ରାଜ୍ୟ ସରକାର ବର୍ତ୍ତମାନ ସରକାରୀ ଚାକିରି ଆବେଦନ ପାଇଁ ବୟସ ସୀମା ବୃଦ୍ଧି କରି ଦେଇଛନ୍ତି । ଆସନ୍ତା ତିନି ବର୍ଷ ମଧ୍ୟରେ ସରକାର ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀ ମାନଙ୍କୁ ଏଥିପାଇଁ ଅନେକ ସୁଯୋଗ ପ୍ରାପ୍ତ ହେବାକୁ ଯାଉଛି । ତେବେ ଏଥିପାଇଁ ଅନ୍ଯାନ୍ଯ ଜ୍ଞାନ ସହ ସଠିକ ସାଧାରଣ ଜ୍ଞାନ ରହିଥିବା ମଧ୍ୟ ନିହାତି ଆବଶ୍ୟକ । ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆପଣଙ୍କୁ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ନିଶ୍ଚୟ ସହଯୋଗ କରିବ ।
୧- କେଉଁ ଦେଶରେ ମହିଳା ମାନେ ବିନା ବୁର୍ଖାରେ ବାହାରକୁ ଯାଇ ପାରନ୍ତି ନାହିଁ ? ଉ: ସାଉଦି ଆରବ
୨- କେଉଁ ଦେଶରେ ସବୁଠୁ ଅଧିକ କଙ୍ଗାରୁ ଦେଖିବାକୁ ମିଳେ ? ଉ: ଅଷ୍ଟ୍ରେଲିଆ
୩- ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା କେବେ ଆରମ୍ଭ ହୋଇଥିଲା ? ଉ: ୯ ମେ ୨୦୧୫
୪- ଆମେରିକାର ରାଷ୍ଟ୍ରୀୟ ଖେଳ କଣ ?
ଉ: ବେସ୍ ବଲ୍
୫- କେବଳ ଗୋଟିଏ ଦିନ ପାଇଁ କେଉଁ ରାଜ୍ୟ ଭାରତର ରାଜଧାନୀ ହୋଇଥିଲା ?
ଉ: ଇଲ୍ଲାହାବାଦ
୬- ଦୁନିଆରେ ସବୁଠାରୁ ଅଧିକ ସୁରକ୍ଷା କାହାକୁ ମିଳିଥାଏ ?
ଉ: ଆମେରିକାର ରାଷ୍ଟ୍ରପତି
୭- ଇନ୍ଦ୍ରଧନୁରେ କେଉଁ ରଙ୍ଗଟି ମଝିରେ ରହିଥାଏ ?
ଉ: ସବୁଜ ରଙ୍ଗ
୮- ଅମର ଶହୀଦ ଚନ୍ଦ୍ରଶେଖର ଆଜାଦଙ୍କ ଜନ୍ମସ୍ଥାନ କେଉଁଠାରେ ?
ଉ: ମଧ୍ୟପ୍ରଦେଶର ଭାବ୍ରା ଗାଁ ରେ
୯- ଏଭଳି କେଉଁ ସ୍ଥାନ ଅଛି ଯେଉଁଠାରେ ୧୦୦ ଜଣ ବ୍ୟକ୍ତି ଯାଆନ୍ତି କିନ୍ତୁ ୧୦୨ ଦୁଇଜଣ ବ୍ୟକ୍ତି ଫେରନ୍ତି ?
ଉ:ବିବାହ
୧୦- କେଉଁ ଗଛକୁ ଓପାଡି ଦେଲେ ତାହା ଛୁଆଙ୍କ ପରି କାନ୍ଦେ ?
ଉ: ମେଣ୍ଡୁକ ଗଛ
୧୧- କାହାକୁ ଦାନ କଲେ ନିଜର ବୃଦ୍ଧି ଏବଂ ସାଇତି ରଖିଲେ କ୍ଷୟ ହୁଏ ?
ଉ: ଜ୍ଞାନ ଓ ବିଦ୍ୟା
୧୨- ଖାଇଲେ କିଏ ମରେ ?
ଉ: ଖାଇଲେ ଭୋକ ମରେ
୧୩- ପବନ ଖାଇଲେ କିଏ ମରି ଯାଇଥାଏ ?
ଉ: ଝାଳ
୧୪- କାହାକୁ ଟାଣିଲେ ଛୋଟ ହୋଇଯାଏ ?
ଉ: ସିଗାରେଟ
୧୫- ମୁଁ ସବୁଠାରେ ମାତ୍ର କେହି ଧରି ପାରନ୍ତି ନାହିଁ ?
ଉ: ପବନ
୧୬- ଲୋକସଭାର କେଉଁ ରାଜ୍ୟରେ ସବୁଠାରୁ କମ୍ ସଂଖ୍ୟକ ଆସନ ରହିଛି ?
ଉ: ମେଘାଳୟ
୧୭- ଓଡିଶାର କେଉଁ ସହରକୁ ବଡ କୁହାଯାଏ ?
ଉ: କଟକ
୧୮- ଓଡିଶାର ଶ୍ରୀକ୍ଷେତ୍ର କାହାକୁ କୁହାଯାଏ ?
ଉ: ପୁରୀ
୧୯- କେଉଁ ଜୀବ ଠାରୁ ଆମେ ଧାଡି କରି ଚାଲିବା ଶିଖିଥାଉ ?
ଉ: ପିମ୍ପୁଡି
୨୦- ମୃତ୍ୟୁ ପରେ ବି ଠିଆ ହୋଇପାରେ, ସେ କିଏ ? ?
ଉ: ଗଛ, ଯିଏ କି ମୃତ୍ୟୁ ପରେ ବି ଠିଆ ହୋଇ ରହିଥାଏ ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।