ଉଲ- ଗଗ୍ନ ହୋଇ ଭିଣୋଇକୁ ଭିଡିଓ କଲ୍ କରୁଥିଲେ ନବ ବିବାହିତା, ସ୍ଵାମୀ ଦେଖିବା ପରେ ଯାହା କାଣ୍ଡ ହେଲା ନା…ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ, ଦେଖନ୍ତୁ…

ନବ ବିବାହିତା ବୋହୂ କେମିତି ଘରୁ ବାହାରି ଯାଉଥିଲା ସେ ଦୃଶ୍ୟର ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଲା । ବାହାଘର ପରଦିନ ମନ୍ଦିର ଯିବି କହି ସୁନାନାକୀ ବୋହୂ ଶ୍ବଶୁରଙ୍କ ଠାରୁ ଅନୁମତି ଆଣିଥିଲା । ଏହାପରେ ସ୍ବାମୀଙ୍କ ସହ ଭୁବନେଶର ଲିଙ୍ଗରାଜ ମନ୍ଦିର ଯାଇଥିଲା । କିନ୍ତୁ ସେଇଠୁ ପୁଅକୁ ମାଡ ମାରି ଫେରାର ହୋଇଯାଇଛି । ଆଉ ଏହି ସିସିଟିଭି ଫୁଟେଜ ଟି ସେହି ସମୟରେ ଯେତେବେଳେ ଘରୁ ମନ୍ଦିରକୁ ଯାଉଥିଲେ ଏହି ନବ ବିବାହିତା ବୋହୂ ଜଣକ ।

ସେ ରାତିରେ ଯାହା କରିଥିଲେ ସେନେଇ ଚୁପ୍ ରହିଥିଲେ ସ୍ଵାମୀ ବଳରାମ । କିନ୍ତୁ ମନ୍ଦିର ବାହାନାରେ ସେଠାରୁ ଫେରାର ହୋଇଗଲା ନବ ବିବାହିତା ପତ୍ନୀ ନନ୍ଦିନୀ । ବଳରାମଙ୍କ ପରିବାର ସୁନ୍ଦର ଝିଅ ଦେଖି ଘରକୁ ବୋହୂ କରି ଆଣିଥିଲେ । କିନ୍ତୁ ସୁନ୍ଦରୀ ବୋହୂର ଲାଜ ଲାଜ ମୁହଁ ତଳେ ଶଇତାନର ଚାଲାଖି ଲୁଚି ରହିଥିଲା । ବୋହୂର ଓଢଣି ତଳେ ଥିଲା ଖତରନାକ ମୁଣ୍ଡ । ରାତିରେ ସ୍ଵାମୀ ଶୋଇ ପଡିବା ପରେ ଭିଣୋଇଙ୍କୁ ନ୍ୟୁୟଉଡ ଭିଡିଓ କଲ୍ କରୁଥିଲେ ନନ୍ଦିନୀ ।

ବାହାଘର ହେବାର ୨୪ ଘଣ୍ଟା ନ ପୁରୁଣୁ ଭିଣୋଇ ସହ ଭିଡିଓ କଲ୍ ରେ ମାତିଥିଲେ । ଦେହରେ ତାଙ୍କର ବସ୍ତ୍ର ମଧ୍ୟ ନଥିଲା । କିନ୍ତୁ ହଠାତ ସ୍ଵାମୀଙ୍କ ନିଦ ଭାଙ୍ଗିବା ପରେ ସେ ନନ୍ଦିନୀଙ୍କୁ ଉଲ- ଗଗ୍ନ ହୋଇ ଭିଡିଓ କଲ୍ କରି ନିଜ ଶରୀର ଦେଖାଉଥିବାର ଦେଖିଥିଲେ । ସାତ ଜନ୍ମ ପାଇଁ ହାତ ଧରିଥିବା ସ୍ତ୍ରୀକୁ ଏଭଳି ଅବସ୍ଥାରେ ଦେଖି ସ୍ଵାମୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସେ ରାଗିଯାଇ ଏସବୁ କଣ କରୁଛ ବୋଲି ପଚାରିଥିଲେ ।

ନନ୍ଦିନୀ କିନ୍ତୁ ଚାଲାଖି ଦେଖାଇ ଭୁଲ ମାଗିବା ସହ ଆଗକୁ ଏମିତି କେବେ କରିବେ ନାହିଁ ବୋଲୋ ପ୍ରତିଶ୍ରୁତି ଦେଇଥିଲେ । ନୂଆ ବାହା ହୋଇଛନ୍ତି ତେଣୁ ଏକଥା କାହାକୁ କହିଲେ ନିଜର ଅପମାନ ହେବ ଭାବି ପତ୍ନୀଙ୍କୁ କ୍ଷମା ଦେବା ସହ ଚୁପ୍ ରହିବା ଠିକ ବୋଲି ଭାବିଥିଲେ ବଲରାମ । ବୋହୂର ନିରୀହ ଓ ଲାଜ ଲାଜ ମୁହଁ ଦେଖି ସେ ଯେ ଏମିତି କରିବ କେହି ବି ଭାବି ପାରି ନଥିଲେ । ଭିଣୋଇଙ୍କ ସହ ଯୁବତୀ ଏମିତି ସମ୍ପର୍କ କେତେ ଦିନରୁ ରଖିଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।

ଆଉ କାହା ନାଁ’ରେ ସିନ୍ଦୁର ପିନ୍ଧି ନିଜ ଭିଣୋଇ ସହ ଏଭଳି କାର୍ଯ୍ୟରେ ଲିପ୍ତ ରହିବା କୌଣସି ସ୍ତ୍ରୀକୁ ମଧ୍ୟ ଶୋଭା ଦିଏନାହିଁ । ସେ ବାହା ହେବା ଠାରୁ ନେଇ ଘର ଛାଡି ଚାଲିଯିବା ପର୍ଯ୍ୟନ୍ତ ସବୁଥିରେ ଭିଣୋଇଙ୍କ ନିର୍ଦ୍ଦେଶରେ ଚାଲିଥିଲେ ବୋଲି ଏବେ ଚର୍ଚ୍ଚା ଜୋର ଧରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।