ଆଜି ଆମେ ଆପଣଙ୍କ ପାଇଁ କିଛି ଏହିଭଳି ପ୍ରଶ୍ନ ନେଇ ଆସିଛୁ ଯାହାକି ଆପଣଙ୍କୁ କୌଣସି ବି ବହିରେ ମିଳିବ ନାହିଁ । ଏହି ସବୁ ପ୍ରଶ୍ନର ଉତ୍ତର ଆପଣଙ୍କ ଚାରିପଟେ ଅଛି । ଏହି ସବୁ ପ୍ରଶ୍ନ ଆପଣଙ୍କୁ ଅଜବ ଲାଗିବ କିନ୍ତୁ ଏହି ସବୁ ପ୍ରଶ୍ନର ଉତ୍ତର ବହୁତ ହିଁ ସହଜ । ଏହାକୁ ଆପଣ କେବଳ ନିଜର ଉପସ୍ଥିତ ବୁଦ୍ଧିର ଉପଯୋଗ କରି ଦେଇ ପାରିବେ । କିନ୍ତୁ ଏହାର ଉତ୍ତର ସେତିକି ହିଁ ସହଜ ଯେତିକି ଆପଣ ଚିନ୍ତା ବି କରି ନ ଥିବେ ।
୧- ଏମିତି କେଉଁ ଜିନିଷ ଅଛି ଯାହା ନିଜେ ଦେଖିପାରେ ନାହି କିନ୍ତୁ ଅନ୍ୟକୁ ରାସ୍ତା ଦେଖାଇଥାଏ ?
ଉତ୍ତର- ଲାଠି
୨- ଏମିତି କେଉଁ ଜିନିଷ ଅଛି ଯାହା ଚୋର ଦେଖିପାରେ କିନ୍ତୁ ଚୋରୀ ପରିପାରେ ନାହି ?
ଉତ୍ତର- ଜ୍ଞାନ
୩- ୪ ଜଣ ରାଣୀ ଓ ଜଣେ ରାଜା ପ୍ରତେକ କାମରେ ପରସ୍ପର ସହ ମେଳ ଥାଏ ତାହା କଣ ?
ଉତ୍ତର- ବୁଢା ଆଙ୍ଗୁଠି ଓ ୪ ଆଙ୍ଗୁଳି
୪- ଏମିତି କେଉଁ ଜିନିଷ ଅଛି ଯାହା ଆପଣଙ୍କ ମୁଠାରେ ଅଛି କିନ୍ତୁ ଆପଣଙ୍କ ବଶରେ ନାହି ?
ଉତ୍ତର- ହାତର ରେଖା
୫- ହାତରେ ଅଛି ଗୋଡରେ ଅଛି କିନ୍ତୁ ଜିଭରେ ନାହି ତାହା କଣ ?
ଉତ୍ତର- ହାଡ
୬- ଏମିତି କଣ ଯାହା ଦାଦା କହିଲେ ମିଳେ ନାହି କିନ୍ତୁ ବାପା କହିଲେ ମିଳିଯାଏ ?
ଉତ୍ତର- ଓଠ
୭- ଏମିତି କେଉଁ ଗଛ ଅଛି ଯାହା ଉପରେ ଚଢି ହେବ ନାହି ?
ଉତ୍ତର- କଦଳୀ ଗଛ
୮- ଛୋଟା କିନ୍ତୁ ବଡ କୁହାଯାଏ ଦହିର ନଦୀରେ ସ୍ନାନ କରିଥାଏ ତାହା କଣ ?
ଉତ୍ତର- ଦହିବରା
୯- ଏମିତି କେଉଁ ଜିନିଷ ଅଛି ଆମେ ଖାଇଥାଉ କିନ୍ତୁ ଆମେ ଦେଖିପାରି ନ ଥାଉ ନାଁ ଆମେ ଛୁଇଁପାରୁ ଥାଉ ?
ଉତ୍ତର- ବଚନ
୧୦- ଏମିତି କେଉଁ ବ୍ୟକ୍ତି ଅଛି ଯିଏ ୧୦୦ ଲୋକଙ୍କୁ ମାରିଲେ ମଧ୍ୟ ତାକୁ ଦଣ୍ଡ ମିଳେ ନାହି ?
ଉତ୍ତର- ଜଲାଦ
୧୧- ଗୋଟେ ଲାଠି ର ଶୁଣିଲି କାହାଣୀ ସେଥିରେ ଭରି ରହିଛି ମିଠା ପାଣି ତାହା କଣ ?
ଉତ୍ତର- ଗନ୍ନା
୧୨- ପରିବାର ସବୁଜ ଆମେ ବି ସବୁଜ ଗୋଟେ ଥାଳିରେ ତିନି ଚାରି ଭରିକି ଥାଏ କୁହ କଣ ?
ଉତ୍ତର- ମଟର
୧୩- କେଉଁ ଗ୍ରହକୁ ଭୋର ର ତାରା କୁହାଯାଏ ?
ଉତ୍ତର- ଶୁକ୍ର
୧୪- ଏମିତି କେଉଁ ଫଳ ଅଛି ଯାହାର ମଞ୍ଜି ତାର ବାହାରେ ରହିଥାଏ ?
ଉତ୍ତର- ଷ୍ଟ୍ରବେରି
୧୫- ପାକିସ୍ତାନରେ ସମୁଦାୟ କେତୋଟି ରାଜ୍ୟ ଅଛି ?
ଉତ୍ତର- ୮ଟି
୧୬- କେଉଁ ଦେଶରେ ବିନା କାନ ଥିବା ଠେକୁଆ ଜନ୍ମ ହୋଇଥାନ୍ତି ?
ଉତ୍ତର- ଜାପାନ
୧୭- କେଉଁ ବ୍ୟକ୍ତି ୨୯ ବର୍ଷ ପାକିସ୍ତାନର ଜେଲରେ ରହି ଭାରତ ଫେରିଥିଲେ ?
ଉତ୍ତର- କୁଳଦୀପ ସିଂହ
୧୮- ଉତ୍ତର ପ୍ରଦେଶର ରାଜ୍ୟପାଳର ନିଯୁକ୍ତି କିଏ କରନ୍ତି ?
ଉତ୍ତର- ରାଷ୍ଟ୍ରପତି
୧୯- ଭାଇ ଭଉଣୀକୁ ଉପହାର ଦେଇ କହିଲା ଯେବେ ଶୋଷ ଲାଗିବ ତେବେ ପିଇବାକୁ, ଯେବେ ଭୋକ ଲାଗିବ ଖାଇବାକୁ, ଯେବେ ଥଣ୍ଡା ଲାଗିବ ଜଳାଇବାକୁ କୁହ ତାହା କେଉଁ ଜିନିଷ ?
ଉତ୍ତର- ନଡିଆ
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।