡ କାମ କରିବା ପାଇଁ ମନସ୍ଥ କରିବେ । ସମୟ ର ଲାଭ ଉଠାନ୍ତୁ । ଚାକିରି କ୍ଷେତ୍ର ରେ ପ୍ରଭାବ ପଡିପାରେ । ବିଦ୍ୟାର୍ଥୀ ମାନେ ପାଠ ପଢା ରେ ଆଗରେ ରହିବେ । ଆପଣଙ୍କର ଅଟକି ରହିଥିବା କାମ ପୁରା ହେବ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନଙ୍କର ଦାଂପତ୍ଯ ଜୀବନ ସୁଖମୟ ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଛୋଟ ଛୋଟ ସମସ୍ୟାର ଆପଣ ସମାଧାନ କରିବେ । ଯେଉଁ ମାନେ ବେରୋଜଗାର ଥିଲେ ସେମାନଙ୍କୁ ନୂଆ ଚାକିରି ମିଳିବାର ଯୋଗ ରହିଛି । କୌଣସି କ୍ଷେତ୍ର ରେ ବଡ ନିବେଶ କରିବେ । ପ୍ରେମ ଜୀବନରେ ସମୟ ଅନୁକୂଳ ରହିବ । ଆପଣ ମନ କଥା ନିଜ ସାଥି ଙ୍କୁ କହିବାର ସଠିକ ସମୟ ରହିଛି ।

ମୀନ ରାଶି : ଆପଣଙ୍କର ଆମଦାନୀ ରେ ବୃଦ୍ଧି ହେବ । ମିତ୍ର ମାନଙ୍କ ଗହଣରେ ଅଧିକ ସମୟ ଅତିଅବହିତ କରିବେ । ନୂଆ ମିତ୍ର ସ୍ଥାପନ କରିବେ । ଘର ପରିବାର ରେ ହସ ଖୁଶିର ମାହୋଲ ରହିବ । କୌଣସି ଗୁରୁତ୍ଵ ପୂର୍ଣ୍ଣ ନିସ୍ପତି ଗ୍ରହଣ କରିବେ । ଆପଣ କୌଣସି ବଡ କାମ ରେ ସଫଳ ହେବେ । ସନ୍ତାନ ମାନଙ୍କ ତରଫରୁ ଶୁଭ କାର୍ଯ୍ୟ ର ଆରମ୍ଭ ହୋଇପାରେ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ ।