ଆଜିର ରାଶିଫଳ, 26 ମେ 2022, ଗୁରୁବାର, ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୫ ମେ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଖର୍ଚ୍ଚ ଆପଣଙ୍କର କମ ହୋଇପାରେ । ଆପଣଙ୍କ ମନ ଉଶ୍ଚାହରେ ଭାରି ରହିବ । ଛାତ୍ର ନିଜର ପଢାରେ ଭଲ ପ୍ରଦର୍ଶନ କରିବେ । ଜୀବନ ସାଥି ଙ୍କ ସହ ତାଳମେଳ ଠିକ ରଖିବା ପାଇଁ ପ୍ରୟାସ କରନ୍ତୁ । ବିନା କାରଣରେ ରାଗ ନ କରି ନିଜର ପ୍ରିୟଜନଙ୍କୁ ସମାନ କରନ୍ତୁ । ଆର୍ଥିକ ସ୍ଥିତି ସନ୍ତୋଷଜନକ ରହିବ । ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥତା ଅନୁଭବ କରିବେ । ଧନ ସମ୍ପତି ମାମଲାରେ ମିତ୍ର ମାନଙ୍କ ପରାମର୍ଶ ମିଳିପାରେ । ଲେନେଦେନ ପାଇଁ ଦିନ ଭଲ ରହିବ ।

ବୃଷ ରାଶି : ଆଜି ବିବାଦ ରୁ ଦୂରେଇ ରୁହନ୍ତୁ । ବ୍ୟାପାର ସହ ଜଡିତ ଲୋକଙ୍କର ଆର୍ଥିକ ଲେନେଦେନ କରିବା ସମୟରେ ସତର୍କ ରୁହନ୍ତୁ । ଟିକେ ଅବହେଳା ପାଇଁ ଆପଣଙ୍କର କ୍ଷତି ହୋଇପାରେ । ମୁଲ୍ଯବାନ ବସ୍ତୁ ଦାୟିତ୍ଵ ରେ ରଖନ୍ତୁ । ବେପାର ବ୍ୟବସାୟ ଠିକ ଚାଲିବ । ପୁରୁଣା ସମସ୍ଯା ସମାପ୍ତ ହୋଇପାରେ । ବୈବାହିକ ଜୀବନରେ ସୁଖ ର ବୃଦ୍ଧି ହେବ । ଜୀବନ ସାଥି ଙ୍କ ସହଯୋଗ ପୁରା ଆପଣଙ୍କୁ ମିଳିବ । ଆପଣଙ୍କର କାମ କାର୍ଯ୍ୟ ଓ ବିଜନେସ ରେ ବୃଦ୍ଧି ହେବ ।

ମିଥୁନ ରାଶି : ଆଜି ଯାତ୍ରା କରିବା ପାଇଁ ଆପଣ ଫାଇଦା ରେ ରହିବେ କିନ୍ତୁ ମହଙ୍ଗା ପଡିପାରେ । ଅପାନ ଯେଉଁ କାମ ଆରମ୍ଭ କରତିରିବେ ସେଥିରେ ସଫଳ ହେବେ । ଅଫିସରେ ମିତ୍ର ମାନଙ୍କ ସହ ଅଧିକ ସମୟ ବ୍ଯତୀତ କରିବାର ଅବସର ପାଇବେ । ବେପାର ବ୍ୟବୟସର ରେ ଉନ୍ନତି କରିବାର ଅବସର ପ୍ରାପ୍ତ ହେବ । ଯଦି ଅପାନଙ୍କର କୌଣସି କାନୁନି ମୋକଦମା ଚାଲିଛି ତେବେ ସେଥିରେ ସଫଳତା ପ୍ରାପ୍ତ ହେବ । ସମ୍ମାନର ହକଦାର ଆପଣ ହେବେ । ଅଚାନକ ଧନ ଲାଭ ହେବ ।

କର୍କଟ ରାଶି : ଆଜି ଆପଣଙ୍କର ଧ୍ୟାନ ପୁରୁଣା କାମ କରିବା ଦିଗରେ ଲାଗି ରହିବ । କିଛି ଲୋକ ଆପଣଙ୍କ ଉପରେ ଈର୍ଷା କରି ପାରନ୍ତି । ଶିକ୍ଷା, ଚାକିରି ଓ ବେପାର କ୍ଷେତ୍ର ରେ ଆପଣଙ୍କୁ ବଡ ଖୁସି ଖବର ମିଳିବାର ଯୋଗ ରହିଛି । ଆପଣଙ୍କ ଜୀବନରେ ଆସିବାକୁ ଥିବା ସବୁ ପ୍ରକାରର ଦୁଖ କଷ୍ଟ ସେସ ହେବ । ଅଫିସରେ କୌଣସି କାମକୁ ନେଇ ଆପଣଙ୍କୁ ବିଚାର ବିମର୍ଷ କରିବାକୁ ପଡିପାରେ । ଲାଇଫରେ ହେବାକୁ ଥିବା ପରିବର୍ତ୍ତନ ଆପଣଙ୍କ ପାଇଁ ଖାସ ରହିବ ।

ସିଂହ ରାଶି : ଆଜି ଆପଣଙ୍କର କୌଣସି ଜରୁରୀ କାମ ପୁରା ହୋଇପାରେ । ଆପଣଙ୍କର କଳ୍ପନା ଶକ୍ତି ଆପଣଙ୍କର ଲକ୍ଷ୍ୟ ପ୍ରାପ୍ତି ରେ ସହାୟତା କରିପାରେ । ଜୀବନ ସାଥି ଙ୍କ ସହଯୋଗ କାରଣରୁ ଆପଣଙ୍କର ଦାଂପତ୍ଯ ଜୀବନ ରେ ମଧୁରତା ରହିବ । ବିଦେଶୀ ମାନଙ୍କ ସହ ବେପାର ବା କାମ କରିବା ଲାଭଦାୟକ ରହିବ । ମାନବୀୟ ଆବଶ୍ୟକତା କୁ ଧ୍ୟାନ ରେ ରଖି କୌଣସି କାମ କରିଲେ ଆପଣ ଫାଇଦା ରେ ରହିବେ । ଶତ୍ରୁ ମାନଙ୍କ ଠାରୁ ସାବଧାନ ରୁହନ୍ତୁ । ସନ୍ତାନ ମାନଙ୍କ ଠାରୁ ଶୁଭ ସମାଚାର ପ୍ରାପ୍ତ ହେବ ।

କନ୍ୟା ରାଶି : କାର୍ଯ୍ୟ ସ୍ଥଳରେ ଆପଣଙ୍କୁ କୌଣସି ସାହାଜ୍ଯ ମିଳିପାରେ ଯାହା ର ଲାଭ ଉଠାନ୍ତୁ । ପ୍ରତେକ କାମରେ ସଫଳ ହେବେ । ଘରେ ସମସ୍ତଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କୁ ପ୍ରେମ, ବ୍ୟାପାର ଓ ଚାକିରି କ୍ଷେତ୍ର ରେ ଆପଣଙ୍କୁ ସଫଳତା ମିଳିବାର ଯୋଗ ରହିଛି । କାର୍ଯ୍ୟ କ୍ଷେତ୍ର ରେ ହେଉ ବା ଘର କୌଣସି ପ୍ରକାରରେ ଆପଣଙ୍କୁ ବଡ ଦାୟିତ୍ଵ ମିଳିପାରେ । ମହିଳା ମାନେ ନୂଆ ମିତ୍ର ସ୍ଥାପନ କରିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ ।

ତୁଳା ରାଶି : ଆଜି ଆପଣ ନିଜର ଦୂରଦର୍ଶୀତା କାରଣରୁ ଘରୋଇ ମାମଲା ର ସମାଧାନ କରିବାରେ ସଫଳ ହେବେ । ରାଜନୀତିରେ ଆପଣ ଭାଗ ନେବେ । ପୁରୁଣା କରଜ ଦେଇଥିଲେ ତାହା ଫେରି ପାଇବେ । କାର୍ଯ୍ୟ ପ୍ରଣାଳୀ ରେ ସୁଧାର ଆସିବ । କୌଣସି ଖାସ ବ୍ୟକ୍ତି ଙ୍କ କାରଣରୁ ସନ୍ଧ୍ଯା ସମୟରେ ଆପଣଙ୍କର ଖର୍ଚ୍ଚ ହୋଇପାରେ । ଆପଣ ପଇସା ଅପେକ୍ଷା ସମ୍ପର୍କ ରୁ ଅଧିକ ଗୁରୁତ୍ଵ ଦେବେ । କପଡା ବ୍ୟବସାୟ କରୁଥିଲେ ଆପଣ ବିଷେଶ ରୂପରେ ଫାଇଦା ରେ ରହିବେ ।

ବିଛା ରାଶି : ଆପଣ ନୂଆ କାମ ଆରମ୍ଭ କରିବା ପୂର୍ବରୁ ବିଚାର ବିମର୍ଶ କରନ୍ତୁ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭର ଯୋଗ ରହିଛି । ସମାଜରେ ମାନ ସମାନ ବୃଦ୍ଧି ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କଙ୍କର ରାଏ ମାଗିବେ । ମିତ୍ର ମାନଙ୍କ ଗହଣରେ ଆପଣଙ୍କର ଆଜି ଦିନ ଟି ଭଲ ବ୍ଯତୀତ ହେବ । ଘର ପରିବାର ରେ ସୁଖ ଶାନ୍ତି ର ମାହୋଲ ରହିବ । ପ୍ରେମ ଜୀବନରେ ଆପଣଙ୍କର ସମୟ ସାନଦାର ରହବି । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ ।

ଧନୁ ରାଶି : ଆଜି ଆପଣଙ୍କର ବିତ୍ତୀୟ ସ୍ଥିତି ରେ ସୁଧାର ଆସିବ । ବ୍ଯାଙ୍କ ରୁ ଆଜି ଆପଣ ଘର ନିର୍ମାଣ ପାଇଁ ଲୋନ ଆଣି ପାରନ୍ତି । ଆଜି ବେପାର ରେ ଦିନ ଭଲ ରହିବ । ଆଜି ଆପଣ କୌଣସି ମିତ୍ର ଙ୍କ ଠାରୁ ଆର୍ଥିକ ସାହାଜ୍ଯ ପ୍ରାପ୍ତ କରିବେ । ପ୍ରେମ ସନ୍ଧାନ କରୁଥିବା ଯୁବ ପିଢୀଙ୍କୁ ନିଶ୍ଚିନ୍ତ ଭାବେ ସଚ୍ଚା ପ୍ରେମ ମିଳିପାରେ । ଶିକ୍ଷଣ କାର୍ଯ୍ୟ ରେ ଆଜି ଦିନଟି ଆପଣଙ୍କର ଉତ୍ତମ ରହିବ । ଆପଣ ପୁରୁଣା ମିତ୍ର ଙ୍କ ସହ ସମୟ ବ୍ଯତୀତ କରିବାର ଅବସର ପାଇବେ । ନୂଆ ଯୋଜନା ପ୍ରସ୍ତୁତ କରିବେ ।

ମକର ରାଶି : ଆଜି ଲମ୍ବା ସମୟ ପରେ ଶାରୀରିକ ଓ ମାନସିକ ରୂପରେ ଶାନ୍ତି ଅନୁଭବ କରିବେ । ସାମାଜିକ ଓ ରାଜନୈତିକ ଗତି ବିଧି ରେ ଆଜି ଦିନ ଟି ଆପଣଙ୍କର ଭଲ ରହିବ । ଆୟ ରେ ର୍ବୁଦ୍ଧି ହେବ । ସମସ୍ୟାର ସମାଧାନ ହେବେ । ପାରିବାରିକ ସହଯୋଗ ଆପଣ ପାଇବେ । ପ୍ରସନ୍ନତା ର ସ୍ତର ଖୁବ ବେହତର ରହିବ । ଆଜି ଜୀବନ ସାଥି ଙ୍କ ସହ ଆପଣଙ୍କର ସମ୍ପର୍କ ମଧୁର ରହିବ । ପ୍ରେମ ସମ୍ପର୍କ ରେ ଆପଣ ଚିନ୍ତା ରେ ରହିବେ ।

କୁମ୍ଭ ରାଶି : ଆପଣଙ୍କ ଘରର ସୁଖଦ ସ୍ଥିତି ଆପଣଙ୍କର ପ୍ରଗତି ର ମୁଖ୍ୟ କାରଣ ହେବ । ସ୍ୱାସ୍ଥ୍ୟ ଭଲ ରହିବ ଓ ଆପଣ ପୂର୍ବ ଅପେକ୍ଷା ଊର୍ଜାବାନ ଅନୁଭବ କରିବେ । ସମାଜରେ ମାନ ସମାନ ବୃଦ୍ଧି ହେବାର ଯୋଗ ରହିଛି । ଆପଣ ନିଜ କାମରେ କେବଳ ଫୋକସ କରିବେ । ଆର୍ଥିକ ସ୍ଥିତି ଆପଣଙ୍କର ଭଲ ରହିବ । ଆପଣଙ୍କ ପାଖରେ ନିଜର ସ୍ୱାସ୍ଥ୍ୟ ଓ ରୂପ ରଙ୍ଗ ସୁଧାରୀବା ପାଇଁ ଅନେକ ସମୟ ମିଳିବ । ଘରେ ପୂଜା ବା ଆନୁଷ୍ଠାନିକ କାର୍ଯ୍ୟ ପାଇଁ ପ୍ଲାନିଙ୍ଗ କରିବେ ।

ମୀନ ରାଶି : ଆଜି ଆପଣଙ୍କର ବିତ୍ତୀୟ ସ୍ଥିତି ରେ ସୁଧାର ଆସିବ । ଆପଣଙ୍କୁ ଭୂମି, ସାଂସ୍କୃତିକ ପରିଯୋଜନା ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ହେବ । ପ୍ରେମ ସମ୍ପର୍କରେ ଆପଣଙ୍କୁ ଆପଣଙ୍କର ସଚ୍ଚା ପ୍ରେମ ମିଳିପାରେ । ମହିଳା ମାନେ ଘର କାମରେ ବ୍ୟସ୍ତରେ ରହିବେ । ଦାଂପତ୍ଯ ଜୀବନ ସୁଖମୟ ରହିବ । ବେପାର କ୍ଷେତ୍ର ରେ ଦୁଇ ଗୁଣା ଧନ ଲାଭ କେରିବେ । ମନୋରଞ୍ଜନ କ୍ଷେତ୍ର ରେ ଆପଣ ଅଧିକ ଟଙ୍କା ଖର୍ଚ୍ଚା କରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।