ଲାଇଭ ଟିଭିରେ ରେକର୍ଡ ହୋଇଗଲା ଲଜ୍ୟା ଜନକ ଦୃଶ୍ୟ, ସମସ୍ତଙ୍କ ସାମ୍ନାରେ ଉଡିଗଲା Actress ଙ୍କ ଡ୍ରେସ, ଆଉ ତା’ପରେ…ଦେଖନ୍ତୁ ଏହି Video

ବନ୍ଧୁଗଣ ଆଜିକାଲି ଲୋକ ମାନେ ଲାଇଭ ଆସି ଏମିତି କିଛି ଭିଡିଓ କରୁଥିବାର ଆପଣ ମାନେ ଦେଖୁଥିବେ । ସୋସିଆଲ ମିଡିଆରେ ଏହି ସବୁ ଭିଡିଓ ବହୁର ଚର୍ଚ୍ଚା ରେ ମଧ୍ୟ ରହୁଛି । କିନ୍ତୁ ଲାଇଭ ଆସିବା ସମୟରେ କିଛି ଲୋକ ମାନ ଏମିତି କିଛି ହରକତ କରୁଛନ୍ତି ଯାହା ସେମାନଙ୍କ ପାଇଁ ଭାରି ପଡୁଛି । ସେ ଭୁଲ ଅଜାଣତରେ ହେଉ ବା ଜାଣତରେ ହେଉ ଲୋକ ଏମାନେ କରୁଛନ୍ତି ଯାହା ସେମାନଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଉଚି ।

ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ କେବେ ହସ ଲାଗିବ ତ କେବେ ଅପମାନିତ ହେବାକୁ ପଡିବ । ପ୍ରଥମ ଭିଡିଓ ରେ ଆପଣ ମାନେ ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ସିଂଙ୍କର ଏମିତି କିଛି ହରକତ ଦେଖିବାକୁ ପାଇବେ ଯାହା ସେ ଲାଇଭ ଆସିବା ସମୟରେ କରିଛନ୍ତି ।

ସେ “ଦିୟା ଅର ବାତି ହମ” ସିରିଏଲରେ ଅଭିନୟ କରି ଖୁବ ଲୋକପ୍ରିୟ ହୋଇଥିଲେ । ଏହି ଭିଡିଓରେ ଅଭିନେତ୍ରୀ ଦୀପିକା ବନକେ ତିତଲି ଉଡା ଉଡା କେ ଗୀତ ରେ ଡ୍ୟାନ୍ସ କରିବାର ନଜର ଆସୁଛନ୍ତି । ଡ୍ୟାନ୍ସ କରିବା ସମୟରେ ତାଙ୍କ ଡ୍ରେସ ପବନରେ ଉଡି ଯାଉଛି ଯାହା ପାଇଁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ପଡିଥିଲା ।

ଅନ୍ୟ ଏକ ଭିଡିଓ ରେ ଏକ ଟିଭି ସୋ ରେ ଗୋଟେ ଝିଅକୁ ୨୦୮ ଓ ୨୪୮ ଶଙ୍ଖାକୁ ଯୋଡିବା ପାଇଁ କୁହାଗଲା । କିନ୍ତୁ ଝିଅ ଟି ଏମିତି କିଛି କରିଲା ଯାହାକୁ ଦେଖି ସେଠାରେ ବସିଥିବା ଅଡିଅନ୍ସ ମାନେ ଆଶ୍ଚର୍ଯ୍ୟ ହେବା ସହ ହସିବା ଆରମ୍ଭ କରି ଦେଇଥିଲେ । ଝିଅ ଟି ଏହି ଦୁଇ ସଂଖ୍ୟା କୁ ମିଶାଇ ୪୪୧୬ ଫଳାଫଳ ବାହାର କରିଲା ଯାହା ସମସ୍ତଙ୍କ ଚିନ୍ତାଧାରା ଠାରୁ ଉପରେ ରହିଥିଲା ।

ଆପଣ ମାନେ ଜାଣିଥିବେ ପ୍ରତେକ ଅବପା ମା ନିଜ ପିଲାଙ୍କୁ କିଛି ନା କିଛି ଉପାୟରେ ଶିକ୍ଷା ଦେଇଥାନ୍ତି ତ ଆଉ କିଛି ଉପାୟରେ ସେମାଙ୍କର ମଜାକ ଉଡାଇଥାନ୍ତି । ଠିକ ସେହିଭଳି ଅନ୍ୟ ଏକ ଭିଡିଓ ରେ ଜଣେ ସାମ୍ବାଦିକ ଲାଇଭ ଆସିବା ସମୟରେ ତାଙ୍କ ମା ଗାଡିରେ ଆସି ପଛ ପଟୁ ତାଙ୍କୁ ହାଏ ବେବି କହି ସେଠାରୁ ଚାଲିଗଲେ । ଯାହାର ପରିଣାମ ସ୍ୱରୂପ ସାମ୍ବାଦିକ ଙ୍କୁ ଜୀବନ ସାରା ଅନୁତାପ ହେବାକୁ ପଡିଥିଲା । ଏହି ଭିଡିଓ ଟି ବାସ୍ତବରେ ବହୁତ ମଜାଦାର ହୋଇଛି ।

ଅନ୍ୟ ଏକ ଭିଡିଓ ରେ ଜଣେ ସାମ୍ବାଦିକା ଜୁନ ୨୦୨୦ ରେ ସମୁଦ୍ର ପାଖରେ ପେଡେଲ ବୋଟିଙ୍ଗ ର ରିପୋର୍ଟିଂ କରୁଥିଲେ । ସେହି ସମୟରେ ସେ ଦର୍ଶକ ମାନଙ୍କୁ ଇପ୍ରେସ କରିବା ପାଇଁ ନିଜେ ଏହି କାମ କରିବା ପାଇଁ ଯାଇଥିଲେ । ଏହା ପରେ ଯାହା ହେଲା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ସେ ବୋଟିଙ୍ଗ କରିବା ସମୟରେ ସମୁଦ୍ର ଭିତରେ ନିଜେ ପାଣିରେ ପଡି ଯାଉଛନ୍ତି ଯାହା ଦେଖିବାକୁ ମଜାଦାର ହୋଇଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।