ରାଜ୍ୟ ସରକାର ବର୍ତ୍ତମାନ ସରକାରୀ ଚାକିରି ଆବେଦନ ପାଇଁ ବୟସ ସୀମା ବୃଦ୍ଧି କରି ଦେଇଛନ୍ତି । ଆସନ୍ତା ତିନି ବର୍ଷ ମଧ୍ୟରେ ସରକାର ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନଙ୍କୁ ଏଥିପାଇଁ ଅନେକ ସୁଯୋଗ ପ୍ରାପ୍ତ ହେବାକୁ ଯାଉଛି । ତେବେ ଏଥିପାଇଁ ଅନ୍ଯାନ୍ଯ ଜ୍ଞାନ ସହ ସଠିକ ସାଧାରଣ ଜ୍ଞାନ ରହିଥିବା ମଧ୍ୟ ନିହାତି ଆବଶ୍ୟକ । ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆପଣଙ୍କୁ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ନିଶ୍ଚୟ ସହଯୋଗ କରିବ ।
୧- କେଉଁ ପକ୍ଷୀ ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଏ ନାହିଁ ?
ଉ: କୋଇଲି
୨- କେଉଁ ଜୀବର ଚାରୋଟି ପାକସ୍ଥଳୀ ଥାଏ ?
ଉ: ଗାଈ

୩- କେଉଁ ଜୀବ ତିନି ବର୍ଷ ପର୍ଯ୍ୟନ୍ତ ଶୋଇ ରହିଥାଏ ?
ଉ: ଗେଣ୍ଡା
୪- କେଉଁ ଜୀବ ଛିଡା ମଧ୍ୟ ଶୋଇପାରେ ?
ଉ: ଘୋଡା
୫- କେଉଁ ଜୀବ ତା’ ଜୀବନକାଳ ମଧ୍ୟରେ କେବେବି ଶୁଏ ନାହିଁ ?
ଉ: ପିମ୍ପୁଡି
୬- କେଉଁ ଜୀବ ୧୦୦ ପ୍ରକାରର ଶବ୍ଦ କରିପାରେ ?
ଉ: ବିରାଡି
୭- କେଉଁ ଜୀବର ରକ୍ତର ରଙ୍ଗ ନୀଳ ଅଟେ ?
ଉ: ଝିଣ୍ଟିକା
୮- ବିଶ୍ଵର କେଉଁ ଦେଶରେ ଦୁଇ ମୁଣ୍ଡିଆ କଇଁଛ ଦେଖିବାକୁ ମିଳନ୍ତି ?
ଉ: ଆମେରିକା

୯- କେଉଁ ଦେଶର ସ୍ତ୍ରୀ ଲୋକ ମାନଙ୍କର ନିଶ ଦାଢି ଉଠିଥାଏ ?
ଉ: ଇଥିଓପିଆ
୧୦- ବିଶ୍ଵର କେଉଁ ଦେଶରେ ଦୁଇ ମୁଣ୍ଡିଆ ବିରାଡି ଦେଖା ଯାଆନ୍ତି ?
ଉ: ଟେକ୍ସାସ
୧୧- କେଉଁ ଗଛ ମଣିଷ ଭଳି ଦେଖିବାକୁ ଆଉ ତାକୁ ହାନି ଦେଲେ ସେ ଛୋଟ ପିଲା ଭଳି କାନ୍ଦେ ?
ଉ: ରେଡହୁଇଲ
୧୨- କାହାର ଗତି ସବୁଠାରୁ ଅଧିକ ?
ଉ: ମନ
୧୩- କେଉଁ ଦେଶରେ ପାଞ୍ଚୋଟି ସୂର୍ଯ୍ୟ ଦେଖାଯାଏ ?
ଉ: ଚୀନର ସିଗ୍ନାଇମୁର
୧୪- କେଉଁ ସ୍ତ୍ରୀ ଲୋକ ୯ ବର୍ଷରେ ମା’ ହୋଇଥିଲେ ?
ଉ: କଲମ୍ବିଆର ଆତୁନାଡୁ ଆଗା

୧୫- କେଉଁ ଜୀବର ବେକ ନଥାଏ ?
ଉ: ବେଙ୍ଗ
୧୬- କେଉଁ ନଦୀର ପାଣି ମିଠା ଲାଗେ ?
ଉ: ସୁଇଟ ରିଭର (ମାଲେସିଆ)
୧୭- କେଉଁ ଦୀଶରେ ଚମଡାରେ ତିଆରି ଡଙ୍ଗା ବ୍ୟବହାର କରାଯାଏ ?
ଉ: ଗ୍ରୀନଲାଣ୍ଡ
୧୮- ଦୁଗ୍ଧ ଉତ୍ପାଦନରରେ କେଉଁ ଦେଶ ପ୍ରଥମ ?
ଉ: ଭାରତ
୧୯- ପାକିସ୍ତାନର ଜାତୀୟ ପତାକାରେ କେତୋଟି ରଙ୍ଗ ଥାଏ ?
ଉ: ଦୁଇଟି (ସବୁଜ ଓ ଧଳା)
୨୦- ଭାରତରେ ସମୁଦାୟ କେତେ ଥର ନୋଟବନ୍ଦି ହୋଇଛି ?
ଉ: ତିନି ଥର

୨୧- ସୂର୍ଯ୍ୟକିରଣରୁ ଏଉନ ଭିଟାମିନ ମିଳେ ?
ଉ: ଭିଟାମିନ-ଡି
୨୨- WhatsApp କେଉଁ ଦେଶର କମ୍ପାନୀ ?
ଉ: ଆମେରିକା
୨୩- ଗୁଜୁରାଟ ରାଜ୍ୟର ରାଜଧାନୀର ନାମ କଣ ?
ଉ: ଗାନ୍ଧୀନଗର
୨୪- ନୋବେଲ ପୁରସ୍କାର ପାଇଥିବା ପ୍ରଥମ ଭାରତୀୟ କିଏ ?
ଉ: ରବୀନ୍ଦ୍ରନାଥ ଟାଗୋର
୨୫- କେଉଁ ଜୀବ ପାଟିରେ ଚାଲେ ?
ଉ: ଗେଣ୍ଡା
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆ ପେଜ୍ କୁ ଲାଇକ କରନ୍ତୁ ।