ବ୍ୟକ୍ତି ଜନ୍ମ ହେବା ସମୟରେ ତାଙ୍କର ଯେଉଁ ନାମ ରଖାଯାଏ ସେହି ନାମରେ ତାଙ୍କୁ ସମସ୍ତେ ଚିହ୍ନନ୍ତି । ଆପଣ ଶୁଣିଥିବେ କି ନାମରେ କଣ ଅଛି ଯାହା ଇଚ୍ଛା ଡାକି ଦିଅ । କିନ୍ତୁ ଏହି ତର୍କ ଏକଦମ ଭୁଲ ଅଟେ । କାରଣ ଜ୍ଯୋତିଷ ଅନୁସାରେ ବ୍ୟକ୍ତିଙ୍କ ନାମରୁ ବ୍ୟକ୍ତିଙ୍କ ସ୍ଵଭାବ, ବ୍ୟକ୍ତିତ୍ବ ଓ ଭବିଷ୍ୟତ ବିଷୟରେ ଅନେକ କିଛି ଜାଣି ହୁଏ । ଆଜି ଆମେ ଆପଣଙ୍କୁ ୫ଟି ନାମର ପୁରୁଷଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ମାଲିକ ହେବାର ଭାଗ୍ୟ ନେଇ ଜନ୍ମ ନେଇଥାନ୍ତି ।
C ନାମର ପୁରୁଷ
ପ୍ରଥମରେ ହେଉଛନ୍ତି C ନାମ ଥିବା ପୁରୁଷ । ଏହି ନାମର ପୁରୁଷ ମାନେ ବ୍ୟବସାୟ ବିଷୟରେ ସବୁଠୁ ଅଧିକ ଚିନ୍ତା କରନ୍ତି । ଏହି ପୁରୁଷମାନେ ଅନ୍ୟ ପାଖେ କାମ କରିବାକୁ ବିଲକୁଲ ପସନ୍ଦ କରନ୍ତି ନାହିଁ । ବରଂ ନିଜର କୌଣସି ବ୍ୟବସାୟ ଆରମ୍ଭ କରିବା କଥା ଚିନ୍ତା କରନ୍ତି । ଏମାନଙ୍କର ଏହିପରି ଚିନ୍ତାଧାରା ହେତୁ ଏମାନେ ଚାକିରି କରନ୍ତି ନାହିଁ ବରଂ ନିଜେ ନିଜ ମାଲିକ ହେବାକୁ ପସନ୍ଦ କରନ୍ତି ।
H ନାମର ପୁରୁଷ
ଦ୍ଵିତୀୟରେ ହେଉଛନ୍ତି H ନାମ ଥିବା ପୁରୁଷ । ଏହି ନାମର ବ୍ୟକ୍ତିମାନେ ସର୍ବଦା କୌଣସି ନା କୌଣସି ବ୍ୟାପାର ଆରମ୍ଭ କରିବା କିମ୍ବା କେଉଁ ସ୍ଥାନରେ ନିବେଶ କରିବା ବିଷୟରେ ହିଁ ଚିନ୍ତା ବିଚାର କରିଥାନ୍ତି । ଏମାନେ ବ୍ୟବସାୟ କ୍ଷେତ୍ରରେ ଖୁବ ପ୍ରସିଦ୍ଧି ଲାଭ କରିବା ସହ ନିଜ ପାଇଁ ନିଜେ କାମ କରିବାକୁ ଅଧିକ ପସନ୍ଦ କରନ୍ତି ।
M ନାମର ପୁରୁଷ
ତୃତୀୟରେ ହେଉଛନ୍ତି M ନାମର ପୁରୁଷ । କୁହାଯାଏ କି ଯେଉଁ ପୁରୁଷଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ବୁଦ୍ଧିମାନ ଏବଂ ଚତୁର ହୋଇଥାନ୍ତି । ଏମାନେ ସାହାସୀ ହେବା ସହ ଜେଆରକୌଣସି କାର୍ଯ୍ୟ କରିବା ଆଗରୁ ଭଲ ଭାବେ ବୁଝି ବିଚାରୀ କରିଥାନ୍ତି । ଏମାନେ ନିଜକୁ କେଉଁ ମାଲିକ ଠାରୁ କମ୍ ଭାବନ୍ତି ନାହିଁ । ତେଣୁ ନିଜ କାମ ସବୁ ନିଜେ କରିବାକୁ ଭଲ ପାଆନ୍ତି ।
S ନାମର ପୁରୁଷ
ଚତୁର୍ଥରେ ହେଉଛନ୍ତି S ନାମର ପୁରୁଷ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହି ନାମର ପୂରୁଷମାନେ ମାଲିକ ହେବା ପାଇଁ ହିଁ ଜନ୍ମ ହୋଇଥାନ୍ତି । ଏମାନେ ଆଗକୁ ଯାଇ ନିଜର ବ୍ୟବସାୟ ଏବଂ ନିୟମ ଆରମ୍ଭ କରନ୍ତି ଓ କାହା ପାଖେ କାମ କରିବାକୁ ପସନ୍ଦ କରନ୍ତି ନାହିଁ । ନିଜ ବ୍ୟବସାୟକୁ ବୃଦ୍ଧି କରିବାରେ ଏମାନେ ସାରା ଜୀବନ ସେଥିରେ ଲଗାଇ ଦିଅନ୍ତି ।
V ନାମର ପୁରୁଷ
ପଞ୍ଚମରେ ହେଉଛି V ନାମର ପୁରୁଷ । କୁହାଯାଏ କି ଯେଉଁ ପୁରୁଷଙ୍କ ନାମ V ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଖୁବ ପରିଶ୍ରମୀ ଏବଂ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ନିଜ ଲକ୍ଷ୍ୟକୁ ଶୀଘ୍ର ହାସଲ କରିବାରେ ବିଶ୍ବାସ ରଖନ୍ତି । ଏମାନେ ବ୍ୟବସାୟ କ୍ଷେତ୍ରରେ ଖୁବ ଭଲ କାମ କରନ୍ତି ଓ ମାଲିକ ହୋଇ ରୁହନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।